Ratnabhandar
କେବେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କେଉଁ ସମୟ, କେଉଁ ତାରିଖ ? ବିଧିବଦ୍ଧ ଭାବେ ଏଇ ଘୋଷଣା ଉପରେ ଏବେ ସାରା ଜଗନ୍ନାଥପ୍ରେମୀଙ୍କ ନଜର। କାରଣ ଆସନ୍ତା ୭ ତାରିଖରୁ ଘୋଷଯାତ୍ରାରେ ବାହାରି ବଡ଼ ଦେଉଳ ଛାଡ଼ିବେ ଶ୍ରୀଜୀଉ। ଏଇ ସମୟ ରତ୍ନଭଣ୍ଡାର ଖୋଲିବାର ପ୍ରକୃଷ୍ଟ ସମୟ ହୋଇଥିବାରୁ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)