• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

ଡେଙ୍ଗୁ ନେଇ କଟକର ୨୬ ନମ୍ବର ୱାର୍ଡରେ ସଚେତନତା ରାଲି
ମାଡୁଛି ଡେଙ୍ଗୁ : ଶୋଇଛି ସିଏମସି... ସହରରେ ଥିବା ନାଳରେ ପାଣି ନୁହେଁ କୁଢକୁଢ ମଇଳା ଭାସୁଛି

ବର୍ଷା ଆରମ୍ଭ ହେବା କ୍ଷଣି ଦେଖାଦେଲାଣି ଡେଙ୍ଗୁର ଭୟ । ଏହାର ମୁକାବିଲା କରିବା ଲାଗି କଟକ ମହାନଗର ନିଗମ ଅଣ୍ଟା ଭିଡ଼ିଛି । ବିଶେଷ କରି ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସହରର ବିଭିନ୍ନ ୱାର୍ଡରେ ଏବେ...

OSSC
ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ; OSSC ଅଧିକାରୀ ନା ରହିଛି କର୍ମଚାରୀଙ୍କ ସଂପୃକ୍ତି ?

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ ? OSSCରେ ଏବେ ବି କାମ କରୁଛି କି ବିରଞ୍ଚି ଥିଓରୀ ? ପ୍ରଶ୍ନପତ୍ର ଲିକ୍ ମାମଲାରେ କେମିତି ଥିଲା ଦଲାଲଙ୍କ କାରସାଦି ? ବାଲେଶ୍ୱର ପୋଲିସ ହାତରେ ଲାଗିଥିବା ଏ ହେଉଛି ସେହି ତାଲିକା, ଯେଉଁଥିରେ ରହିଛି ଜେଇ...

Srimandir Paschima Dwara opens for Puri devotees
ଚାପରେ ନଇଁଲା ଶ୍ରୀମନ୍ଦିର ପ୍ରଶାସନ; ବହୁ ବିବାଦ ପରେ ଆଜିଠୁ ଖୋଲିଛି ପଶ୍ଚିମ ଦ୍ୱାର

ବହୁ ଦାବି, ଅସନ୍ତୋଷ ଓ ଚାପ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ଯେଉଁବାଟ ଦେଇ କେବଳ ପୁରୀ ବାସିନ୍ଦାଙ୍କୁ କାଳିଆ ଦର୍ଶନର ଅନୁମତି ମିଳୁଛି । ହେଲେ ସିଂହଦ୍ୱାର ଆଗରେ ଭିଡ଼ରେ କଲବଲ ହେଉଥିବା ଭକ୍ତ ହୁଅନ୍ତୁ କି ସେବାୟତ, ଶୀଘ୍ର ଚାରିଦ୍ୱାର ଖୋଲିବା...

ବେକାବୁ ହେଲାଣି ଡେଙ୍ଗୁ
ବେକାବୁ ହେଲାଣି ଡେଙ୍ଗୁ

ବେକାବୁ ହେଲାଣି ଡେଙ୍ଗୁ । ରାଜଧାନୀରେ ନେଲାଣି ମୁଣ୍ଡ...ପ୍ରତିଦିନ ବାହାରୁଛି ପଜିଟିଭ୍‌

India’s second vehicle scrapping unit opens in Odisha’s Khordha
ଜଟଣୀରେ ଖୋଲିଲା ରାଜ୍ୟର ପ୍ରଥମ ଗାଡି ସ୍କ୍ରାପିଂ ୟୁନିଟ୍: କେମିତି କରିବେ ସ୍କ୍ରାର୍ପିଂ, ଜାଣନ୍ତୁ

ଓଡ଼ିଶାରେ ଖୋଲିଲା ଦେଶର ଦ୍ୱିତୀୟ ଗାଡ଼ି ସ୍କ୍ରାପିଂ ୟୁନିଟ୍। ଖୋର୍ଦ୍ଧା ଜିଲ୍ଲା ଜଟଣୀର କୁମାରବସ୍ତଠାରେ ଖୋଲିଥିବା ରାଜ୍ୟର ଏହି ପ୍ରଥମ ସ୍କ୍ରାପିଂ ୟୁନିଟ୍‌କୁ ଟାଟା ମୋଟର୍ସ ଏବଂ ଏମ୍ପ୍ରିୟୋ ପ୍ରିମିୟମ ପକ୍ଷରୁ ପ୍ରତିଷ୍ଠା କରାଯାଇଛି। ଏହି ୟୁନିଟରେ ଅତ୍ୟାଧୁନିକ ପଦ୍ଧତିରେ ବାର୍ଷିକ ୧୦ ହଜାର ଗାଡ଼ି ସ୍କ୍ରାପିଂ କରିବାର...

Rainfall
Rain Alert: ପୁଣି ଏକ ଲଘୁଚାପ, ଜୋରଦାର ବର୍ଷିବ

ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ସେହି ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟର ବର୍ଷା ବିସ୍ତୃତି ଆଶଙ୍କା...

ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର
ଆଜିଠୁ ଖୋଲିଲା ପଶ୍ଚିମ ଦ୍ୱାର

ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ପୁରୀବାସୀ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ତେବେ ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ...

 female security guard
ଏମ୍ସ ସିକ୍ୟୁରିଟି ଗାର୍ଡଙ୍କ ଦୁଃଖ. କଥା କଥାରେ ଛଟେଇ

ବିନା କାରଣରେ ମୋତେ ବାହାର କରିଦେଇଛନ୍ତି । ତିନି ବର୍ଷ ହେଲାଣି । ମୁଁ ଷ୍ଟାର୍ଟିଂରୁ ଏଇଠି ଥିଲି । ମୋ ସ୍ୱାମୀ ଦିବ୍ୟାଙ୍ଗ । ତଥାପି ମୋ କଥା ଶୁଣିଲେନି । ଏହା କହିଛନ୍ତି ଏମ୍ସର ଜଣେ ପୂର୍ବତନ ମହିଳା ସିକ୍ୟୁରିଟି ଗାର୍ଡ

Baitarani River
ବୈତରଣୀ ନଦୀ ମଝିରେ ଅଜଣା ବସ୍ତୁ ଦେଖି ଲୋକେ ଆତଙ୍କିତ

ବୈତରଣୀ ନଦୀ ବଲ୍ଲଭିଘାଟ ନିକଟରେ ଏକ ବିରାଟ ଅଜଣା ବସ୍ତୁ ଭାସୁଥିବା ଦେଖି ଲୋକ ଆତଙ୍କିତ ହେଉଥିଲେ। ତାହା କୌଣସି ବଡ ମାଛ, କୁମ୍ଭୀର କି ସାପ ବୋଲି ଅନୁମାନ କରାଯାଉଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦେଖିଲା ବେଳକୁ ତାହା ଏକ ବୋଟ୍‌

reconstruct road
ଶୁଣିଲାନି ପ୍ରଶାସନ...କାଦୁଅ ରାସ୍ତାକୁ ମରାମତି କଲେ ଗାଁ ପୁଅ

ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ଏପରି ଅବସ୍ଥା ରହିଥିବାରୁ ବହୁ ଦୁର୍ଦ୍ଦଶା ଭୋଗୁଥିଲେ ଗାଁ ଲୋକେ । ସାମାନ୍ୟ ବର୍ଷା ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଗାଁକୁ ଯିବାକୁ ହେଲେ ଖଣ୍ଡେ ଦୂରରେ ଗାଡ଼ି ରଖିବାକୁ ପଡ଼ୁଥିଲା

Teacher retires
ହୃଦୟସ୍ପର୍ଶୀ ଦୃଶ୍ୟ : ସାର୍‌ଙ୍କୁ ବିଦାୟ ଦେବା ବେଳେ ଭୋଭୋ କାନ୍ଦିଲେ ପିଲା, ହାତ ଯୋଡ଼ିଲେ ଅଭିଭାବକ

ସାରଙ୍କୁ ନିଆରା ଢଙ୍ଗରେ ବିଦାୟ ଦେଲେ ଛାତ୍ରଛାତ୍ରୀ । ତିନି ଦଶନ୍ଧିର ଶିକ୍ଷାଦାନ ପରେ ଅବସର ନେଉଛନ୍ତି ପ୍ରିୟ ସନାତନ ସାର୍ । ଶୋଭାଯାତ୍ରା କରି ଗାଁ ବୁଲାଇଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲେ ସାର୍।

education system
କେମିତି ପଢିବୁ ? ସ୍କୁଲ୍ ଭିତରେ ବର୍ଷା ପାଣି

ବିଶ୍ୱସ୍ତରୀୟ ବ୍ୟବସ୍ଥା । ବାହାରେ ପାଣି ସ୍କୁଲ୍ ଭିତରେ ପାଣି । ଗୋଟିଏ ଶ୍ରେଣୀରେ ବାଧ୍ୟ ହୋଇ ପଢୁଛନ୍ତି ଏକାଧିକ ଶ୍ରେଣୀର ପିଲା।

Children’s study disrupted
ଦିଦି ନାହାନ୍ତି, ଖାଦ୍ୟ ନାହିଁ, ଘର ବି ନାହିଁ...ପିଲାଏ ପଢିବେ କେମିତି ?

