Kusuma Project
ଖୋଲିବ କୁସୁମା ପୋଖରୀ କେଳେଙ୍କାରୀର ଗୁମର । ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ । କେତେ ଟଙ୍କାର ହୋଇଛି କିକ୍ ବ୍ୟାକ ? କାହା ପକେଟକୁ ଯାଇଛି କେତେ ଟଙ୍କା ? କୁସୁମାରେ କୋଟି କୋଟି ଟଙ୍କାରେ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି ? ଏଥିପାଇଁ କେଉଁ ବିଭାଗ, କେଉଁ ପାଣ୍ଠିରୁ ଖର୍ଚ୍ଚ ହୋଇଛି କେତେ ଟଙ୍କା ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)