• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Govt Employee
ଚାକିରିଆଙ୍କ ପାଇଁ ବଡ଼ ଖବର : ଏଣିକି ସପ୍ତାହକୁ ୪ ଦିନ ପାଇବେ ଛୁଟି

ନୂଆ ଆଇନ ଅନୁସାରେ ଯେଉଁ କର୍ମଚାରୀମାନେ ସପ୍ତାହକୁ ୧୨ ଘଂଟା କାମ କରିବେ ସେମାନଙ୍କୁ ସପ୍ତାହକୁ ୩ ଦିନର ଛୁଟି ମିଳିବ। କିନ୍ତୁ ଯେଉଁମାନେ ଦୈନିକ ୮ ଘଂଟା କାମ କରୁଥିବେ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ଅର୍ଥାତ୍‌ ମାସକୁ ୪ କିମ୍ବା ୫ ଟି ଛୁଟି...

WINTER
ଆହୁରି ବଢିବ ଶୀତ : ଜାଡ଼ରେ ଥରିବ ପୂରା ଓଡ଼ିଶା

ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ, ଶୀତ ଲହରି ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ

T-Bridge
ମହାନଦୀର ଦୀର୍ଘତମ ସେତୁ : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମହାନଦୀର ସବୁଠୁ ବଡ଼ ସେତୁର ଉଦଘାଟନ ହୋଇଛି । ଏହା ହେଉଛି ଓଡିଶାର ପ୍ରଥମ T ସେତୁ । ୩ କିଲୋମିଟର ୪ ଶହ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ହେବା ପରେ...

Baragarh
ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ

ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ, ଜଣକୁ କାବୁ କଲା ପୋଲିସ।

Congress
୨୧ବର୍ଷରେ ଝିଅ ବାହାଘର: ନୂଆ ଆଇନକୁ ବିରୋଧ କରିବ କଂଗ୍ରେସ

ମୋଦି ସରକାର ବିବାହର ସର୍ବନିମ୍ନ ବୟସ ବୃଦ୍ଧି ପାଇଁ ଶୀତକାଳୀନ ଅଧିବେଶନର ଶେଷରେ ସଂସଦରେ ବିଧେୟକ ଆଣିବାକୁ ଯାଉଛନ୍ତି । ବିବାହ ପାଇଁ ମହିଳାଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ କରିବାକୁ ସନ୍ଦିଗ୍ଧ ଏବଂ ରାଜନୀତି ପ୍ରେରିତ ବୋଲି କହିଛନ୍ତି କଂଗ୍ରେସ ନେତା

Train
ଟ୍ରେନ୍‌ରେ ଜନ୍ମ ହେଲା ଶିଶୁକନ୍ୟା

ଟ୍ରେନ ବଗି ପାଲଟିଲା ଅପରେସନ ଥିଏଟର ଓ ଜନ୍ମହେଲେ ଶିଶୁ କନ୍ୟା | ମୁମ୍ବାଇରୁ ବିହାରର ମୁଜାଫରପୁର ଅଭିମୁଖେ ଯାତ୍ରା କରୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି

Congress-BJP
ନବୀନଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ୍‌

ନବୀନଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ, ଆଜି ମହାନଦୀରେ T ସେତୁର ଉଦଘାଟନ୍‌

Anubhav Mohanty
ଘର ଚାବି ପାଇଁ ସାମ୍ନାସାମ୍ନି ହେଲେ ବର୍ଷା-ଅନୁଭବ : ସିସିଟିଭି ଫୁଟେଜ ଭାଇରାଲ

ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ଚାବି ଖୋଲୁଥିବା ଦେଖିବାକୁ ମିଳିଛି

Pramila
ମୋବାଇଲରେ ଅଛି ତପସ୍ୱିନୀଙ୍କ ଭ୍ରୁଣ ହତ୍ୟାର ଭିଡ଼ିଓ : କୋର୍ଟରେ ଦାଖଲ କରାଯିବ ସ୍ମାର୍ଟ ଫୋନ୍‌ !!

ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍‌ କିମ୍ବା ହାଇଟେକ୍‌ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି,...

Tapaswini
“କାଲି କବାଟ ଭାଙ୍ଗିବୁ, ସୁମିତ୍‌ଙ୍କୁ ଘରୁ ଘୋଷାରି ଆଣିବୁ”

‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’

Accident
ଭୟଙ୍କର ଦୁର୍ଘଟଣା : ଅଟୋ ଉପରେ ଓଲଟିଲା କଣ୍ଟେନର, ୪ ମୃତ

ଦୁର୍ଘଟଣା କେତେବେଳେ ଆସିବ ତାହାର କୌଣସି ଠିକ୍‌ ଠିକଣା ନଥାଏ। ଏକଥା ପୂରା ସତ। ଆଉ ଠିକ୍‌ ଏପରି ଏକ ଘଟଣା ରାଜଧାନୀରେ ଘଟିଛି। ରାସ୍ତାରେ ଯାଉଥିବା ଅଟୋ ଉପରେ ଏକ କଣ୍ଟେନର ପଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି।

ପାଇଖାନା ସଫା କଲେ ଶକ୍ତିମନ୍ତ୍ରୀ
ପାଇଖାନା ସଫା କଲେ ମନ୍ତ୍ରୀ

ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଗୁଆଲିୟରରେ ଏକ ସରକାରୀ ବିଦ୍ୟାଳୟର ଶୌଚାଳୟ ସଫା କରି ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି

Tapaswini
ସବୁ ଲେଡ଼ିଜ୍‌ ଏକାଠି ହୁଅ, ତା’ଘରେ ପଶ...ହାବୁଡ଼ରେ ପଡ଼ିବ ତ...

ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ

Khallikot
ଯୋଜନା ମାଳମାଳ, କାମ ଦୁର୍ବଳ : ଭିକ ମାଗୁଛନ୍ତି ମହିଳା ସରପଂଚ

ସରପଂଚ ଅଛନ୍ତି, କିନ୍ତୁ ଭିକ ମାଗୁଛନ୍ତି : ସରକାରଙ୍କ ମାଳ ମାଳ ଯୋଜନାକୁ ଖୋଦ୍‌ ସରପଂଚ ପାଉନାହାନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ

Narendra Modi
ୟୁପି ନିର୍ବାଚନ : ରଣନୀତି ପ୍ରସ୍ତୁତ କରୁଛନ୍ତି ମୋଦି

ୟୁପି ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ୟୁପି ନିର୍ବାଚନ ମାହୋଲ ସେତିକି ସେତିକି ଜମୁଛି

BJP
କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ନେତା : "ଯୋଜନା ପହଞ୍ଚାଅ, ଭୋଟ୍‌ ଆଣ"

ଆସୁଛି ପଂଚାୟତ ନିର୍ବାଚନ : ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କର୍ମୀଙ୍କୁ କହିଲେ ନେତା

Bomb Blast
ବିସ୍ଫୋରଣରେ ୧୨ ମୃତ

 ପାକିସ୍ତାନର ବନ୍ଦର ନଗରୀ କରାଚିରେ ଭୟଙ୍କର ବିସ୍ଫୋରଣ ।

Crime
ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ?

ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଚରମାଇଣ୍ଡ କିଏ? କାହିଁକି ଘଟିଲା ଏମିତି ଜଘଣ୍ୟକାଣ୍ଡ?

Coronavirus
“ଭାରତରେ ଦୈନିକ ୨୦ ଲକ୍ଷ ଆସିପାରେ କରୋନା ପଜିଟିଭି କେସ୍‌”

ତୃତୀୟ ଲହରରେ ଓଡ଼ିଶାରେ ୪୦ରୁ ୫୦ ହଜାର ଲୋକ ସଂକ୍ରମିତ ହେବେ: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର

Sanjeeb Sahoo
ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ସଂଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। ସେ ନିକଟରେ ବିଜେଡ଼ିରୁ ଦେଇଥିଲେ ଇସ୍ତଫା

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି