• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

pomegranate farming
ଦିନେ ଦୁବ କଅଁଳୁନଥିଲା...ଏବେ ଡାଳିମ୍ବ ଭାରରେ ଡାଳ ଭାଙ୍ଗିଯାଉଛି

ପଥୁରିଆ ମାଟି...ଦୁବଟିଏ ବି ହେଉନଥିଲା । ପ୍ରତିକୂଳ ପରିସ୍ଥିତିରେ ବି ଡାଳିମ୍ବ ଚାଷ କରିବାକୁ ମନ ବଳାଇଲେ ଚାଷୀ । ଏବେ ଏମିତି ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ।

Jajpur dairy farmers
ପ୍ରୋତ୍ସାହନ ମିଳୁନି...ଗୋପାଳନରୁ ମୁହଁ ଫେରାଇଲେଣି ଚାଷୀ

ବିଦେଶୀ ପ୍ରଜାତିର ଗାଈ ରଖିଲେ ମିଳୁଛି ପ୍ରୋତ୍ସାହନ ହେଲେ ଦେଶୀ ପ୍ରଜାତିର ଗାଈ ଚାଷୀଙ୍କୁ କିଛି ନାହିଁ । ୧୦ ବର୍ଷ ହେଲାଣି ବିଞ୍ଝାରପୁରୀ ଗାଈକୁ ଜାତୀୟ ମାନ୍ୟତା ମିଳିବା ପରେ ବି ଲାଭ ପାଉନାହାନ୍ତି ଚାଷୀ । ବଂଶ ବୃଦ୍ଧି ହେବା ପରିବର୍ତ୍ତେ ଧୀରେ ଧୀରେ କମୁଛି...।

ରାସ୍ତା ନୁହେଁ ପାଚେରି ଉପରେ ଯାଉଛି ମଣିଷ
ବର୍ଷା କରୁଛି ବେହାଲ : ରାସ୍ତା ନୁହେଁ ପାଚେରୀ ଉପରେ ଯାଉଛି ମଣିଷ

ସାମାନ୍ୟ ବର୍ଷାରେ ସ୍ଥିତି ସଙ୍ଗୀନ । ରାସ୍ତାରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି...ଘରକୁ ଯିବାକୁ ହେଲେ ପାଚେରୀ ହିଁ ସାହାଭରସା

Accident
ରେଳଲାଇନ୍‌ ନୁହେଁ ଯମଦ୍ୱାରକୁ ରାସ୍ତା...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା

ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟିଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍‌ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍‌ ଟ୍ରେନ୍‌ ହୋଇଥାଆନ୍ତ...।

Newly-wed bride collapses
ନାଚୁ ନାଚୁ ବେହୋସ୍‌ ହୋଇଗଲା କନ୍ୟା..ହେଲେ ବର...

ଇଏ କଣ? ନୂଆ ବାହା ହେବା ପରେ ଧମାକାଦାର୍‌ ନାଚୁଥିଲେ ବର-କନିଆଁ । ହେଲେ ହଠାତ୍‌ ପଡିଗଲେ ବୋହୂ...କିନ୍ତୁ ଏହାପରେ ଯାହା ହେଲା..ଦେଖନ୍ତୁ ଏହି ଭିଡିଓ

Chandrayaan 2
ଠିକ୍‌ ୪ ବର୍ଷ ତଳେ ଆଜି ISRO ସଫଳତାର ସହ ଉତକ୍ଷେପଣ କରିଥିଲା ଚନ୍ଦ୍ରାୟାନ୍-୨

୬ ସେପ୍ଟେମ୍ବର, ୨୦୧୯ର ରାତି ଗୋଟାଏ ୩୮ । ଚନ୍ଦ୍ରର ଦକ୍ଷିଣ ମେରୁରେ କଷ୍ଟସାଧ୍ୟ ଚନ୍ଦ୍ରାବତରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିକ୍ରମ ଲ୍ୟାଣ୍ଡର୍ ସଫ୍ଟ ଲ୍ୟାଣ୍ଡି କରିଥାନ୍ତା ।ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା ଆଉ ଆରମ୍ଭ ହୋଇଥାନ୍ତା, ଜହ୍ନ ରାଇଜର ରହସ୍ୟ ଖୋଜା । ଧୀରେ ଧୀରେ ଦୂରତା କମି କମି...

