ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁବାଲନ ନାମକ ବ୍ୟକ୍ତି କିଛି ଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେ ଦୁଇ ଦିନ ହେବ ସେଠାରୁ ବାହାରିଛନ୍ତି । ପୂର୍ବରୂ ସେ ଖୁବ୍ ନିଶା ସେବନ କରୁଥିଲେ । ଯାହାର ପରିଣାମରେ ଏଭଳି ସ୍ଥିତି...
ତେଲୁଗୁ ଷ୍ଟାର୍ ବରୁଣ ତେଜ୍ ଓ ୨୦୧୭ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲରଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।
ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖ ନେତା ମନୀଶ ସିସୋଦିଆ ଏବଂ ସଞ୍ଜୟ ସିଂ ଗିରଫ ହୋଇସାରିଛନ୍ତି।
୨୪ ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ପାଇଁ ଆରମ୍ଭ କଲା କ୍ରାଉଡ୍ ଫଣ୍ଡିଂ । ସାଂସଦ ଧୀରଜ ସାହୁଙ୍କଠୁ ହୋଇଥିଲା ୩୫୦ କୋଟିରୁ ଅଧିକ ଟଙ୍କା ସିଜ୍ ।
କରୋନାର ପୂର୍ବ ଭାରିଆଣ୍ଟ ଠାରୁ ଲକ୍ଷଣ ଓ ଅସୁସ୍ଥତା ସୃଷ୍ଟି କ୍ଷେତ୍ର କିପରି ଭିନ୍ନ, ତାହା ଏବେବି ଅସ୍ପଷ୍ଟ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।
ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ ।
ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।
ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।
ସଂପୃକ୍ତ ବ୍ୟକ୍ତିଙ୍କୁ ଡାକି ପୋଲିସ ପଚରାଉଚରା କରିଥିଲେ ବି ସେ ଡ୍ରାଇଭର ବିରୋଧରେ ଅଭିଯୋଗ କରିନଥିବା ପୋଲିସ କହିଛି ।
ଆଉ ୧୨୦୦ କିଲୋମିଟର ୪୦ଦିନରେ ଅତିକ୍ରମ କରିବେ ବୋଲି ସାଧୁ ସନ୍ଥ ମାନେ କହିଛନ୍ତି ।
ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି ।
ବିସ୍ଫୋରଣ ବେଳେ କଂପାନୀ ଭିତରେ ୧୨ଜଣ କର୍ମଚାରୀ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ପିଏମଓରେ ଚାକିରି କରିଥିବା କହି ପୋଲିସ ଅଧିକାରୀଙ୍କ ସହ ରଖୁଥିଲା ସମ୍ପର୍କ। ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା ।
ହିନ୍ଦୀ ଖବରକାଗଜକୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର । ‘ଲୋକସଭାରେ ଯାହା ଘଟିଲା ଅତି ଚିନ୍ତାଜନକ’ ।
ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି ।
ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
କ୍ୟାମ୍ପସ ଭିତରେ ଥିବା ପାନ୍ଥ ଚୌକ ଅଞ୍ଚଳରେ ଏକ ଟିଣ ଛପର ସେଡ୍ରେ ନିଆଁ ଲାଗିଥିଲା । ସେଠାରେ କେବଳ ବିଭିନ୍ନ ପ୍ରକାର ସରଞ୍ଜାମ ଓ ପୋଷାକପତ୍ର ରଖାଯାଉଥିଲା ।
ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୪୪ ଗତେ ମିଥୁନ ଓ ମୀନ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ
ଥିରୁବନନ୍ତପୁରମ କାରାକୁଲମର ରୋଗୀଙ୍କ ଠାରୁ JN.1 ଚିହ୍ନଟ । ସଂପୃକ୍ତ ରୋଗୀଙ୍କ ପାଖରେ ଇନଫ୍ଲୁଏନଜାର ଥିଲା ସାମାନ୍ୟ ଲକ୍ଷଣ ।