/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692940243.jpg)
Today Panchang
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର ।
ଚନ୍ଦ୍ର- ବିଛା ଦିବା ୦୮.୩୬ ଗତେ ଧନୁ
ତିଥି- ୧୦ ମୀ ରାତ୍ରି ୧୨.୦୮ ଗତେ ୧୧ଶୀ
ଘାତ ଚନ୍ଦ୍ର - ଦିବା ୦୮.୩୬ ଗତେ ତୁଳା ଓ କୁମ୍ଭ
ଘାତ ବାର – ବୃଷ ,ସିଂହ ଓ କନ୍ୟା
ପୁଷ୍କର ଦୋଷ – ୧୦ ମୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
Advertisment
ଶୁଭ ସମୟ
ଦିବା-୧୦.୧୪ ରୁ ୦୧.୦୩
ରାତ୍ରି- ୦୮.୨୧ ରୁ ୧୦.୩୯
ରାତ୍ରି- ୧୨.୧୧ ରୁ ୦୧.୪୩
ରାତ୍ରି- ୦୨.୨୯ ରୁ ୦୪.୦୧
ଅଶୁଭ ସମୟ
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୪
କାଳ ବେଳା - ପ୍ରାତଃ ୦୫.୩୩ ରୁ ୦୭.୦୭ ଓ ଦିବା ୦୪.୨୯ ରୁ ୦୬.୦୩
ବାର ବେଳା- ଦିବା ୦୧.୨୨ ରୁ ୦୨.୫୬
କାଳରାତ୍ରି- ସନ୍ଧ୍ୟା ୦୬.୦୩ ରୁ ୦୭.୨୯ ଓ ରାତ୍ରି ୦୪.୦୭ ରୁ ୦୫.୩୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)