Advertisment

ସମ୍ପର୍କ ରଖିବାକୁ ମନା କରିବାରୁ ଚେନରେ ବାନ୍ଧି ଜୀଅନ୍ତା ପୋଡ଼ି ମାରିଦେଲା

ଇଞ୍ଜିନିୟର୍ ଯୁବତୀଙ୍କର ୨୬ତମ ଜନ୍ମଦିନରେ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ପିଲାଦିନର ସାଥୀ

author-image
Satyendu Shekher Mishra

ବାନ୍ଧବୀଙ୍କୁ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ । ମାତ୍ର ସମ୍ପର୍କ ରଖିବାକୁ ମନା କରିବାରୁ ନୃଶଂସ ଭାବେ ଚେନରେ ବାନ୍ଧି ଜୀଅନ୍ତା ପୋଡ଼ି ମାରିଦେଲା । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଚେନ୍ନାଇର ଥାଲାମ୍ବୁରରେ । ମୃତକଙ୍କ ନାଁ ଆର. ନନ୍ଦିନୀ ଏବଂ ସେ ଜଣେ ଇଞ୍ଜିନିୟର । ଗତ ଶନିବାର ଦିନ ଇଞ୍ଜିନିୟର୍ ଯୁବତୀଙ୍କର ୨୬ତମ ଜନ୍ମଦିନରେ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ପିଲାଦିନର ସାଥୀ ଭେତ୍ରିମରନ ।

Advertisment
Advertisment
Advertisment