• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Panchang
Today Panchang 1st September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । 

Odisha Politics
କାହିଁକି ଅଦୃଶ୍ୟ ରହିଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ସାଂସଦ ? 

5T ସଚିବଙ୍କ ପାଇଁ ସଭା ଆୟୋଜନ କରି ଅନୁପସ୍ଥିତିକୁ ନେଇ ପ୍ରଶ୍ନ ।

Elon Musk
ହ୍ୱାଟ୍ସଆପ୍‌କୁ ଟକ୍କର ଦେବ କି ଏଲନ୍‌ଙ୍କ ‘X’...

ଏହି ସେବା ପାଇଁ ୟୁଜର୍ସଙ୍କୁ ଫୋନ୍ ନମ୍ବର ଦରକାର ପଡିବନି। ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଖୁବଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ। 

Odisha Politics, BJD
ଦିଗପହଣ୍ଡିରେ ବିଜେଡି ଦୁଇ ଫାଳ ! ବିପ୍ଲବ-ବିପିନ ଗୋଷ୍ଠୀ ମୁହାଁମୁହିଁ

ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ ।

Parliament Session
ଅଚାନକ କାହିଁକି ଡାକିଲେ ଅଧିବେଶନ ! ସଂସଦର ସ୍ପେଶାଲ ସେସନକୁ ନେଇ ବଢ଼ୁଛି ସସ୍‌ପେନ୍ସ..

ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।

AK47
ବିବାହ ବାର୍ଷିକିରେ ପତ୍ନୀଙ୍କୁ AK47 ଉପହାର ଦେଲେ ନେତା !

ତାଲିବାନୀ ଶାସନକୁ ପ୍ରୋତ୍ସାହନ ଦେଉଥିବାରୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସିପିଆଇଏମ୍‌ ନେତାମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି ।

G20 Summit
G20 Summit: ଦିଲ୍ଲୀରେ ଅତିଥିଙ୍କୁ ସ୍ୱାଗତ ପାଇଁ ଲାଗିବ ୭ ଲକ୍ଷ ଗଛ !

ଅତିଥିଙ୍କ ସ୍ୱାଗତ ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ G20 କାର୍ଯ୍ୟକ୍ରମ ଆୟୋଜନ ହେଉଛି ।

Chandrayaan 3
ଚନ୍ଦ୍ରରେ ନୂଆ ନୂଆ ତଥ୍ୟ ଗୋଟାଉଛି ପ୍ରଜ୍ଞାନ୍‌ ! ISRO କଲା ମଜାଦାର ଟ୍ୱିଟ୍

କେଉଁ ସୂତ୍ରରୁ ସେଠାରେ ସଲଫର କିପରି ସୃଷ୍ଟି ହେଉଛି ସେ ସମ୍ପର୍କରେ ଜଣାପଡିନାହିଁ ।

Odisha Assembly Speaker
ବାଚସ୍ପତି ରେସ୍‌ରେ ପ୍ରଫୁଲ୍ଲ-ଦେବୀ-ଅମର

କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।

X Elon Musk
‘X’ରେ ହେଲା ବଡ଼ ପରିବର୍ତ୍ତନ, ବିନା ନମ୍ବରରେ କରିହେବ କଲ୍-ଭିଡିଓ କଲ୍

ଅଡିଓ, ଭିଡିଓ କଲ୍ ସୁବିଧା ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଲେ ଏଲନ୍ ମସ୍କ ।

Prafulla Samantra
ପ୍ରଫୁଲ୍ଲ ସାମନ୍ତରାଙ୍କ କିଡ୍‌ନାପ ପଛରେ କିଏ ? ୨୪ ଘଣ୍ଟା ପରେ ବି ଫିଟୁନି ରହସ୍ୟ

ଘଟଣାକୁ ‘ଷ୍ଟେଟ୍ ଟେରରିଜମ୍’ କହି ବର୍ଷିଲେ ପ୍ରଫୁଲ୍ଲ ସାମନ୍ତରା । ଶିଳ୍ପ ନାଁରେ ଶୋଷଣ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା ।

Gas Politics
ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ?

କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।

Drought
ଶ୍ରାବଣରେ ତ୍ରାହି ତ୍ରାହି ଡାକୁଛି କ୍ଷେତ, ୧୧ ଜିଲ୍ଲାରେ ସ୍ଥିତି ସଂଗୀନ !

କଣ୍ଟିଜେନସି ପ୍ଲାନ କରାଯାଇଥିବା SRCଙ୍କ ସୂଚନା । ଏଥର ମରୁଡ଼ି ପରିସ୍ଥିତି ପଛରେ ଲଘୁଚାପ ଅଭାବ କହିଛି ପାଣିପାଗ ବିଭାଗ ।

Odisha Lecture Recruitment
ଓଡ଼ିଶାରେ ବଡ଼ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୦୬୫ ଅଧ୍ୟାପକ ପଦବୀ

ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ ।

Police Control Room, Bhubaneswar
ପୋଲିସ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ିହେବାକୁ କମିଶନରଙ୍କ ଆହ୍ୱାନ, ଜାରି କଲେ ନମ୍ବର

ସିସିଟିଭି ଗୁଡ଼ିକର ଲିଙ୍କ୍‌କୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ।

Indian Coast Guard Recruitment
ତୁରନ୍ତ କରନ୍ତୁ ଆବେଦନ ! ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ବାହାରିଲା ଚାକିରି

ସେପ୍ଟେମ୍ବର ୧ରୁ ଏହାର ରେଜିଷ୍ଟ୍ରେସନ୍‌ ଆରମ୍ଭ ହେବ ।

Heavy Rain
୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା

୪ ତାରିଖ ଠାରୁ ବିସ୍ତୃତ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର ।

Oily Fish
ଜାଲରେ ପଡ଼ିଲା ୯ଟି ତେଲିଆ ମାଛ, ମତ୍ସ୍ୟଜୀବୀ ମାଲେମାଲ

ଏତେ ବଡ଼ ଧରଣର ତେଲିଆ ମାଛ ଦିଘା ବଜାରରେ ଦେଖିନଥିବା ମତ୍ସ୍ୟଜୀବୀ କହିଛନ୍ତି।

Arvind Kejriwal
I.N.D.I.Aରେ ପୁଣି କେଁ ! AAP କହିଲାଣି କେଜ୍ରିୱାଲଙ୍କୁ କର ପ୍ରଧାନମନ୍ତ୍ରୀ

ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଛି ।

Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା

ଭଉଣୀର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।