• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Surat
ନିଜେ ଚାଲିଗଲେ କିନ୍ତୁ ୫ ଜଣଙ୍କୁ ଦେଇଗଲେ ନୂଆ ଜୀବନ

ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ

jajpur
ବିକାଶ ବାଟ ହୁଡ଼ିଲା କିଏ? ବିନା ନାଉରିଆରେ ଘରୁ ବାହାରି ପାରନ୍ତି ନାହିଁ ଲୋକ

ନେତା ନୁହେଁ ଗାଁ କୁ ସାହା ନାଉରିଆ । ଲୋକଙ୍କୁ ନଦୀ ପାର କରାଇବାକୁ ନାଉରିଆ ତିଆରି କରିଛନ୍ତି ବାଉଁଶ ପୋଲ । ଜାନୁଆରୀରୁ ଜୁନ ମାସ ଯାଏ ବାଉଁଶ ପୋଲ ନିର୍ମାଣ କରୁଥିବା ବେଳେ ଜୁନରୁ ଡିସେମ୍ବର ଯାଏ ଡଙ୍ଗାରେ ନଦୀ ପାର କରାଉଛନ୍ତି...

Keonjhar
ଗେମ୍‌ ଚେଞ୍ଜର ହେବେ କି ସନାତନ ମହାକୁଡ଼ ?

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି

Bhadrak
ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି?

୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ?

Politics
ପଂଚାୟତ ନିର୍ବାଚନ: ମଇଦାନରେ ଅଧିକାଂଶ ରାଜନେତାଙ୍କ ପରିବାରର ସଦସ୍ୟ

ଏବେ ପରିବାର ରାଜନୀତିରେ ଅଧିକ ବିଶ୍ୱାସ ରଖୁଛନ୍ତି କି ରାଜନେତା?

Boat Man
ଭଙ୍ଗା ଡଙ୍ଗାରେ ମହିଳାଙ୍କ ଜୀବନ ବଂଚାଇଲେ ନାଉରିଆ

ଭୋର ପ୍ରାୟ ୪ ଟା । ଅନ୍ଦାର ରାତିକୁ ଘନ କୁହୁଡି । ଚାରିଆଡେ ଶୁନଶାନ ଥିବା ବେଳେ ଖରସ୍ରୋତା ନଦୀର ଗଭୀର ଜଳରେ ଜଣେ ମହିଳା ବୁଡି ଯାଉଥିଲେ। ବଂଚିବା ଲାଗି ବିକଳରେ ଡାକ ଛାଡୁଥିଲେ ମୋତେ ବଂଚାଅ ବଂଚାଅ

Lover Cheats Sweetheart
ଧୋକାବାଜ୍‌ ପ୍ରେମିକ... କିଡନୀ ନେବା ପରେ ପ୍ରେମିକାକୁ କଲା ଗୁଡ୍‌ ବାଏ...

ଧୋକାବାଜ୍‌ ପ୍ରେମିକ...ନୂଆ ଜୀବନ ପାଇବା ପରେ ପ୍ରେମିକାଙ୍କୁ ଭୁଲିଗଲା ପ୍ରେମିକ। କିଡନୀ ଖରାପ ହେବା କାରଣରୁ ମେଡିକାଲରେ ପଡ଼ିଥିଲେ ପ୍ରେମିକ। ଘଟଣା ଜାଣିବା ପରେ ନିଜ କିଡନୀକୁ ଦାନ କରି ପ୍ରେମୀକର ଜୀବନ ବଂଚାଇଥିଲେ ପ୍ରେମିକା ଜଣକ ହେଲେ ସୁସ୍ଥ ହେବା ପରେ ଧନ୍ୟବାଦ କହିବା ପରିବର୍ତ୍ତେ ନିଜ...

Coco
ପ୍ରକୃତ କୋକୋ କେଉଁଠି? ଏ ଶୁଆ ଦେଖେଇ କାହିଁକି ଲୋକଙ୍କୁ ଭୂଆଁ ବୁଲାଉଛି ବନ ବିଭାଗ?

ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛି ସିଏ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ?...

Gharial In Mahanadi
ମହାନଦୀରେ ବୁଲୁଛି କୁମ୍ଭୀର

କଟକ ମହାନଦୀ ରେ କୁମ୍ଭୀର ଆତଙ୍କ। ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି...

ADR
ଚମକାଇ ଦେଲା ADR ରିପୋର୍ଟ: ସମାଜବାଦୀ ପାର୍ଟି ସବୁଠୁ ଧନୀ

୨୦୧୯-୨୦ ଆର୍ଥିକ ବର୍ଷରେ ଦେଶ ଏବଂ ରାଜ୍ୟର ରାଜନୈତିକ ଦଳ ମାନଙ୍କର ଜମା ସହ ସଂପତ୍ତିର ତାଲିକା ପ୍ରକାଶ କରିଛି ଆସୋସିଏସନ୍ସ ଫର ଡେମୋକ୍ରାଟିକ୍-ଏଡିଆର୍ ।

TRAI
ଏଣିକି ୨୮ ନୁହେଁ ରିଚାର୍ଜ ପ୍ଲାନର ବୈଧତା ରହିବ ୩୦ ଦିନ

ମୋବାଇଲରେ ରିଚାର୍ଜ ପ୍ଲାନ ଗୁଡ଼ିକ ସାଧାରଣ ଭାବରେ ୨୮ ଦିନ ହିଁ ରହିଥାଏ କିନ୍ତୁ କମ୍ପାନୀମାନେ କହନ୍ତି ଏହା ସେମାନଙ୍କର ମାସିକ ପ୍ଲାନ। ଅନେକ ଥର ଗ୍ରାହକମାନେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କମ୍ପାନୀ ଏନେଇ କର୍ଣ୍ଣପାତ କରିନଥିଲେ

Sambalpur
ସମ୍ବଲପୁରର ସମସ୍ୟାର ସମାଧାନ କରିବ କିଏ?

କୃଷି ପ୍ରଧାନ ଜିଲ୍ଲା ସମ୍ବଲପୁର। ଚାଷ ଏଠା ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ । ହେଲେ ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ଏଠି ସମସ୍ୟାରେ ଚାଷୀ। କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍ ପାଇଁ ହଇରାଣ ହେଉଛନ୍ତି ଚାଷୀ

Corona
ନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ଅନୁମତି

ନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି। ଫେଜ୍ ଥ୍ରୀ କ୍ଲିନିକାଲ ଟ୍ରାଏଲ୍ ପାଇଁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ କରିଛି।

Ganjam
ଗଂଜାମର ଗଡ଼ ଜିତିବ କିଏ?

୨୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୫୦୩ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୭ ହଜାର ୯୯ ଅର୍ଥାତ୍ ୭ ହଜାର ୯୯ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ...

Daggubati Purandeswari
“ଗରିବଙ୍କୁ ଘର ଦେବାକୁ ଏ ସରକାର ୨୦ ହଜାର ନେଉଛି”

ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ। କହିଲେ, ଓଡ଼ିଆ ଚାହାଁନ୍ତି ପରିବର୍ତ୍ତନ

School
ସ୍କୁଲ କିନ୍ତୁ ପାର୍କର ଭ୍ରମ ସୃଷ୍ଟି କରୁଛି...

ସ୍କୁଲର ମୁଖ୍ୟ ଫାଟକଠାରୁ ଆରମ୍ଭକରି ସ୍କୁଲକୁ ସବୁଜ ବନାନୀରେ ପରିପୂର୍ଣ୍ଣ କରିଛନ୍ତି । କେବଳ ସବୁଜ ବନାନୀ କାହିଁକି ସ୍ମାର୍ଟ କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ୩୫ ପ୍ରକାରର ଫୁଲଗଛ ଓ ୩୫ ପ୍ରକାରର ଔଷଧ ଗଛ ମଧ୍ୟ ଲଗାଇଛନ୍ତି ।

Parking Fee
ପାର୍କିଂ ଫି ଆଦାୟ ବେଆଇନ: ହାଇକୋର୍ଟ

ଏକ ମାମଲାର ବିଚାର କରି ହାଇକୋର୍ଟ ଗ୍ରାହକମାନଙ୍କ ଠାରୁ ମଲ୍ ମାଲିକଙ୍କ ଦ୍ୱାରା ଆଦାୟ କରାଯାଉଥିବା ପାର୍କିଂ ଫି ବେଆଇନ ବୋଲି ଅନ୍ତରୀଣ ଆଦେଶ ଦେଇଛନ୍ତି ।

Varsa
ଭିଡ଼ିଓ ସେୟାର କଲେ ବର୍ଷା: କହିଲେ, ଜୀବନରେ ଏକା ଚାଲିବା ଶିଖ...

ମାତ୍ର କିଛି ଘଣ୍ଟା ତଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଏକ ନିଛାଟିଆ ରାସ୍ତାରେ ଏକୁଟିଆ ହସି ହସି ବାଟ ଚାଲୁଥିବାର ଏକ ଭିଡିଓ ଫୋଷ୍ଟ କରି ବର୍ଷା ପ୍ରିୟଦର୍ଶିନୀ କ୍ୟାପସନ୍‌ରେ ଲେଖିଛନ୍ତି.

Dhenkanal
ପଞ୍ଚାୟତ ପଲିଟିକ୍ସ: ଢେଙ୍କାନାଳରେ ଏଥର ହାଟ୍ରିକ୍ କରିବ କି ବିଜେଡ଼ି?

ରାଜନୈତିକ ଦୃଷ୍ଟି କୋଣରୁ ଚର୍ଚ୍ଚାରେ ଢେଙ୍କାନାଳ, ଏଥର ଗଡ଼ ନେବାକୁ ସଜବାଜ ହେଉଛି ବିଜେପି

Baleswar
ପଞ୍ଚାୟତ ପଲିଟିକ୍ସ: ବାଲେଶ୍ୱରରେ ବିଜେଡିର ରହିଛି ଦବଦବା, ବନ୍ୟା ଏଠାରେ ମୁଖ୍ୟ ପ୍ରସଙ୍ଗ

ଏଥର ବାଲେଶ୍ୱର ଆସନ ଉପରେ ସମସ୍ତଙ୍କ ନଜର: କାହିଁକି ନା ଏଠାରେ ଶାସକ ଦଳର ଦବଦବା ରହିଛି କିନ୍ତୁ ବିଜେପି ଫୋକସରେ ଅଛି ବାଲେଶ୍ୱର

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି