ଜୟପୁରରେ ୪ ପୋଲିସଙ୍କ ବିରୋଧରେ ହତ୍ୟା ମାମଲା I ଗୋଳନ୍ଥରା କଷ୍ଟୋଡିଆଲ୍ ଡେଥ୍ ମାମଲାରେ ବି କେସ୍ I ଜଣେ ବିଜେଡି ନେତା ଓ ତତ୍କାଳୀନ ଗୋଳନ୍ଥରା ଥାନା ଅଧିକାରୀଙ୍କ ନାଁରେ ମାମଲା
Published: Satyendu Shekher Mishra
Last updated: 01 December 2021, 10:27 PM IST
ଯାଜପୁର ଜିଲ୍ଲା ଛତିଆରେ ଫୁଟିଲା ବୋମା। ବିସ୍ଫୋରଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ତେବେ ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।