ଜଙ୍ଗଲରେ ଖାଦ୍ୟ ଭାବି ବୋମାକୁ ଖାଇଲା। ବିସ୍ଫୋରଣରେ ଜିଭ ଛିଡ଼ିଯିବା ସହ ଗୁରୁତର ଆହତ ହେଲା।୧୫ ଦିନର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଭରତପୁର ଜଙ୍ଗଲରେ ଜୀବନ ହାରିଛି ଦନ୍ତାହାତୀ। ଏବେ ପ୍ରଶ୍ନ ଉଠୁଛି, ଯଦି ରାଜଧାନୀ ଉପକଣ୍ଠରେ ଏଭଳି ଘଟଣା ଘଟୁଛି, ତେବେ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ?
Published By: Satyendu Shekher Mishra
Last updated: 13 February 2024, 10:37 PM IST
ବିଶ୍ୱରେ ଥିବା ଏକମାତ୍ର 'ଦଶ ତାରକା' ହୋଟେଲ୍ରେ ରହିବା ପାଇଁ କେତେ ଟଙ୍କା ବ୍ୟୟ କରିବାକୁ ପଡେ ଆସନ୍ତୁ ଜାଣିବା...