ସଂସଦକୁ ଫେରିଲେ ରାହୁଲ ଗାନ୍ଧି। କଂଗ୍ରେସ ସମେତ ପୂରା ବିରୋଧୀ ଇଣ୍ଡିଆ ମେଣ୍ଟରେ ଖୁସିର ଲହରି। ମୋଦି ସରନେମ୍ ସଂପର୍କିତ ମାନହାନୀ ମାମଲାରେ ସୁରତ କୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ, ଗତ ମାର୍ଚ୍ଚ ମାସରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହୋଇଥିଲା ।
Published By: Satyendu Shekher Mishra
Last updated: 07 August 2023, 09:58 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।