• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

ବାଲେଶ୍ୱର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆକ୍ସନ ମୋଡରେ ପୋଲିସ୍
ବାଲେଶ୍ୱର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆକ୍ସନ ମୋଡରେ ପୋଲିସ୍

ବାଲେଶ୍ୱର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆକ୍ସନ ମୋଡରେ ପୋଲିସ୍ । ଲିକ୍ ପ୍ରଶ୍ନ ପତ୍ରରେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ଲାଗି ଓଏସ୍ଏସସିକୁ ସୁପାରିଶ କରିଛନ୍ତି ବାଲେଶ୍ୱର ଏସପି । ସେପଟେ OSSCକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯିବନି ବୋଲି ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ଓ ପୂର୍ବତନ ପୋଲିସ୍...

ବିଜେଡିର ମହିଳା ସଂରକ୍ଷଣ ବିଲ ଦାବି କେବଳ କୁମ୍ଭୀର କାନ୍ଦଣା କି ?
ବିଜେଡିର ମହିଳା ସଂରକ୍ଷଣ ବିଲ ଦାବି କେବଳ କୁମ୍ଭୀର କାନ୍ଦଣା କି ?

ବିଜେଡିର ମହିଳା ସଂରକ୍ଷଣ ବିଲ ଦାବି କେବଳ କୁମ୍ଭୀର କାନ୍ଦଣା କି ? କେବଳ ୨୪ ନିର୍ବାଚନ ବୈତରଣୀ ପାର ହେବାକୁ ମହିଳା କାର୍ଡ ଖେଳୁଛନ୍ତି କି ନବୀନ? ବିଲ୍ ଆଣିବାକୁ ରାଜ୍ୟସଭାରେ ପୁଣି ଥରେ ବିଜେଡିର ଜୋରଦାର ଦାବିକୁ ନେଇ ଘେରିଲେ ବିରୋଧୀ ।

Ollywood actress accuses
ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ୍ ସହ ବ୍ଲାକମେଲିଂ ଭଳି ସଂଗୀନ ଅଭିଯୋଗକୁ ନେଇ ପୁଣି ହଲଚଲ୍ ଓଲିଉଡ୍

ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ୍ ସହ ବ୍ଲାକମେଲିଂ ଭଳି ସଂଗୀନ ଅଭିଯୋଗକୁ ନେଇ ପୁଣି ହଲଚଲ୍ ଓଲିଉଡ୍ । ରୂପେଲି ପରଦାର ଜଣେ ଆଗଧାଡ଼ିର ଅଭିନେତ୍ରୀ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ପ୍ରଯୋଜକଙ୍କ ବିରୋଧରେ । ଯିଏ ଅନ୍ୟ କୌଣସି ପ୍ରଯୋଜନା ସଂସ୍ଥାରେ କାମ କରିବାରୁ ତାଙ୍କୁ ତାଗିଦ...

୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର
୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର

୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର । ଭକ୍ତଙ୍କ ଭାବାବେଗକୁ ଯେପରି କାହାର କିଛି ଖାତିର ନାହିଁ । କେହି କାହା ଜିଦ୍ଦି ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ନୀତି ସବକମିଟି ବୈଠକରେ ବି ମହାପ୍ରଭୁଙ୍କ ବନକଲାଗି ବିବାଦରେ ପଡିପାରିଲାନି ପୂର୍ଣ୍ଣଚ୍ଛେଦ । ଆସନ୍ତା...

BSF jawan
ଅନ୍ଧେରା ତେରା, ମୈନେ ଲେ ଲିୟା...ରିଲ୍‌ ନେଲା ଜୀବନ

ରୋମାଣ୍ଟିକ୍‌ ପାଗରେ ରିଲ୍‌ କରୁଥିଲେ ଯବାନ...ହଠାତ୍‌ ମାଡ଼ି ଆସିଲା ମୃତ୍ୟୁ...୧୦ ମିନିଟ୍‌ରେ ଚାଲିଗଲା ଜୀବନ । ରିଲ୍ ଥିଲା ଅନ୍ଧେରା ତେରା, ମୈନେ ଲେ ଲିୟା...ହେଲେ

