• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Pakistan
କାଙ୍ଗାଳ ହେଲାଣି ପାକିସ୍ତାନ, ମଞ୍ଚ ଉପରେ ନିଜେ କହୁଛନ୍ତି ଦେଶର ମନ୍ତ୍ରୀ !

କ୍ଷୀର ଲିଟର ୨୫୦, ଚିକେନ୍ କେଜି ୭୮୦, ମଉଳିବାରେ ଲାଗିଛି IMF ପ୍ୟାକେଜ୍ ଆଶା । ତେଣେ କାଙ୍ଗାଳ ଦେଶକୁ ଲଜ୍ଜିତ କଲା ତୁର୍କୀକୁ ରିଟର୍ଣ୍ଣ ରିଲିଫ ଖୁଲାସା ।

Lingaraj temple
ପରଂପରା ପାଲଟିଗଲାଣି ପରଂପରା ଭଙ୍ଗ ! କାହିଁକି ବିଳମ୍ବରେ ଉଠିଲା ମହାଦୀପ ?

ପ୍ରଶାସନର ନିରବତାକୁ ପ୍ରଶ୍ନ, ତେଜିଲା ରାଜନୈତିକ ବୟାନବାଜି ।

Padmapur Politics
ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଟାର୍ଗେଟ ! ପାଲଟା ଜବାବ ଦେଲେ ଧର୍ମେନ୍ଦ୍ର

ପ୍ରତିଶ୍ରୁତିରେ ରହିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ । ବରଗଡ଼ରେ ନିର୍ବାଚନୀ ସଭା ଭଳି ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ।

Odisha Politics
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ରଣହୁଙ୍କାର, ରାସ୍ତାକୁ ଓହ୍ଲାଇଲା ବିଜେପିର ୟଙ୍ଗ ବ୍ରିଗେଡ୍

ନବ ଦାସ ହତ୍ୟାରୁ ନଜର ହଟାଇବାକୁ ଉଦ୍ୟମ ଅଭିଯୋଗ । 'ବିଜେଡି ଜାଣିଶୁଣି ଜୟନରାୟଣଙ୍କୁ ବିବାଦକୁ ଟାଣୁଛି'

sanjay raut
ଶିବ ସେନାର ଧନୁତୀର ଚିହ୍ନ ପାଇଁ କରାଯାଇଛି କି ୨୦୦୦ କୋଟିର ଡିଲ୍ ?

ଶିବସେନା-ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ।

Pakistan- Turkey
କି ଅବସ୍ଥା ! ବର୍ଷେ ତଳର ତୁର୍କୀର ରିଲିଫ୍‌କୁ ନୂଆ ପ୍ୟାକେଟ୍‌ରେ ତାକୁ ହିଁ ରିଲିଫ୍ ଦେଲା ପାକିସ୍ତାନ

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।

Jayanarayan Mishra
ଜୟନାରାୟଣଙ୍କ ଘର ଆଗରେ ବିକ୍ଷୋଭ କରୁଛନ୍ତି ମହିଳା, କିନ୍ତୁ ଜାଣିନାହାନ୍ତି କେଉଁ ଦଳର !

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନ ଘେରିବାକୁ ଆସିଲେ ମହିଳା।

Shark Fish
ମାଲାମାଲ୍ କଲା ୨୦୦ କିଲୋଗ୍ରାମର ସାର୍କ !

୨୦୦ କେଜି ଓଜନରଏକ ସାର୍କ ମାଛ

Viral
କ୍ରିଉ ମେମ୍ବର ଉପରେ ରାଗି ଗଲେ ବିମାନ ଯାତ୍ରୀ, ଖୋଲିଦେଲେ ପୋଷାକ

ମହିଳା ଜଣକ କକ୍‌ପିଟ୍‌ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଯାତ୍ରୀଙ୍କୁ କହୁଥିଲେ, ତୁମେ ସବୁ ମରିବାକୁ ଯାଉଛ ।

Jayanarayan Mishra
ଏଥର ବିଧାନସଭାରେ ନବ ଦାସ ହତ୍ୟାର ଏକ୍ସପୋଜ କରିବେ ଜୟନାରାୟଣ !

‘ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ଡିବେଟ୍‌ ପାଇଁ ପ୍ରସ୍ତୁତ ।’

Job Fraud
ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲି ୧୭ ରାଜ୍ୟରେ କରୁଥିଲା ଚାକିରି ଠକେଇ

EOW କବ୍‌ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ ।

Superstition
ଅଜବ ଚିନ୍ତାଧାରା ! ୧୧ ଛୁଆ ଜନ୍ମ କଲା ପରେ ବି ସ୍ୱାମୀର ମନ ବୁଝୁନି..

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଯୋଗୁଁ ସ୍ୱାମୀ ନାରାଜ । ୧୧ଟି ଛୁଆ ପରେ ମହିଳା ଅସ୍ତ୍ରୋପଚାର କରିଥିଲେ ।

Contact Lense
କେତେ ମାରାତ୍ମକ ! କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୋଇଲେ, ସକାଳକୁ ଆଖି ନାହିଁ..

ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟିଏ ଆଖିକୁ ବିଲକୁଲ ଦେଖାଯାଉନି ।

Mo Cycle
ମୋ ସାଇକେଲର ଭାଗ୍ୟ ! ବିଏମସି କହୁଛି ମାଗଣା ବାଣ୍ଟିଦେବି, ସ୍ମାର୍ଟସିଟି ମନା କରୁଛି

ବସ୍ତି ପିଲାଙ୍କୁ ବାଣ୍ଟିବାକୁ ବିଏମସିର ନିଷ୍ପତ୍ତି । ସ୍ମାର୍ଟସିଟି କହୁଛି ମରାମତି ହୋଇ ରାସ୍ତାରେ ଗଡୁ ସାଇକେଲ ।

Cheetah
ଆଫ୍ରିକାରୁ ଆସିଲେ ଚିତା, ରହିବେ କ୍ୱାରେଣ୍ଟିନ୍‌ରେ

ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ ।

Library Science
ଏ କି ଅବସ୍ଥା ! ନାଁକୁ ଲାଇବ୍ରେରି ସାଇନ୍‌ସ କଲେଜ, କିନ୍ତୁ ଲାଇବ୍ରେରି ନାହିଁ

ବେଚଲର ଡିଗ୍ରୀ ପିଲା ପଢିଲେ ମାଷ୍ଟର ଡିଗ୍ରୀ ପିଲା ପଢି ପାରୁନାହାନ୍ତି ।

Uddhav Thakrey
ଉଦ୍ଧବ ଠାକରେ ଗୋଷ୍ଠୀକୁ ନିର୍ବାଚନ କମିଶନଙ୍କ ଜବରଦସ୍ତ ଝଟକା !

ଠାକରେ ପରିବାର ହାତରୁ ଶିବସେନା ଦଳ ଖସିଯିବା ନିଶ୍ଚିତ ହୋଇଯାଇଛି ।

Rupak Dalei
ହାରୁଛି ଗରିବି, ଜିତୁଛି ଦମ୍ଭ ! ସାଙ୍ଗ ସାଥୀଙ୍କ ଚୁଟି କାଟି ଚର୍ଚ୍ଚାରେ ଛାତ୍ର ରୂପକ

କାହା ପାଖେ ହାତ ନପତାଇ ପଢ଼ା ଖର୍ଚ୍ଚ ଉଠାଇବାକୁ ଉଦ୍ୟମ । ବାଲେଶ୍ୱର ଫକୀର ମୋହନ ଜୁନିଅର କଲେଜର ଛାତ୍ର ରୂପକ ।

Pratap Sarangi
ଦିଲ୍ଲୀ କ୍ୱାଟର୍ସ ପରିସରରେ ବାଲି-ନିମପତ୍ର-ଗୋମୁତ୍ରରେ ଗଢ଼ା ହେଉଛି ନନାଙ୍କ ନୂଆ ମାଟି ଘର

ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।