ଦାୟିତ୍ୱ ନେବା ପରେ ଅପରାଧୀଙ୍କୁ କଡ଼ା ଚେତାବନୀ ଦେଲେ ଓଡ଼ିଶା ଡିଜିପି। କହିଲେ, ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ବର୍ଷା ପାଣି ଘରେ ପଶୁଥିଲା, ଏବେ ଜ୍ୟାକ୍ ସାହାଯ୍ୟରେ ୪ ଫୁଟ୍ ଉପରକୁ ଉଠିଲା ଘର
ଏହାସହ କେବଳ ଭାରତ ନୁହେଁ ବରଂ ବିଶ୍ୱରେ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢୁଛି। ଏହାସହ ଓମିକ୍ରନକୁ ଅଟକାଇବା ପାଇଁ ଭାରତ ସହ ଅନେକ ରାଷ୍ଟ୍ର ବୁଷ୍ଟର ଡୋଜ୍ ଦେବା ପାଇଁ ଚିନ୍ତା ମଧ୍ୟ କଲେଣି
ବୟୟ ମାତ୍ର ୧୫ ବର୍ଷ। ଅଧିକାଂଶ ପିଲା ମ୍ୟାଟ୍ରିକ ଦେଇନଥିବେ, କିନ୍ତୁ ଏହି ବୟସରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଚାରି ଚାରୋଟି #Bachelor ଡିଗ୍ରୀ ପାଇଛନ୍ତି ଜ୍ୟାକ୍...ଜାଣନ୍ତୁ ଏହା କେମିତି ହେଲା ସମ୍ଭବ?
ସୁର କହିଛନ୍ତି, ୨୦୨୨ ଆସୁଛି। ତେଣୁ ଜମା ବି ପାତରଅନ୍ତର କରନାହିଁ। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ। କେବଳ ଏତିକି ନୁହେଁ ବରଂ ୨୦୨୨ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ସହ କଟୁ
କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ, ୩୦ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଏମିତି କିଛି ଧମାକାଦାର ସୁଯୋଗ ଆଣିଛି ଆମାଜନ୍। ଘରେ ବସି ଆପଣ ଏହି ପୁରସ୍କାର ଜିତିପାରିବେ ।
ମୁମ୍ବାଇ ପୋଲିସ୍ କମିଶନର କୈସର ଖାଲିଦ କହିଛନ୍ତି ଯେ ମୁମ୍ବାଇରେ ହାଇ ଆଲର୍ଟକୁ ନଜରରେ ରଖି ସହରର ପ୍ରମୁଖ ଷ୍ଟେସନ, ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ୍, ସିଏସ୍ଏମ୍ଟି, କୁର୍ଲା ଓ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି
ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼। କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ
ପ୍ରତିମା ଧରୁଆ ଡାହାଣୀ ସନ୍ଦେହର ଶିକାର ହୋଇଥିବା ଜଣେ ବୃଦ୍ଧା। କଣ ଘଟିଯାଇଛି ତାଙ୍କ ସହ ତାହା ବର୍ଣ୍ଣନା କରିବା ପାଇଁ ବୋଧହୁଏ ଭାଷା ନାହିଁ
ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କଠାରେ ଚିହ୍ନଟ ହେଲା ଭୂତାଣୁ। ଆଇଏଲଏସ୍ ପକ୍ଷରୁ ଦିଆଯାଇଛି ସୂଚନା
ସୁମିତ୍ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲାଗିଛି।
ରକ୍ତମୁଖା ହେଲା ମାଙ୍କଡ଼, ଯିଏ ନେଇଛି ୨୫୦ କୁକୁର ଛୁଆଙ୍କ ଜୀବନ
ବାରମ୍ବାର ଗୁହାରି କରିବା ପରେ ବି କର୍ଣ୍ଣପାତ କଲାନି ପ୍ରଶାସନ, ନିଜ ଗାଁକୁ ନିଜେ ପୋଲ ନିର୍ମାଣ କଲେ ଗାଁ ଲୋକେ
କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପାଇଁ ଅଂଟା ଭିଡିଛି ଭାରତ ବାୟୋଟେକ୍। ଇଂଟ୍ରା ନାଜାଲ୍ ବା ନାକରେ ଦିଆଯିବାକୁ ଥିବା ଏହି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ତଥ୍ୟ ଡିସିଜିଆଇକୁ ଦିଆଯାଇଛି
ପାରଦ ତଳମୁହାଁ ହେବା ପରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଗଲାଣି।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ। ପୁରୁଣା ଭିଡ଼ିଓକୁ ସେୟାର କରି ଦୀପିକାଙ୍କୁ କଲେ ଟ୍ୟାଗ୍, ହେଲେ କାହିଁକି?