Road Problem
ପିଚୁ କମ୍‌ ଖାଲ ଅଧିକ...ଟିକିଏ ଅସାବଧାନ ହେଲେ ଯିବ ପ୍ରାଣ

ରାସ୍ତାରେ ପିଚୁ କମ୍‌ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍‌ ହେଉନି ରାସ୍ତା ଅବସ୍ଥା।

 poor telecommunication
ନେଟୱର୍କ ସମସ୍ୟା : ଠିକ୍‌ ଟାଇମ୍‌ରେ ଆମ୍ବୁଲାନ୍ସ ପହଞ୍ଚିଲାନି..ଜୀବନ ପଳେଇଲା

ଗାଁରେ ନେଟୱର୍କର ସାଙ୍ଘାତିକ ସମସ୍ୟା । ଜେଜେଙ୍କ ଦେହ ଖରାପ ହେବା ପରେ ୧୦୮ କୁ ଫୋନ୍‌ କରୁଥିଲେ ନାତି । ହେଲେ ଫୋନ୍‌ ଲାଗିଲାନି ବରଂ ଜେଜେଙ୍କ ଜୀବନ ପଳେଇଗଲା

BJD MLA
ଶାସକ ଦଳର ବିଧାୟକ...ନିଜ ପଂଚାୟତକୁ କରିପାରିଲେନି ରାସ୍ତା

ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ।

Hapless man
ପରିବାର ନାହିଁ କି କିଛି ସହାୟତା ନାହିଁ...ବାଉଁଶ ବୁଦା ତଳେ ଶୋଇଛି ରୋଗୀଣା ମଣିଷ

ପରିବାରରେ କେହି ନାହାନ୍ତି କି ସରକାରୀ ସହାୟତା କିଛି ମିଳୁନି । ରୋଗ ମାଡ଼ିବସିବା ପରେ ଅସହାୟ ଟୁକୁଲୁ । ଗାଁ ଲୋକେ କେତେବେଳେ କଣ ଖାଇବାକୁ ଦେଉଛନ୍ତି, ନହେଲେ ଭୋକ ଉପାସରେ ବିତୁଛି ଦିନ । କି ଖରା, କି ବର୍ଷା, ବାଉଁଶ ବୁଦାରେ ଦିନ କାଟୁଛନ୍ତି...

Anganwadi center  Problem
ଘରେ ତାଲା ପକାଇଦେଲା ଠିକାଦାର...ମାଟି ଘରେ ପିଲା ପାଠ ପଢୁଛନ୍ତି

ବିଲ୍‌ ମିଳିନି ବୋଲି ନୂଆ ଘର ତିଆରି ପରେ ବି ତାଲା ଖୋଲୁନି ଠିକାଦାର । ଘର ସରିବାର ୩ ବର୍ଷ ପୂରିଲାଣି ହେଲେ ଏଯାଏଁ ଆରମ୍ଭ ହେଲାନି ପଢା...ଭଙ୍ଗାଦଦରା ମାଟି ଘରେ ବର୍ଷାରେ ଓଦା ହୋଇ ପିଲା ପଢୁଛନ୍ତି ପାଠ।

Killer Truck
କିଲର ଟ୍ରକ୍‌ : ପଛ ଆଡୁ ଧକ୍କା ଦେଇ ଘରର ମୁରବୀଙ୍କୁ ମାରିଦେଲା

ଇଏ ଟ୍ରକ୍‌ ନୁହେଁ କିଲର୍‌ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୁରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି।

Bat befriends man
‘ସିଏ ବାଦୁଡ଼ି ନୁହେଁ ମୋ ବଡ଼ ପୁଅ, ସେ ନଖାଇଲେ ମୁଁ ଖାଇବିନି’

ସଂପର୍କର ମାନେ ମଣିଷ ବୁଝିନି ବାଦୁଡ଼ି ବୁଝିଛି । ୧୨ ବର୍ଷ ହେଲାଣି ଅମୂଲ୍ୟଙ୍କ ସହ ମିତ ବସିଛି । ଖୁଆଇ ଦେଲେ ଖାଉଛି...ପୁଣି ଘର ସାରା ବୁଲୁଛି । ମଣିଷ ନଦେଖିଲେ ବୋବେଇ ବାୟା କରିଦେଉଛି...ଗାଁଟା ଯାକର ଲୋକ ଅମୂଲ୍ୟଙ୍କ ଘରେ ଜମାଉଛନ୍ତି ଭିଡ଼।

Road Problem
୧୦ ବର୍ଷ ହେଲା କହି କହି ଥକିଗଲେଣି...ତଥାପି ରାସ୍ତା ହେଉନି

ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣିନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ।

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଗଲେ

ଆଜିଠୁ ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ରାସ୍ତାରେ ଅପେକ୍ଷାରତ ଶୁଭେଚ୍ଛୁଙ୍କୁ ଭେଟିଥିଲେ..ଏ ସମୟର...

IRCTC
IRCTCରେ ବୁକ୍‌ ହୋଇପାରୁନି ଟ୍ରେନ୍‌ ଟିକଟ୍ , ଯାତ୍ରୀ ଅସନ୍ତୁଷ୍ଟ

ରେଳ ଟିକଟ ବୁକିଂ ୱେବସାଇଟ IRCTC ରେ ଟେକ୍ନିକାଲ ତ୍ରୁଟି । ତେଣୁ ଅନଲାଇନରେ ଟିକଟ ବୁକିଂ କରି ହେଉ ନାହିଁ । ଏହା ଦ୍ୱାରା ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆପ୍ ମଧ୍ୟ ଚାଲୁ ନାହିଁ । ଟଙ୍କା କଟି ଯାଉଥିଲେ...

Bovines stuck on island in Mahanadi river, rescued
ମହାନଦୀରେ ଫସିଥିବା ଗୋରୁପଲଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ହରଭଙ୍ଗା ନିକଟରେ ମହନଦୀରେ ଫସିଗଲେ ଗାଈଗୋରୁ । ହୀରାକୁଦ ପାଣି ଛାଡିବା ପରେ ନଈ ମଝିରେ ରହି ଯାଇଥିଲେ । ଗାଈଗୋରୁଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

Banakalagi Niti
ଆସନ୍ତା ଗୁରୁବାର ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ କରାଯିବ ଶ୍ରୀଜୀଉଙ୍କ ବନକ ଲାଗି । ଏହି ସୂଚନା ଦେଇଛନ୍ତି ଠାକୁରଙ୍କ ଏହି ଗୁପ୍ତ ନୀତି ସଂପାଦନ କରୁଥିବା ଦତ୍ତ ମହାପାତ୍ର ସେବକ । ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତଙ୍କ ସୂଚନା ଅନୁସାରେ- ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ...

Rashmita Panigrahi
ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ହସ୍ପିଟାଲ ବେଡରେ ଥାଇ ଆଇଏଏସ୍ ଅଫିସର ହେବାର ସ୍ୱପ୍ନ ଦେଖୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁରର ଉଚ୍ଚଶିକ୍ଷିତା ଯୁବତୀ ରଶ୍ମିତା ପାଣିଗ୍ରାହୀ । ଦେହର ପ୍ରାୟ ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ ବି ମନୋବଳ ମାରି ନାହାନ୍ତି କି ପରିସ୍ଥିତିକୁ ଦ୍ୱାହି ଦେଇ ହାର୍ ମାନି ନାହାନ୍ତି । ଶାଶୂଘର...

କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା?
କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା?

କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା? ବିବାଦ ପରେ ଅନେକଦିନ ହେଲାଣି ରାଜଧାନୀର ବ୍ୟବସାୟିକ ପେଣ୍ଠ ସ୍ଥଳ ଠପ୍‌

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ
ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ । ପ୍ରତି ସେକେଣ୍ଡରେ ୯୦ ହଜାର କ୍ୟୁସେକ୍‌ ପାଣି ହେଉଛି ନିଷ୍କାସିତ...ଦେଖନ୍ତୁ ଏହି ଭିଡିଓ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି