• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Ram Mandir
ସାକାର ହେବ ୫ଶହ ବର୍ଷର ସ୍ବପ୍ନ ଓ ସଂଘର୍ଷ

ସାକାର ହେବାକୁ ଯାଉଛି କୋଟି କୋଟି ରାମଭକ୍ତଙ୍କ ଶତାବ୍ଦୀ ପୁରୁଣା ସ୍ୱପ୍ନ। ଭବ୍ୟ ଓ ଦିବ୍ୟ ସ୍ୱରୂପ ନେଇ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଆସନ୍ତାବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିରର ଉଦଘାଟନ କରିବେ।

Lingaraj Temple
ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଦଣ୍ଡ !

ସେବାୟତଙ୍କ କଳିରୁ ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ। ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ନିର୍ମାଣକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ନୀତିକାନ୍ତି ବନ୍ଦ କରିଦେବାରୁ ବୁଧବାର ସକାଳଠୁ ଖାଡ଼ା ଉପାସରେ ଅଛନ୍ତି ଠାକୁର।

DJ
ଭସାଣି ବେଳେ ହୁଲସ୍ତୁଲ ଭୁବନେଶ୍ବର

ଡେଞ୍ଜରକୁ ଡାକି ଆଣୁଥିବା ଡିସ୍କ୍ ଜକି ବା DJ କଲବଲ କରୁଛି। ବୟସ୍କ ଓ ହୃଦରୋଗୀଙ୍କୁ ତ ଘାଇଲା କରୁଛି DJ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକାରୀ DJର ବିକଟାଳ ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ ହୋଇଛି ତ କିଏ...

Gambling
ଜୁଆ ଜାଲରେ ଗଞ୍ଜାମ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ଜୁଆ ଜାଲରେ ଗଞ୍ଜାମ ଜିଲ୍ଲା। ପରଂପରା ଆଳରେ ଟଙ୍କା ଖେଳର ଏହି ନିଶା, ଅନେକଙ୍କୁ ରାସ୍ତାକୁ ଆଣି ଦେଇଛି। ସର୍ବସ୍ୱ ହରାଉଛନ୍ତି, କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବି ପଡ଼ିଛି। ତଥାପି ସୁଧୁରୁ ନାହାନ୍ତି ଲୋକେ।

BJD, Pandian
ପାଣ୍ଡିଆନଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ, ପାଣ୍ଡିଆନ୍ ଗୁଣଗାନକୁ ନେଇ ଚର୍ଚ୍ଚା ବିଜେଡିର ଯୁବଠୁ ବରିଷ୍ଠ, ଅଧିକାଂଶ ନେତା ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ସ୍ୱାଗତ କରୁଛନ୍ତି ତ କେହି କେହି ତାଙ୍କୁ ବିକାଶ ପୁରୁଷ ବୋଲି ବି କହିଲେଣି।

Ram Mandir
ସାକାର ହେବ ୫ଶହ ବର୍ଷର ସ୍ୱପ୍ନ ଓ ସଂଘର୍ଷ, ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରର ପ୍ରାଣପ୍ରତିଷ୍ଠା

୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର ।

Gambling
ଜୁଆ ବାଜିରେ ଲାଗୁଛି ଜୀବନ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ...

DJ
ମଜା ଭିତରେ ସଜା ଦେଉଛି DJ, କାନଫଟା ଓ ଛାତି ଥରା ଶବ୍ଦରେ କମ୍ପୁଛି ସର୍ବାଙ୍ଗ

ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ?...

India vs NewZealand
ଶେଷ ହେଲା ୨୦ ବର୍ଷର ଅପେକ୍ଷା, ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଭାରତ

ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।

BJD Tension
ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ !

ବିଜେଡି ପାଇଁ ବୁମେରାଂ ସାଜିଲେଣି ବିଦ୍ରୋହୀ। ହେଲେ ୨୦୧୮ରେ ସଂକଳ୍ପ ବିଧାନସଭାରେ ପାରିତ ହେଲା ପରେ ବି ଏ ଯାଏଁ ହୋଇପାରିଲା ନାହିଁ ବିଧାନ ପରିଷଦ ଗଠନ। ତେଣୁ ଟିକେଟ କଟିଲେ ଆଶାୟୀଙ୍କୁ କେଉଁଠି ଥଇଥାନ କରିବେ ତାକୁ ନେଇ ଟେନସନରେ ଦଳ।

Majestic Kantara-themed Durga puja pandal in Kolkata catch eyeballs
କୋଲକାତାରେ ମନମୋହୁଛି ଆକର୍ଷଣୀୟ ସୁନ୍ଦର ଥିମ୍

ଭଲ ମେସେଜ୍ ଥିବା ଚର୍ଚ୍ଚିତ ଫିଲ୍ମ ହେଉ କି ସମାଜକୁ ସୁନ୍ଦର ବାର୍ତ୍ତା ଦେଉଥିବା ଆକର୍ଷଣୀୟ ଥିମ୍। ପେଣ୍ଡାଲରୁ ପେଣ୍ଡାଲ ଏକକୁ ଆରେକ ବଳି ଚମତ୍କାର ସାଜସଜ୍ଜା, ଦୃଶ୍ୟାୟନ। ହଁ ଆମେ କହୁଛୁ ଦୁର୍ଗାପୂଜାର ନଗରୀ କୋଲକାତା କଥା। ଯେତେ ଦେଖୁଥିଲେ, ସରିବନି। ଆଖି ଆହୁରି ଖୋଜୁଥିବ। ମନ...

Cuttack Durga Puja
ସୁନା ଚାନ୍ଦିରେ ଝଟକୁଛି ସିଲଭର ସିଟିର ୩୨ଟି ଦୁର୍ଗା ମେଢ଼

ଶାରଦୀୟ ଦୁର୍ଗା ପୂଜା ଆସିଲେ ସବୁବେଳେ ଚର୍ଚ୍ଚାରେ ରୁହେ, ହଜାରେ ବର୍ଷର ସହର କଟକ। କାରଣ ଏଠି ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼। ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ। ଏଥର ବି ପୂର୍ବଭଳି ଚମକି ଉଠୁଛି ସିଲଭର୍ ସିଟି।

Loot From Durga Mandap
କମିଶନରେଟ୍ ପୋଲିସକୁ ଲେଡି ଲୁଟେରାଙ୍କ ଖୋଲା ଚାଲେଞ୍ଜ

ପାର୍ବଣରେ କଡ଼ା ସୁରକ୍ଷାର କଥା କହୁଥିବା କମିଶନରେଟ୍ ପୋଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ। ରାତି କଥା ଛାଡ଼ନ୍ତୁ, ଦିନରେ ସୁରକ୍ଷା ବଳୟକୁ ଚକମା ଦେଇ ମହିଳା ଭକ୍ତଙ୍କ ବେକରୁ ଲେଡି ଲୁଟେରା ଝାମ୍ପିନେଲେ ସୁନା ଚେନ୍।

Tiger returns to Gajapati
ଦିନରେ ଜଙ୍ଗଲରେ ବୁଲୁଛି, ସଂଜ ହେଲେ ଗାଁ ମୁହାଁ ହେଇ ଗାଈଗୋରୁ ଖାଉଛି

ଓଡ଼ିଶା ମୁହାଁ ଆନ୍ଧ୍ର ବାଘ। ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଜଙ୍ଗଲରେ ଘୁରି ବୁଲୁଛି ମହାବଳ। ରାତି ହେଲେ ଗାଁରେ ପଶି ଗାଈଗୋରୁଙ୍କୁ ଶିକାର କରୁଛି। ବନ ବିଭାଗ କ୍ୟାମେରା ଟ୍ରାପରୁ ସ୍ପଷ୍ଟ ହୋଇଛି ମହାବଳର ଉପସ୍ଥିତି। ଏହାକୁ ନେଇ ଛାନିଆରେ ସ୍ଥାନୀୟ ଅଧିବାସୀ।

Cyclone
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ହାମୁନ୍'

ଏଥର ଅକ୍ଟୋବରରେ ବି ବାତ୍ୟାକୁ ଜନ୍ମଦେବ ବଙ୍ଗୋପସାଗର। ସୃଷ୍ଟି ହେବ ବାତ୍ୟା ‘ହାମୁନ୍’ । ଦଶରା ବେଳେ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଓଡ଼ିଶାବାସୀଙ୍କୁ ପୁଣି ଚିନ୍ତା ଓ ଆଶଙ୍କାରେ ପକାଇଥିବା ବେଳେ, ଆଶ୍ୱସ୍ତିର ବିଷୟ ହେଉଛି ଏହା ଓଡ଼ିଶା ଆଡ଼କୁ ଆସିବନି।

Cyclone
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ହାମୁନ୍', ଦଶହରା ଓ ଭସାଣ ଉତ୍ସାହକୁ ଫିକା କରିବା ଆଶଙ୍କା

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ।

Loot From Durga Mandap
ପାର୍ବଣରେ କେତେ ସୁରକ୍ଷିତ ରାଜଧାନୀ ? କମିଶନରେଟ୍ ପୋଲିସକୁ ଲେଡି ଲୁଟେରାଙ୍କ ଖୋଲା ଚାଲେଞ୍ଜ

ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍  ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି...

BJD Tension
ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ ! ଟିକେଟ୍ କଟିଲେ କାହାକୁ କେମିତି ମ୍ୟାନେଜ୍ କରିବେ ନବୀନ ?

ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍‌ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ।

India vs NewZealand
ନ୍ୟୁଜିଲାଣ୍ଡକୁ ୨୭୩ ରନ୍‌ରେ ଅଲଆଉଟ କଲା ଭାରତ, କମ୍‌ବ୍ୟାକ୍‌ ମ୍ୟାଚ୍‌ରେ ୫ ୱିକେଟ ନେଲେ ସାମି

ଭାରତ ପକ୍ଷରୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍‌ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍‌ କରିଥିଲେ।

Durga Puja Kolkata
କୋଲକାତାର ପ୍ରସିଦ୍ଧ ଦୁର୍ଗାପୂଜାରେ ସାମିଲ ହେଲା ଓଟିଭି

କଳା ଓ କାରୁକାର୍ଯ୍ୟର ସହର କୋଲକାତା। ପ୍ରତି ଶହେ ମିଟରରେ ମା\'ଙ୍କ ମେଢ। ହେଲେ ଇଏ ଏମିତି ସେମିତି ପୂଜା ପେଣ୍ଡାଲ ନୁହେଁ। ସବୁଠି ନୂଆ ଥିମ୍, ନିଆରା ପୂଜା। ଆଉ ସେହି ଥିମରେ ରହିଛି ଲୋକଙ୍କ ପାଇଁ ବାର୍ତ୍ତା, ପ୍ରକୃତି ସୁରକ୍ଷାର ସନ୍ଦେଶ...

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।