• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

15 engineers suspended
୧୨ ବ୍ରିଜ୍‌ ଭୁଶୁଡ଼ିବା ପରେ ଆକ୍ସନ, ୧୫ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କଲେ ସରକାର

ବ୍ରିଜ୍‌ ଭୁଶୁଡ଼ିବା ମାମଲାରେ ୧୫ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଦୁଇ ଜଣ ଇଞ୍ଜିନିୟରଙ୍କଠାରୁ ସଷ୍ଟୀକରଣ ମାଗିଛନ୍ତି ସରକାର ।

BJP Govt in Action Mode
ଆକ୍ସନ୍ ମୋଡରେ ମୋହନ ସରକାର, ଆରମ୍ଭ ହେଲା ଗାଦିମଡା ଅଫିସର ନିଷ୍କାସନ ପର୍ବ

ଓଟିଭିର ବଡ଼ ପ୍ରଭାବ । ଗାଦିମଡ଼ା ଅଫିସରଙ୍କ ସଂପର୍କରେ ଖବର ପ୍ରସାରଣ ପରେ । ଆକ୍ସନ୍ ମୋଡରେ ମୋହନ ସରକାର । ଦୁଇ ଦିନରେ ହଟିଲେ ୬ ଅଧିକାରୀ ।

Ratna Bhandar
କେବେ ଖୋଲିବ ରତ୍ନଭଣ୍ଡାର ? ଶନିବାର ଯାଞ୍ଚ କମିଟି ବୈଠକ ପରେ ଆସିବ ସ୍ପଷ୍ଟ ଚିତ୍ର

ଏଇ ରଥଯାତ୍ରା ଭିତରେ ? ନା ନୀଳାଦ୍ରି ବିଜେ ପରେ ? କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାଲି ଆସିବ ସ୍ପଷ୍ଟ ଚିତ୍ର, ଶନିବାର ବସୁଛି ରାଜ୍ୟ ସରକାର ନୂଆକରି ଗଢିଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ମିଟିଂ ।

Narendra Modi
ଟିମ୍‌ ଇଣ୍ଡିଆ ସହ ମୋଦିଙ୍କ ଆଲୋଚନା, ଖେଳାଳି ଶୁଣାଇଲେ ସଫଳତାର କାହାଣୀ

ଏହି ଐତିହାସିକ ବିଜୟ ପରେ ଭାରତୀୟ ଖେଳାଳିମାନେ ସ୍ୱଦେଶ ଫେରିଛନ୍ତି । ଭାରତ ଫେରିବା ପରେ ଖେଳାଳିମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ।

Tiger
ଓଡ଼ିଶା ଆସିବେ ୪ ବାଘୁଣୀ ସମେତ ୫ ମହାବଳ ବାଘ

ଅଗଷ୍ଟ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳକୁ ଏଇ ୫ ନୂଆ ମହାବଳଙ୍କୁ ଅଣାଯିବ।

OTV Impact
ଓଟଭି IMPACT: ଖବର ପ୍ରସାରଣ ପରେ ହଟୁଛନ୍ତି ଗାଦିମଡ଼ା ବାବୁ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୪ ଜଣ ଅଫିସରଙ୍କୁ ହଟାଯାଇଥିବାବେଳେ ଆଜି ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି ।

Cherry Blossom
ଦାରିଙ୍ଗବାଡିର ଶୋଭା ବଢ଼ାଇବ ଚେରୀ ବ୍ଲସମ୍, ପ୍ରଥମ ଥର ଲଗାଯିବ ଜାପାନୀ ଫୁଲ ଚାରା

ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ଚେରୀ ବ୍ଲସମ୍ ଗଛ ଲଗାଯିବ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଏହି ଚାଷ ହେବାକୁ ଯାଉଛି।

Pranab Prakash Das
ସରକାରୀ ବାସଭବନରେ ବେଆଇନ ନିର୍ମାଣ ଅଭିଯୋଗ, ବବି ଦାସଙ୍କ ନାଁରେ ଥାନାରେ ଏତଲା

ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସତ୍ୟଙ୍କ ଅଭିଯୋଗ ବବି ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ଯ୍ୟ ।

Team India
ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ

ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ ।

Mohan Majhi
ଓଡ଼ିଆ ଭାଷାରେ ହେବ ସରକାରୀ କାମ

ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ।

BJD
ବିଜେଡି ନେତାଙ୍କ ମୁହଁରେ ତାଲା

ଛିଡିବାର ନାଁ ଧରୁନି ବିଜେଡି କର୍ପୋରେଟରଙ୍କ ବିବାଦ। କାଲି ଅମରେଶ ଆଉ ଆଜି ବିରଞ୍ଚି। କର୍ପୋରେଟର କଳିକୁ ନେଇ ଶେଷରେ ମୁହଁ ଖୋଲିଲେ ମେୟର। ସଂଗଠନ ବିଗୁଡୁଥିବା ଦେଖି ଦଳ ପକ୍ଷରୁ ଜାରି ହେଲା ଫତୱା।

Bhubaneswar Murder
ମଞ୍ଚେଶ୍ବର ମର୍ଡର ପଛର ରହସ୍ୟ କ’ଣ ?

କେଉଁ ପରିସ୍ଥିତିରେ ଜଣେ ବୃଦ୍ଧ ବାପାଙ୍କ ଆଶାବାଡ଼ି ହେବା ବଦଳରେ ପିତୃହନ୍ତା ସାଜି ପାରିଲା ପ୍ରଫେସର ପୁଅ । ଭୁ

Ratna Bhandar
‘ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ୬ରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି'

ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।

scholarship
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍କଲାରସିପ୍, ୬ ଜଣଙ୍କୁ ମିଳିଲା ଘନଶ୍ୟାମ ଦାସ ମେଧାବୃତ୍ତି

ସ୍କଲାରସିପ୍‌ ପ୍ରଦାନ କରାଯାଇଥିବା ୬ ଜଣ ଛାତ୍ରଛାତ୍ରୀ ହେଲେ ପ୍ରିୟାଂଶୁ ପଣ୍ଡା, ହିମାଂଶୁ ଶେଖର ପାତ୍ର, ପ୍ରସନ୍ନ କୁମାର, ଅଭିପ୍ସା ଚୌଧୁରୀ ଏବଂ ପ୍ରିୟଙ୍କା ଦଳାଇ ।

Bhubaneswar Murder
ମଞ୍ଚେଶ୍ବର ମର୍ଡର ପଛର ରହସ୍ୟ କ’ଣ, କେଉଁ ପରିସ୍ଥିତିରେ ବାପାଙ୍କ ଛାତିରେ ଛୁରୀ ଭୁଶିଲା ପୁଅ

ଟଙ୍କା, କର୍ମ ସଂସ୍ଥାନର ଚାପ ନା ପାରିବାରିକ ସମସ୍ୟା ? କେଉଁ କାରଣରୁ ମାନସିକ ସନ୍ତୁଳନ ହରାଇ ବାପାଙ୍କ ଛାତିରେ ଛୁରୀ ଭୁଶିଲା ପ୍ରଫେସର ପୁଅ ?

Team India
ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ, ବିମାନ ବନ୍ଦର ଓ ହୋଟେଲରେ ଗ୍ରାଣ୍ଡ ୱେଲକମ୍

ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ ।

Team India
ଭାରତରେ କେବେ ପହଞ୍ଚିବେ ‘ରୋହିତ ବ୍ରିଗେଡ୍‌’, ସାମ୍ନାକୁ ଆସିଲା ସମୟ...

ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇଥିବା ବିସିସିଆଇର ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ । ଏହି ଚାଟାର୍ଡ ଫ୍ଲାଇଟ୍‌ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ।

Amaresh Jena
‘ବିଜେଡିରେ ଅଛନ୍ତି ବିଭୀଷଣ, ଦଳ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ ’

ବିଜେଡି କର୍ପୋରେଟର ଅମରେଶ ଜେନା କହିଛନ୍ତି, କିଛି ଲୋକ ଆମ ଭିତରେ ବିଭାଜନ ଉଦ୍ୟମ କରୁଛନ୍ତି । କିନ୍ତୁ ଆମେ ଏକଜୁଟ ଅଛୁ।

Mo Bus
ବଦଳିବ ‘ମୋ ବସ୍‌’ର ନାଁ ! ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି

ପ୍ରଥମେ ମୋ ବସ୍‌ର ବ୍ୟବସ୍ଥା ବଦଳିବ ତା’ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ ବସ୍‌ର ନାମ ଓ ରଙ୍ଗ ବଦଳିବ । ଲୋକଙ୍କ ଦାବି ଅଛି ବସ୍‌ ସେବା ଚାଲୁ ରହୁ ଏବଂ ଅଧିକ ବସ୍‌ ଚାଲୁ। ତେଣୁ ବସ୍‌ ସେବା ଜାରି ରହିବ ଏବଂ...

Lord Jagannath
ସୁସ୍ଥ ହେଲେ ଶ୍ରୀଜିଉ, ଆଜି ଗଜପତି ମହାରାଜାଙ୍କୁ ଦିଆଯିବ ମହାପ୍ରଭୁଙ୍କ ସୁସ୍ଥତାର ଖବର

ଦଇତା ସେବକ ଓ ପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।