ଏଠି କିଛି ନାହିଁ । ଦିଦି ନାହାନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ କି କୁନିକୁନି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ସହାୟିକାଙ୍କ ଘରେ ପିଲା ପଢୁଥିଲେ ହେଲେ ସେ ବାହା ହେବା ପରେ ଏବେ ପିଲାଙ୍କ ପାଠରେ ବନ୍ଧା ହେଲା ଡୋରି।

Young girl works at petrol pump
ସ୍ୱପ୍ନ ପୂରଣ ଲାଗି ଗ୍ରାଜୁଏସନ୍‌ ପରେ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ଗ୍ରାଜୁଏଟ୍‌

ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି...

Bees
ଭିନ୍ନ ମଣିଷ : ମହୁମାଛିଙ୍କୁ ଖୁଆଇବା ପରେ ଖୋଲନ୍ତି ଦୋକାନ

ନିଆରା ମଣିଷ । ଦୋକାନ ଖୋଲିବା ପୂର୍ବରୁ ଆସି ଅପେକ୍ଷା କରନ୍ତି ମହୁମାଛି...ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଲେ ପାନ ଭାଙ୍ଗିବା ସିଏ ଆରମ୍ଭ କରନ୍ତି । ଶହଶହ ସଂଖ୍ୟାରେ ମହୁମାଛି ଉଡୁଥିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ

Coir craft
କଣ୍ଢେଇ କଲା ସ୍ୱାବଲମ୍ବୀ...ଏବେ ରୋଜଗାର ଲକ୍ଷଲକ୍ଷ

ଦିନେ ଟଙ୍କା ପାଇଁ ବଡ଼ ହିନସ୍ତା ହେଉଥିଲେ...କେମିତି ରୋଜଗାର କରିବେ ସେହି ଚିନ୍ତାରେ କଟୁଥିଲା ଦିନ । ସମୟ ବଦଳିଲା, ନଡ଼ିଆ କତାରୁ ସାମଗ୍ରୀ ପାଇଁ ନେଲେ ଟ୍ରେନିଂ । ଏବେ ଭଲ ରୋଜଗାର ହେବା ସହିତ ପରିବାର ଭଲରେ ଚଳୁଛି

Divyang girl
ଦିବ୍ୟାଙ୍ଗ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ : ଖେଳିବା ଲାଗି କିଣିଦେଲେ ୩.୫ ଲକ୍ଷ ଟଙ୍କାର ସାମଗ୍ରୀ

ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍‌ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି...

Farmer Start Farming
ବର୍ଷା ହେଉନଥିଲା ଚିନ୍ତାରେ ଥିଲା...ଏବେ ଢାଳିବା ପରେ ଚାଷୀ ମୁହଁରେ ହସ ଫୁଟିଲା

ହେବ କି ନାହିଁ ସେହି ଚିନ୍ତାରେ ଥିଲା ଚାଷୀ । ବର୍ତ୍ତମାନ ବର୍ଷା ହେଲା, ଚାଷୀ ମୁହଁରେ ହସ ଫୁଟିଲା । ସକାଳ ହେଲା କ୍ଷଣି ବଳଦ ନେଇ ବିଲକୁ ଯାଉଛି ଚାଷୀ ଭାଇ

5-t School Problem
ସ୍କୁଲରେ ଖାଲି ଗଣିତ ପଢାଯାଉଛି..ଅନ୍ୟ ବିଷୟରେ ପରୀକ୍ଷାରେ ପିଲା ଲେଖିବେ କ’ଣ?

ଇଏ କେମିତିକା ସ୍କୁଲ ? ୮ ଜଣଙ୍କ ବଦଳରେ ଅଛନ୍ତି ଜଣିଏ ମାତ୍ର ଶିକ୍ଷକ..କେବଳ ପିଲାଙ୍କୁ ପଢାଯାଉଛି ଗଣିତ । ମାସ କେଇଟା ପରେ ପରୀକ୍ଷା ହେବ, ଅନ୍ୟ ବିଷୟରେ ପିଲା ଲେଖିବେ କ’ଣ?

Wild animals
ସେବେ ଭାଲୁ ଏବେ ବାଘ... ଭୟରେ ଦିନ କାଟୁଛନ୍ତି ଲୋକ

କେତେବେଳେ ଭାଲୁ ତ ଆଉ କେତେବେଳେ ବାଘ ଆତଙ୍କ । ୨ ଜଣଙ୍କ ଜୀବନ ଗଲାଣି...ଜଣେ ଗୁରୁତର ହେଲାଣି । ପରିବା ପଚିଲାଣି କିନ୍ତୁ ବିକ୍ରି ପାଇଁ କେହି ନେଉନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଭୟରେ ଘରୁ ବାହାରିବାକୁ ରାଜି ହେଉ ନାହାନ୍ତି ଲୋକେ ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି