• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Car Accident In Nabarangpur
ଘାଟିରେ ଜଗିଥିଲା ଯମ, ନେଇଗଲା ୨ ସାଙ୍ଗଙ୍କ ଜୀବନ

ଗଛରେ କାର୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଦୁର୍ଘଟଣା ଘଟିଛି।

Russia-Ukraine War
ଋଷିଆର ରକେଟ୍‌ ମାଡରେ ଟଳି ପଡ଼ିଲେ ଅଭିନେତ୍ରୀ

ରୁଷ୍‌ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍‌ର ରକେଟ୍‌ ମାଡରେ ଓକସାନା ଆଖି ବୁଜିଛନ୍ତି।

Two Of Family Charred To Death In Rayagada
ଚାହୁଁ ଚାହୁଁ ଉଜୁଡ଼ି ଗଲା ହସଖୁସିର ସଂସାର, ଆଖି ସାମ୍ନାରେ ଚାଲିଗଲା ଜୀବନ

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ପୋଡ଼ି ହୋଇଯାଇଥିଲେ। 

Cameraman Manas Swain Murder
କ୍ୟାମେରାମ୍ୟାନ୍ ମାନସ ମର୍ଡର ମିଷ୍ଟ୍ରି: କେଉଁଠି ଅଛନ୍ତି ୱେବ୍‌ ପୋର୍ଟାଲ ମାଲିକାଣୀ ?

ନୟାଗଡ଼ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କାହିଁକି ହତ୍ୟା କରାଗଲା ? ମାନସଙ୍କ ହତ୍ୟା ପଛରେ କ’ଣ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସଂପୃକ୍ତି ରହିଛି ? ଶର୍ମିଷ୍ଠା ଏବେ କେଉଁଠି ?

Coronavirus In China
ଚୀନରେ ବେକାବୁ କରୋନା; ଆସିପାରେ ଆଉ ଏକ ଲହର, ଆଲର୍ଟରେ ଭାରତ

ଯଦିଓ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି, ହେଲେ ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ହୋଇଛନ୍ତି।

Union Minister Bishweswar Tudu Targets Odisha Government
ଓଡ଼ିଶା ସରକାର କେବଳ ସବୁ ଯୋଜନାର ବ୍ରାଣ୍ଡିଂ କରୁଛନ୍ତି, ପାଖରେ ଫଟା ଟିକଲି ପଇସା ନାହିଁ: କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ରାଜ୍ୟ ପାତରଅନ୍ତର କରୁଛି।

Plus Two Exams In Odisha
ଏପ୍ରିଲ ୨୮ରୁ +୨ ପରୀକ୍ଷା

ଏପ୍ରିଲ ୨୮ରୁ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା।  କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ। ରାଜ୍ୟରେ ମୋଟ୍‌ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। 

Ukraine President Zelenskyy Addresses US Congress
ଇମୋସନାଲ୍‌ ସ୍ପିଚ୍‌ ଦେଲେ, ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନର ଗ୍ରାଫିକ୍ସ ଚିତ୍ର ଦେଖାଇଲେ ୟୁକ୍ରେନ ରାଷ୍ଟ୍ରପତି

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍‌ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି।

Fake Doctor Ramesh Swain
ନକଲି ଡାକ୍ତରଙ୍କ ଅସଲି ଟେଷ୍ଟ: ୫ ଘଣ୍ଟାରେ ୫୦ ପ୍ରଶ୍ନ, କାନ୍ଦି କାନ୍ଦି ପାଣି ମାଗିଲେ

ନକଲି ଡାକ୍ତରଙ୍କ ଅସଲି ଟେଷ୍ଟ। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲାଏ ଡିଟେକସନ୍‌ ଟେଷ୍ଟ୍‌ରେ ୫ ଘଣ୍ଟାରେ ୫୦ରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ଜଣାପଡ଼ିଛି। ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚରା ଯିବାବେଳେ ରମେଶ ତିନି ଥର ପାଣି ପିଇବା ସହ କାନ୍ଦି ପକାଇଥିଲେ।

BJD Leader Attacked To Assistant Engineer
ବିଜେଡି ନେତାଙ୍କ ଦାଦାଗିରି: ଇଞ୍ଜିନିୟରଙ୍କୁ ତଳେ ପକାଇ ମାଡ଼ି ବସିଲେ, ବନ୍ଧୁକ ମୁନରେ ଧମକ ଦେଲେ

ବିଜେଡି ନେତା ଶାନ୍ତନୁ କୁମାର ଥାଟୀ ଏବଂ ତାଙ୍କର କିଛି ସମର୍ଥକ କଣ୍ଟାମାଳ ବ୍ଲକର ସହାୟକ ଯନ୍ତ୍ରୀ ସ୍ମୁତି ରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଏକ ଭୁଜାଲିରେ ଆକ୍ରମଣ କରିଥିଲେ ବିଜେଡି ନେତା ଓ...

