ନିଜକୁ ମୌଲାନା କହି ଲୋକଙ୍କ ଘରେ କଳା କନା ବୁଲାଉଥିବା କଟକର ଠକ ୪୨୦ କୈଫ ଖାନ୍ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଗୁପ୍ତଧନ ଦେବାକୁ କହି ମହିଳାଙ୍କୁ ୬୨ ଲକ୍ଷ ଚୂନା ଆରୋପ ପରେ ସାମ୍ନାକୁ ଆସିଲା ଆଉ ୨ ସଙ୍ଗୀନ ମାମଲା। ଏପଟେ କୈଫ୍ ଲୋକଙ୍କୁ ଠକି ସେୟାର ମାର୍କେଟରେ ନିବେଶ ସାଙ୍ଗକୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ପୋଲିସ ଜାଣିବାକୁ ପାଇଛି
Published: Sarbeswar
Last updated: 29 April 2023, 10:23 PM IST
ସେଞ୍ଚୁରି ମାରିବ 'ମନ୍ କୀ ବାତ୍'। ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ୧୦୦ ତମ ଅଧ୍ୟାୟ ପୂରା କରିବ। ସେତେବେଳେ ଅଭିନବ ଥିବା ଏହି ପ୍ରୟାସ କାଲି ଐତିହାସିକ ପାଲଟିବ। ଏଥିପାଇଁ ସାରା ଦେଶରେ ଉତ୍ସାହ ଥିବା ବେଳେ, ବିଜେପି ପକ୍ଷରୁ ଦେଶବ୍ୟାପୀ ହୋଇଛି ସ୍ୱତନ୍ତ୍ର ଆୟୋଜନ