ଘରେ ବସି ନ ରହି ରୋଜଗାର କରୁଛନ୍ତି ମହିଳା। ଶାଢ଼ୀ ତିଆରି କରି ହୋଇଛନ୍ତି ସ୍ୱାବଲମ୍ୱୀ। ନିଜେ ଭଲରେ ରହିବା ସହ ପରିବାରକୁ ସାହାଯ୍ୟ କରୁଛନ୍ତି
ପ୍ରତିଦିନ ଏହି ରାସ୍ତାଦେଇ ଆଖପାଖ ଗାଁର ହଜାର ହଜାର ଲୋକ ଯିବାଆସିବା କରନ୍ତି। ନିର୍ବାଚନ ବେଳେ ମାଳ ମାଳ ନେତା ମନ୍ତ୍ରୀ ଏହି ରାସ୍ତା ଯାତାୟତ କରିଥାନ୍ତି। ହେଲେ ଭୋଟ୍ ମିଳିବା ପରେ ସବୁ ଓଲଟ ପାଲଟ୍ ହୋଇଯାଏ
ମମିତାଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଆଜି ବିଜେପି କରିବ ବୁଦ୍ଧିଜୀବୀ ସମ୍ମିଳନୀ
ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ପାକିସ୍ତା-ଅଷ୍ଟ୍ରେଲିଆ
ଭୁବନେଶ୍ୱର ପରେ ଏବେ କଟକର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ କମିଶନରେଟ୍ ପୋଲିସର ବଢୁଛି ଟେନସନ୍
କାଲି ମହାରାଷ୍ଟ୍ରରେ ଦେଖାଯିବ ହାଇଡ୍ରାମା। ଗୋଟିଏ ପଟେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର କ୍ୟାବିନେଟ୍ ମନ୍ତ୍ରୀଙ୍କ ନାଁରେ ଅନେକ ଗୁମର ଖୋଲିଥିବା ବେଳେ କାଲି ନୱାବ ଦେବେନ୍ଦ୍ରଙ୍କ ପୋଲ୍ ଖୋଲିବେ ବୋଲି ସୂଚନା ଦେଇଛନ୍ତି
ଏ କେମିତିକା ପୁଅ? ବାପାଙ୍କ ସର୍ଭିସ୍ ବନ୍ଧୁକ ଧରି ଲୁଟ୍ ପାଇଁ ପହଞ୍ଚିଲେ ବ୍ୟାଙ୍କରେ...ଆଉ ତାହା ପରେ ଯାହା ହେଲା
ସରକାରୀ ଚାକିରି କରିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି, ଯାହାର ହିସାବ ସେ ନିଜେ ବି ଦେଇ ପାରୁନାହାନ୍ତି।
ପୂର୍ବରୁ ମନ୍ତ୍ରୀ କିମ୍ବା ନେତାଙ୍କ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ ଆକ୍ସନ ନେଉଥିଲେ ନବୀନ, ହେଲେ ଏବେ କିନ୍ତୁ ଆକ୍ସନ ନେବା ବଦଳରେ ପୁରସ୍କାର ଦିଆଯାଉଥିବା ନେଇ ଆସୁଛି ଅଭିଯୋଗ
ରାଜ୍ୟରେ ବଢିବାରେ ଲାଗିଛି ନବବଧୂ ମାମଲା, ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା ନବବଧୂର ହତ୍ୟା ଘଟଣା
ଚାଷ ଜମିରେ ଏକ୍ସପର୍ଟ ଟିମ ଅଛନ୍ତି । କୃଷି ବିଜ୍ଞାନୀଙ୍କ ସହିତ, ସାମିଲ ଅଛନ୍ତି ଚାଷୀ ଓ ଛାତ୍ରଛା
ଫୁଟବଲ ଗ୍ରାଉଣ୍ଡଠାରୁ ପ୍ରାୟ ୩ ଗୁଣ ବଡ। ଫ୍ରାନ୍ସର ଏଫିଲ ଟାଓ୍ବାରଠାରୁ ଆହୁରି ବିଶାଳ। ଏମିତି ଏକ ବିଶାଳ ଓ ଭୟଙ୍କର ଧୂମକେତୁ ପୃଥିବୀ ଆଡେ ମୁହାଁଇଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହା ପୃଥିବୀର ନିକଟ ଦେଇ ଗତି କରି ପାରେ ବୋଲି ନାସା ପକ୍ଷରୁ କୁହାଯାଇଛି।
ମନ୍ଦିରରୁ ଚୋରି ହେବା ପରେ ଥାନାରେ ଅଭିଯୋଗ କଲେ ଲୋକେ, କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ଅପରାଧୀକୁ ଧରିଲା ନାହିଁ
ଚର୍ଚ୍ଚାରେ ଫୁଲବାଣୀର ପ୍ରତ୍ୟୁଷ। ଖଡ଼ି ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ
ସହର ମଧ୍ୟରେ ଚାଲିଥିଲା ଚୋରା ଗାଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଉଥିଲେ କବାଡ଼ିଆ, ପୋଲିସ ପାଖରେ ଖବର ନଥିଲା...ଏବେ ଜଣାପଡ଼ିବା ପରେ ରେଡ୍ ମାରିଲା ଟାଉନ୍ ପୋଲିସ୍
ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ ।
କେତେ ଧନୀ ଏନସିବି ଅଫିସର ସମୀର ୱାଙ୍ଖେଡ଼୍? କାହିଁକି ତାଙ୍କୁ ନେଇ ଚାଲିଛି ଏତେ ଚର୍ଚ୍ଚା?
କଂଗ୍ରେସ ଟାର୍ଗେଟ୍ରେ ସରକାର। ପ୍ରେସମିଟ୍ କରି ଦଳ କହିଲା, ଶାସକ ଦଳର ନେତା ଓ ପ୍ରଶାସନ ଏଠି ଏକାଠି ହୋଇ ରହିଛନ୍ତି
ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ସହ ପୂର୍ବରୁ ଥିବା ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ଆଜି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି
ତୁର୍କୀର ଏକ ରେଷ୍ଟୁରାଂଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ସେଠାକାର ରୋଷେୟା ସେଫ୍ ନୁସରତ ଗୋକ୍ ଓରଫ୍ ସଲ୍ଟ ବେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।