/odishatv-khabar/media/post_attachments/uploadimage/library/16_9/16_9_0/Army_Tank_1719641249.jpg)
Army Tank
ନଦୀ ଜଳ ସ୍ରୋତରେ ଭାସିଗଲା ଟ୍ୟାଙ୍କ୍ । ଚାଲିଗଲା ୫ ଯବାନଙ୍କ ଜୀବନ । ଲଦାଖ LACରେ ସେନାର ଟ୍ୟାଙ୍କ୍ ଅଭ୍ୟାସ ବେଳେ ଘଟିଛି ଏହି ଅଘଟଣ । ନଦୀ ପାର୍ ବେଳେ ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଭାସିଗଲା ଟ୍ୟାଙ୍କ୍ । ଟ୍ୟାଙ୍କ୍ରେ ଥିବା ଆର୍ମି ଅଧିକାରୀଙ୍କ ପତ୍ତା ମିଳୁନି । ନଦୀରେ ଅଧିକ ପାଣି ଆସିବାରୁ ଭାସିଗଲା ଟ୍ୟାଙ୍କ୍ । ତେବେ ୫ ମୃତକଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସର ମଧ୍ୟ ରହିଛନ୍ତି । ମନ୍ଦିର ମୋର୍ହ ନିକଟରେଥିବା ନଦୀ ପାର୍ ହେଉଥିଲା ଟ୍ୟାଙ୍କ୍ । ଏହା ଲେହ୍ ଠାରୁ ୧୪୮ କିଲୋମିଟର ଦୂରରେ ରହିଛି । ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ଯେ ଭାସିଯାଇଥିବା ଟ୍ୟାଙ୍କ୍ T-72 ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)