ପୁଣି ଜୀବନ ନେଇଛି ମୁକୁଳା ଡ୍ରେନ୍ । ଭୁବନେଶ୍ୱର ପରେ ବ୍ରହ୍ମପୁରରେ ବି ମୁକୁଳା ଡ୍ରେନ ଯୋଗୁ ଯାଇଛି ଗୋଟିଏ ଅମୂଲ୍ୟ ଜୀବନ । ଘରଠୁ ମାତ୍ର କେଇ ମିଟର ଦୂରରେ ଥିବା ମୁକୁଳା ଡ୍ରେନରେ ପଡି ଚାଲିଯାଇଛି ଜଣେ ୧୧ ବର୍ଷ ବାଳକର ଜୀବନ । ଏହି ଘଟଣା ପରେ ଅଞ୍ଚଳରରେ ଶୋକର ଛାଇ ଖେଳିଯାଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କାମକୁ ନେଇ ତେଜୁଛି ଅସନ୍ତୋଷ। .
Published By: Satyendu Shekher Mishra
Last updated: 22 August 2024, 10:10 PM IST
ଉପାନ୍ତ ମାଲକାନଗିରିରୁ କଟକ SCB ଓ କ୍ୟାପିଟାଲ୍ ହସପିଟାଲରେ ସ୍ଥିତି ପରଖିଛନ୍ତି ଆମ ପ୍ରତିନିଧି।