୧୭ କିଲୋମିଟର ଯାତ୍ରା ପାଇଁ ଉବର ନେଲା ୧୦,୦୦୦ ଟଙ୍କା ଭଡା !
ପୁଣି ଚର୍ଚ୍ଚାରେ ତପସ୍ୱିନୀ-ସୁମିତ୍ ବିବାଦ.. କିଛି ଦିନ ହେଲା ଢେଙ୍କାନାଳରୁ ରୀତିମତ ତପସ୍ୱିନୀଙ୍କୁ କଲ୍ ଆସୁଥିବା ସେ କହିଛନ୍ତି.. ତେବେ କିଏ କରୁଛି ତପସ୍ୱିନୀଙ୍କୁ କଲ୍? କଲ୍ କରି କଣ ସବୁ କହୁଛି ?
ଏମିତି ଖବର ଆପଣଙ୍କୁ ମିଛ ଲାଗିପାରେ, ହେଲେ ଏହା ସତ। କେବଳ ଏମିତି କଲେ ଆପଣ ବି ହୋଇଯିବ କୋଟିପତି। ଆଉ ହାତକୁ ଆସିଯିବ କୋଟି କୋଟି ଟଙ୍କା...
ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରି ଚର୍ଚ୍ଚାରେ ବରଗଡ଼ ଯୁବକ, ଗରିବ ଲୋକଙ୍କୁ ରେସ୍ତୋରାଁରେ ମାଗଣାରେ ଖୁଆଇଲେ ଡିନର
ସାଧାରଣତଃ ନବୀନ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଚାରିତ ହେବାକୁ ଦିଅନ୍ତିନି.. କିନ୍ତୁ ବେଳେ ବେଳେ ତାଙ୍କର ଭିଡିଓ ପଦାକୁ ଆସେ..ଏହାକୁ ଦେଖି ସମସ୍ତେ ଆମୋଦିତ ମଧ୍ୟ ହୁଅନ୍ତି.. ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ମଝିରେ ମଝିରେ ଏମିତି ଭିଡିଓ ଛାଡ଼ନ୍ତି କାହିଁକି? ଏହା ପଛରେ କଣ କାରଣ...
କେବଳ ଏତିକି ନୁହେଁ ବରଂ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ ମଧ୍ୟ କଲେଣି। ଆଉ ଯଦି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁମାନ ସତ ହୁଏ ତେବେ କଥା ସରିଲା
କଳିଯୁଗର କୁଳାଙ୍ଗାର ପୁଅ, ବଂଚିଥିବା ବେଳେ ଆସିଲେନି କି ମଲା ପରେ ପଚାରିଲେନି
କିଭଳି ହୋଇଥିଲା ସିଡିଏସ୍ଙ୍କ ହେଲିକପ୍ଟର କ୍ରାଶ୍, କାରଣ କହିଲା IAF
କୁକୁର କାମୁଡ଼ାରେ ଶିଶୁଟି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।
କରୋନା ବିରୋଧରେ ଲଢେଇ ଜାରି ରଖିଛି ଭାରତ, ୧୪୫ ଡୋଜ୍ ଦିଆଗଲାଣି ଭ୍ୟାକ୍ସିନେସନ୍
ସାରା ବିଶ୍ୱ ଏବେ କରୋନା ଭାଇରସ ମହାମାରୀ କବଳିତ ହୋଇଛି। କୋଭିଡ-୧୯ର ନୂଆ ନୂଆ ଉତପରିବର୍ତ୍ତନ ଏବେ ବୈଜ୍ଞାନିକଙ୍କ ନିଦ ହଜେଇ ଦେଇଛି।
ନୂଆବର୍ଷରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ : ଆଜି DayTourist ଙ୍କ ଲାଗି ଆଜି ବି ବନ୍ଦ ରହିଲା ଶିମିଳିପାଳ
ରାଜସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଆକ୍ସନ ମୋଡ୍କୁ ଚାଲି ଆସିଛନ୍ତି
'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''
ଆନ୍ଧ୍ର ଗୁଂଟୁରର ସଂକୀର୍ଥଙ୍କ ସହ ତୁର୍କୀର ଗିଜେମଙ୍କ ସହ ଭଲପାଇବ ହୋଇଥିଲା। ଆଉ ପ୍ରେମ ପାଇଁ ତୁର୍କୀରୁ ଇଣ୍ଡିଆ ଚାଲିଆସିଲେ ଗିଜେମ୍। ତେବେ ପାଠ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା
୨୦୨୨ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ପ୍ରଥମେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ହରିୟାଣାରେ ଭୟଙ୍କର ଭୂସ୍ଖଳନ ହୋଇଛି
ମନଇଚ୍ଛା ରାସ୍ତା କରୁଛନ୍ତି ପୁଣି କେତେବେଳେ ଖୋଳିଦେଉଛନ୍ତି, ଚିନ୍ତାରେ ବୌଦ୍ଧବାସୀ
କରୋନାର ଓମିକ୍ରନ ଭାରିଆଣ୍ଟ ମହାରାଷ୍ଟ୍ରକୁ ସର୍ବାଧିକ ପ୍ରଭାବିତ କରିଛି। ପ୍ରତିଦିନ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହନ୍ତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି
ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର