ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି । ଚାହିଦା ବି କମିଲାଣି । ଚିନ୍ତାରେ ଇଞ୍ଜିନିୟରିଂ ସାରିଥିବା ଛାତ୍ର । ଚାକିରି ମିଳୁନି ବୋଲି କଲେଜରେ ସିଟ୍ ଖାଲି ବି ପଡ଼ୁଛି । କଲେଜ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
Published: Satyendu Shekher Mishra
Last updated: 05 December 2021, 09:57 PM IST
ଆଜିର ଯୁବପିଢି ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଧୀନରେ ମଧ୍ୟ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଷ୍ଟାର୍ଟଅପ୍ ଇଣ୍ଡିଆର ୱେବସାଇଟରେ କିଛି ମାଗଣା ପାଠ୍ୟକ୍ରମ ଅପଲୋଡ୍ ହୋଇଛି।