Fake Doctor's Driver Picked Up By Police
ନକଲି ଡାକ୍ତରଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ୍‌

ପୋଲିସ୍‌ କବ୍‌ଜାରେ ନକଲି ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର। ରମେଶଙ୍କ ବ୍ୟକ୍ତିଗତ ଡ୍ରାଇଭର ପପୁକୁ ରଣପୁରରୁ ପୋଲିସ ଉଠାଇ ନେଇଛି। 

Earthquake In Japan
ଆସିଲା, ଥରିଲା; ନେଲା ଜୀବନ...ଅନ୍ଧାରରେ ୨ କୋଟି ଘର

ବଡ଼ଧରଣର ଭୂକମ୍ପ ଝଟ୍‌କାରେ ଥରିଲା ଜାପାନ। ଟୋକିଓ ଠାରୁ ୨୯୭ କି.ମି. ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  

 Compulsory Retirement
 ଆଉ ୬ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି।

Bhagwant Mann Sworn In As CM Of Punjab
ଆଜିଠୁ ପଞ୍ଜାବରେ ଆରମ୍ଭ ହେଲା ‘ଆପ୍‌’ ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବରେ ୧୧୭ ବିଧାନସଭା ଆସନରୁ ଆମ୍‌ ଆଦମୀ ପାର୍ଟି(ଆପ୍‌) ଏକାକୀ ୯୨ ଆସନ ଜିତି ଥିଲା।

Cyclone
ମାଡ଼ି ଆସୁଛି ବାତ୍ୟା: ଓଡ଼ିଶାରେ ଉପରେ ପଡ଼ିବ କି ଏହାର ପ୍ରଭାବ ? ଜାଣନ୍ତୁ, କ’ଣ କହିଲେ IMD ଡିଜି

୨୩ ତାରିଖ ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Lovestruck class 8 girl elopes with teacher
ରସିକିଆ ଗଣିତ ମାଷ୍ଟରଙ୍କ ପ୍ରେମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ଘର ଛାଡ଼ି ପଳାଇଲେ

ପୋଲିସ୍‌ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚମ୍ପଟ ମାରିଥିଲେ। ଶେଷରେ ତନାଘନା ପରେ ପୋଲିସ୍‌ ରସିକିଆ ଗଣିତ ମାଷ୍ଟରଙ୍କୁ ଗିରଫ କରିଛନ୍ତି।

Youth Goes Abroad For Job, Dead Body Returns Home
ପୁଅ ମରିବାର ୨ ମାସ ପରେ ଘରେ ପହଞ୍ଚିଲା ଶବ, ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ

ପୁଅ ମରିବାର ୨ ମାସ ପରେ ଘରେ ପହଞ୍ଚିଲା ଶବ। ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ। ଟଙ୍କା ରୋଜଗାର କରିବାକୁ ବିଦେଶ ଯାଇଥିଲା ପୁଅ।

Murder In Puri
ଗୋଟିଏ ଦିନରେ ପୁରୀରେ ଦୁଇ ଦୁଇଟି ମର୍ଡର, ଲୋକଙ୍କ ମନରେ ଛନକା

ଗୋଟିଏ ଦିନରେ ପୁରୀରେ ୨ଟି ମର୍ଡର ହୋଇଛି। ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି।

Visually impaired students of RD Women’s University Rescued
ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ

ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାରରୁ ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ନିଖୋଜ ୨ ଦୃଷ୍ଟିହୀନ ଛାତ୍ରୀ। ମଥୁରା ଷ୍ଟେସନରୁ ରେଲ୍‌ୱେ ପୋଲିସ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

Deadbody Found On Roadside
ରାସ୍ତାକଡ଼ରୁ ମିଳିଲା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ରାସ୍ତାକଡ଼ରୁ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର। ଯୁବତୀଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।  

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।