Migrant Labour Death
ପିଲାଙ୍କ ମୁହଁରେ ଆହାର ଦେବାକୁ ମାଆ ଯାଇଥିଲା ଦାଦନ ଖଟି..ହେଲେ ଫେରିଲା ଶବ ହୋଇ

ଛାତି ଫାଟିଯାଉଛି...ସ୍ୱାମୀ ରୋଗରେ ପଡିଲା ବୋଲି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଦାଦନ ଖଟିବାକୁ ଯାଇଥିଲା ମାଆ । ସେଠି ଏମିତି ନିର୍ଯାତନା ପାଇଲା ଯେ ପ୍ରାଣ ହାରିଦେଲା ମାଆ...।

VK Pandian’s
ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ୩୦ ମିନିଟ୍‌ ଫସିଲା ଆମ୍ବୁଲାନ୍ସ...ଅସନ୍ତୋଷ ଝାଡିଲେ ଲୋକେ

୫-ଟି ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍‌ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି । ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍‌?

BMC
ପ୍ରଭାବଶାଳୀ ବ୍ୟକ୍ତି ରାସ୍ତାରେ ଆବର୍ଜନା ଫିଙ୍ଗିଲେ ଆବର୍ଜନାରେ ହିଁ ଜବାବ ଦେବ ତ BMC ?

ଭୁବନେଶ୍ୱର ମହାନିଗମର ଅଳିଆ ନୀତିକୁ ନେଇ ଚର୍ଚ୍ଚା। ଗତକାଲି କଳ୍ପନା ଅଞ୍ଚଳରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଅଳାଇ ଗଦାଇ ବିଏମସି ଯେସାକୁ ତେସା ନୀତି ଆପଣାଇଥିବା ବେଳେ ଏହାକୁ କିନ୍ତୁ ଅନେକ ସମାଲୋଚନା କରିଛନ୍ତି। ସଂପୃକ୍ତ ଦୋକାନୀଙ୍କୁ ତାଗିଦ୍, ଫାଇନ୍, ଟ୍ରେଡ୍ ଲାଇସେନ୍ସ ବାତିଲ୍, ଦୋକାନ ସିଲ...

Former Odisha MLA's son sells eggs
ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଏବେକା ସମୟରେ ଜଣେ ଏମଏଲଏ କି ମନ୍ତ୍ରୀ ହୋଇଗଲେ ସାତ ପୁରୁଷ ପାଇଁ ଧନ ସଂଚୟ କରୁଛନ୍ତି। ହେଲେ ଆଗେ ବିଧାୟକମାନେ ଜନସେବାକୁ ମନ୍ତ୍ର କରି ପରିବାର କଥା ଭୁଲି ଯାଉଥିଲେ। ଯାହାର ପ୍ରମାଣ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀରୁ। ୬୦ ଦଶକରେ ସୁକିନ୍ଦାର ବିଧାୟକ ଥିବା ସ୍ୱର୍ଗତ...

Balasore Medical College
ରାଜ୍ୟରେ ସ୍ୱାସ୍ଥ୍ୟସେବା କଣ ଏମିତି ! ଡାକ୍ତର ଅଭାବ ସାଙ୍ଗକୁ ମିଳୁନି ସର୍ବନିମ୍ନ ମୌଳିକ ସୁବିଧା

ଗୋଟିଏ ପଟେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବାର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ଆର ପଟେ ଭଗବାନ ଭରସାରେ ଚାଲିଛି ରୋଗୀସେବା। ସରକାରୀ ଡାକ୍ତରଖାନା ଗୁଡ଼ିକରେ ମୌଳିକ ସୁବିଧା ଅଭାବରୁ ହୀନସ୍ତା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଡାକ୍ତର ଅଭାବରୁ ଚିକିତ୍ସା ନପାଇ ରୋଗୀ କଲବଲ ହେବା ତ ଦେହସୁହା ହୋଇଗଲାଣି।...

Rural Households
ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ‘ମୋ ଘର’ ସ୍କିମ୍ ?

ଫେଲ ମାରୁଛି କି ରାଜ୍ୟ ସରକାରଙ୍କ ମୋ ଘର ସ୍କିମ୍ । ଗୋଟିଏ ପଟେ ଆବେଦନ ସଂଖ୍ୟା ବଢୁନି, ଅନ୍ୟପଟେ ଆବେଦନ କରିଥିବା ହିତାଧିକାରୀଙ୍କୁ ଲୋନ ବି ଦେଉନି ବ୍ୟାଙ୍କ। ହେଲେ ସରକାର କିନ୍ତୁ ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳରେ ମୋ ଘର ଯୋଜନା କାର୍ଯ୍ୟକାରୀ କରିବାକୁ ଆଣିଛନ୍ତି...

Congress
ଆକ୍ସନ ପରେ ରିଆକ୍ସନ; କାର୍ଯ୍ୟକାରିଣୀ ବୈଠକ ପରେ ଉଠିବ କି ସସପେଣ୍ତ ଅର୍ଡର ?

ଛିଡ଼ିବ କଣ ଦିନକୁ ଦିନ ବଢ଼ିବାରେ ଲାଗିଛି କଂଗ୍ରେସ କନ୍ଦଳ। ଦଳରୁ ଦୁଇ ଟାଣୁଆ ନେତା ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ ପରେ ରାସ୍ତାକୁ ଓହ୍ଲାଇଲେଣି ତାଙ୍କ ସମର୍ଥକ। ଆଜି ସିଧା କଂଗ୍ରେସ ଭବନକୁ ଆସି ହଙ୍ଗାମା କରିବା ସହ ଶୀଘ୍ର ସସପେନସନ ନଉଠିଲେ...

Odisha Assembly
ସାମ୍ବିଧାନିକ ପଦ ପ୍ରତି ଶାସକ ଦଳର ସମ୍ମାନ ଅଛି ତ ? ୨ ମାସ ପରେ ବି ପୂରଣ ହୋଇପାରୁନି ବାଚସ୍ପତି ପଦ

ବିଧାନସଭା ବାଚସ୍ପତି ପଦକୁ ନେଇ ହଟୁନି ସସପେନ୍ସ। ଦୀର୍ଘ ୨ ମାସ ୧୦ ଦିନ ପରେ ବି ପୂରଣ ହୋଇନି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ କହି ବର୍ଷିଥିଲା ବେଳେ ବିଜେପି...

girl leaves home
ଝିଅକୁ ନପାଇ ପାଗଳ ହେଲାଣି ବାପା...ଯାହାକୁ ଦେଖୁଛି ଖୋଜି ଦେବାକୁ ନେହୁରା ହେଉଛି

ମାଆ ଗାଳିଦେଲା ବୋଲି ଘରୁ କୁଆଡେ ପଳାଇଛି କୁନି ଝିଅ । ଖୋଜି ଖୋଜି ପାଗଳ ହେଲାଣି ବାପା...ଆଧାର, ଫଟୋ ଧରି ବୁଲୁଛି । ଯାହାକୁ ଦେଖୁଛି ତା’କୁ କହୁଛି ମୋ ଝିଅକୁ ଟିକେ ଖୋଜି ଦିଅ।

Balasore PDS scam
୬ ମାସ ହେଲାଣି ଲୋକଙ୍କୁ ଠକୁଥିଲେ...ଏବେ ସସ୍‌ପେଣ୍ଡ ହେଲେ..

ଥରେ କି ଦୁଇଥର ନୁହେଁ ୬ ମାସ ହେଲାଣି ଠକୁଥିଲେ । ଲୋକେ ଚାଉଳ ମାଗୁଥିଲେ ଆସିନି ବୋଲି କହୁଥିଲେ..ବାରମ୍ବାର ଅଭିଯୋଗ ପରେ ଏବେ ଧରାପଡିଲେ ଡିଲର ମନୋରଂଜନ । କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ।

Human market
ରାତି ପାହିଲେ ବସୁଛି ମଣିଷ ହାଟ...ହେଲେ ବସିବାକୁ ଜାଗା ନାହିଁ...

ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍‌ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି।

Sandalwood smuggling
ଅଧ ରାତିରେ ପଶୁଛନ୍ତି, ପୂରା ଜଙ୍ଗଲ ଖାଲି କରିଦେଉଛନ୍ତି

ଭୟଙ୍କର ଭାବରେ ମାତିଲେଣି ଚନ୍ଦନ ତସ୍କର । ବନସମିତି ଜଗିବା ପରେ ବି ଖାଲି କରିଦେଉଛନ୍ତି ଜଙ୍ଗଲ । ପ୍ରଶାସନ କହୁଛି ପାଟ୍ରୋଲିଂ ବଢିବ, ଏପଟେ ଖାଲି ହେଉଛି ଜଙ୍ଗଲ।

Son takes abandoned mother home
ଖବର ବାଜିବା ପରେ...ବୁଢୀ ମାଆକୁ ଘରକୁ ନେଲେ..ସେବାର ପ୍ରତିଶ୍ରୁତି ଦେଲେ

ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ।

Flooded Baitarani river
ଭଦ୍ରକବାସୀଙ୍କ ଲାଗି କଣ୍ଟିଘାଇ କାଳ...ବୈତରଣୀ ଉଛୁଳିଲେ ଘରେ ପାଣି ପଶୁଛି

କେବଳ ଦୁଇଟି ଏସକେପ୍‌ ପାଇଁ ବୁଡୁଛି ଭଦ୍ରକ । ଟିକିଏ ବଢି ଆସିଲେ ଘରେ ଘରେ ପଶୁଛି ପାଣି...ଖେଳୁଛି ସାପ । ବର୍ଷବର୍ଷ ଧରି ଦାବି କରିବା ପରେ ପ୍ରଶାସନ ସାଜିଛି ନିଦାବିଷ୍ଣୁ...ଲୋକେ କହୁଛନ୍ତି ଯାଜପୁରର ଉନ୍ନତି ହେଉଛି ହେଲେ ଆମର କିଛି ହେଉନି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି