• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Students Booked For Submitting Forged Disability Certificates
‘ଜାଲ୍‌ ସାର୍ଟିଫିକେଟ ଦେଇ ଆଡମିଶନ କଲେ ଦଣ୍ଡିତ ହେବେ’

ଜାଲ୍‌ ସାର୍ଟିଫିକେଟ ଦେଇ ଯଦି କେହି ଆଡମିଶନ କରିଛନ୍ତି, ତା’ହେଲେ ଆଇନ ଅନୁଯାୟୀ, ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଉ ଯଦି କେଉଁଠି ମଧ୍ୟ ଏପରି ହୋଇଥାଏ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Father And 3 Sons Sentenced To Life Imprisonment
ପିଟି ପିଟି ମାରି ଦେଇଥିଲେ ବାପା ଓ ଭାଇ, ଏବେ ଜେଲ୍‌ରେ କଟିବ ଜୀବନ

ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ଭାଇ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ...

Colorectal Cancer
ଜୀବନ ନେଉଛି କୋଲୋରେକ୍ଟାଲ କ୍ୟାନସର: ଜାଣନ୍ତୁ, ଏହାର ପ୍ରାଥମିକ ଲକ୍ଷଣ ଓ ଚିକିତ୍ସା ପଦ୍ଧତି...

ଆମେରିକାରେ ପ୍ରତି ୩ ଜଣଙ୍କ ମଧ୍ୟରେ ଜଣେ କ୍ୟାନସର ରୋଗୀ କୋଲୋରେକ୍ଟାଲ କ୍ୟାନସରରେ ମୃତ୍ୟୁବରଣ କରିଥାନ୍ତି। ଏହାକୁ ଲାର୍ଜ ଇଣ୍ଟେଷ୍ଟାଇନ୍ କ୍ୟାନସର ମଧ୍ୟ କୁହାଯାଏ।ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ବାର୍ଦ୍ଧକ୍ୟ ଏହି ରୋଗର ମୁଖ୍ୟ କାରଣ ବୋଲି କୁହାଯାଏ। 

Puri SP on vandalism at Srimandir Rosa Ghara
ଶ୍ରୀମନ୍ଦିର ବୁଲିବାକୁ ଆସି ଭାଙ୍ଗି ଦେଲେ ରୋଷ ଘର ଚୁଲି, ଏହା କ’ଣ ସତ ?

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗାଯିବା ଘଟଣାରେ ପୋଲିସ୍‌ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା ପରେ ପୁରା ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି । ପ୍ରେସ୍‌ମିଟ୍‌ରେ ସୂଚନା ଦେଇ ପୁରୀ ଏସ୍‌ପି କହିଛନ୍ତି, ‘ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ନେଇ ବ୍ୟକ୍ତି ଜଣକ ସ୍ୱୀକାର କରିଛନ୍ତି। 

Close Friend Of Imran Khan's Wife Flees To Dubai
ପାକିସ୍ତାନ ଛାଡ଼ି ପଳାଇଲେ ଇମ୍ରାନ ଖାନଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ !

ଗିରଫ ଭୟରେ ଦେଶ ଛାଡ଼ି ପଳାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ। ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍‌ରା ବିବିଙ୍କ ଘନିଷ୍ଠ ବନ୍ଧୁ ପରାହ ଖାନ ପାକିସ୍ତାନ ଛାଡ଼ି ପଳାଇଥିବା ସୂଚନା ମିଳିଛି।

CNG Price In Delhi Hiked Again
ମହଙ୍ଗା ଉପରେ ମହଙ୍ଗା ମାଡ଼: କଣ୍ଟ୍ରୋଲ ହେଉନି ପେଟ୍ରୋଲ, ଡିଜେଲ ଦର; ପୁଣି ବଢ଼ିଲା CNG ଦାମ୍‌

ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ସିଏନ୍‌ଜି ପର୍ଯ୍ୟନ୍ତ ସବୁର ଦାମ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ CNG(Compressed Natural Gas) ମଧ୍ୟ ମହଙ୍ଗା ହୋଇଛି।

 Irregularities In Drinking Water Supply
କାହା ପାଇଁ ସରକାରଙ୍କ ଏହି ଯୋଜନା ? ଟାଙ୍କି ଅଛି ହେଲେ ପାଣି ନାହିଁ, ଡହଳ ବିକଳ ଲୋକେ

ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବାକୁ ସରକାରଙ୍କ ଅନେକ ଯୋଜନା ଥାଇ ବି ନଥିଲା ଭଳି। କେଉଁଠି ବସୁଧା ଯୋଜନାରେ ବସିଥିବା ପାଣି ଟାଙ୍କି ମାସ ମାସ ଧରି ଅଚଳ ହୋଇ ପଡ଼ିଛି ତ ଆଉ କେଉଁଠି ପାଣି ପାଇଁ ଚୁଆ ଉପରେ ଲୋକଙ୍କ ଭରସା।

Puri Srimandir Rosaghara Case
କେଉଁ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ରୋଷଘରେ ପଶିଥିଲେ ? ଗୁପ୍ତ ସ୍ଥାନକୁ ନେଇ ସନ୍ଦିଗ୍ଧକୁ ପଚରାଉଚରା

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ପୁରୀ ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୁରୀର ଏକ ଗୁପ୍ତ ସ୍ଥାନରେ ସନ୍ଦିଗ୍ଧକୁ ରଖାଯାଇ ପଚାରଉଚରା କରାଯାଇଛି।

 Petrol,Diesel Prices Hiked Again
ଆହୁରି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ, ୧୬ ଦିନରେ ୧୪ ଥର ବଢ଼ିଲା ଦର

ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଏହାକୁ ମିଶାଇ ଗତ ୧୬ ଦିନ ଭିତରେ ୧୪ ଥର ପାଇଁ ବଢ଼ିଲାଣି ତେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି।

Robbers Surrendered Before Poilice
ଏନ୍‌କାଉଣ୍ଟର ଭୟରେ ଅପରାଧୀ ଛାନିଆ: ‘ଜେଲ୍‌ ପଠାଇ ଆମକୁ ବଞ୍ଚାଅ’

ଦ୍ୱିତୀୟ ଥର ପାଇଁ ଶାସନଭାର ଗ୍ରହଣ କରିବା ପରେ ଏବେ ଯୋଗୀ ସରକାରଙ୍କ ଟାର୍ଗେଟ୍‌ରେ ଅପରାଧୀ। ଅପରାଧୀଙ୍କୁ ଧରିବା ଲାଗି ପୋଲିସ୍‌ ପ୍ରଶାସନ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇ ଥିବାବେଳେ ଅପରାଧୀମାନେ ମଧ୍ୟ ଏନ୍‌କାଉଣ୍ଟର ଭୟରେ ପୋଲିସ୍‌ ନିକଟରେ ସରେଣ୍ଡର(ଆତ୍ମସମର୍ପଣ) କରୁଥିବା ସୂଚନା ମିଳିଛି।  

Woman Punishes Mother-In-Law Over Property
ସମ୍ପତ୍ତି ଲୋଭରେ ଏତେ ତଳକୁ ଖସିଗଲେ ପୁଅ-ବୋହୂ, ମା’ ଉପରେ ଲଦି ଦେଲେ ଇଟା...

ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲି ଗଲେ ପୁଅ-ବୋହୂ। ଜନ୍ମ କଲା ମା’ ଉପରେ ଲଦି ଦେଲେ ଇଟା। ଅବଶ୍ୟ ଶରୀରର ବୋଝ ବୋହି ପାରୁନଥିବା ମା’ ବି କ’ଣ କରିପାରିବ? କେବଳ ହାତଯୋଡ଼ି ନେହୁରା ହୋଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନଥିଲା।

Kotia Row
ଆନ୍ଧ୍ର ମ୍ୟାପ୍‌ରେ କୋଟିଆ: ନୂଆ ଚାଲ୍ ଖେଳିଲା ଆନ୍ଧ୍ରପ୍ରଦେଶ

କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି।

Accident In Bhubaneswar
ଭୟଙ୍କର ସିରିଜ୍‌ ଦୁର୍ଘଟଣା: ଜଣଙ୍କୁ ବଞ୍ଚାଇବାକୁ ଯାଇ କାର୍‌ ଉପରେ ମାଡ଼ିଗଲା ହାଇୱା

ଭୁବନେଶ୍ୱର ପଳାଶୁଣୀ ବସ୍‌ଷ୍ଟାଣ୍ଡ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାପାର୍‌ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି।

Allegation Against Headmaster
ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସକାଳୁ ସକାଳୁ ସ୍କୁଲ୍‌ ଛାଡ଼ିଲେ ଛାତ୍ରୀ

ସରକାରୀ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାସହ ପ୍ରଧାନଶିକ୍ଷକ ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଚାଲି ଚାଲି ଯାଇ ବିଡିଓଙ୍କ ଫେରାଦ ହେଲେ ଛାତ୍ରୀ। 

Congress Leader Bapi Sarkhel
‘ବାପିଙ୍କ ମୁଣ୍ଡରେ ମଉସା ଠେଙ୍ଗା’

ଡେଙ୍ଗା ପାଇଁ ଠେଙ୍ଗା ବାଜେ, କାହା ଠେଙ୍ଗା...ମଉସାର ଠେଙ୍ଗା। 'ଖୋଲାକଥା'ରେ କଂଗ୍ରେସ ନେତା ବାପି ସର୍ଖେଲ ଏଭଳି କିଛି କହିଛନ୍ତି।

Hyderabad Rave Party
ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ରେଭ୍‌ ପାର୍ଟି: ଅଭିନେତାଙ୍କ ଝିଅ, ବିଗ୍‌ ବସ୍‌ ବିଜେତାଙ୍କ ସମେତ ୧୪୨ ଅଟକ

ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଚାଲିଥିଲା ରେଭ୍‌ ପାର୍ଟି। ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ଧରାପଡ଼ିଲେ ଭିଆଇପିଙ୍କ ପିଲାଙ୍କ ସମେତ ଅନେକ ଅଭିନେତା ଓ ରାଜନେତା। ଗତକାଲି ହାଇଦ୍ରାବାଦ ପୋଲିସ୍‌ ବଞ୍ଜାରା ହିଲ୍ସ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍‌ରେ ରେଡ୍‌ କରି ୧୪୨ ଜଣଙ୍କୁ ହେପାଜତକୁ ନେଇଥିଲା।

BJP MLAs Delhi Visit
ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। 

Body of man found in Berhampur
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ୟାରେଜରୁ ମିଳିଲା ମୃତଦେହ

ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଗ୍ୟାରେଜ ଦୋକାନୀଙ୍କ ଆତ୍ମହତ୍ୟା। କୌଣସି କାରଣକୁ ନେଇ ଗତକାଲି ସକାଳେ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା।

Ukraine Russia War
ବଡ଼ ଯୋଜନା କରୁଛି କି ଋଷ୍‌ ? ଗ୍ୟାସ୍ କିଣୁଥିବା ବିଦେଶୀ ରାଷ୍ଟ୍ର ସମୂହଙ୍କୁ ଦେଲା ବଡ଼ ଚେତାବନୀ

ଜାରି ରହିଛି ଆଟାକ୍ ଓ କାଉଣ୍ଟର ଆଟାକ୍। ଋଷ୍‌ର ଯୁଦ୍ଧରେ ୟୁକ୍ରେନ୍ କ୍ଷତିଗ୍ରସ୍ତ ହେଉଥିବାବେଳେ ଏବେ ୟୁକ୍ରେନ୍ ଋଷ୍‌ରେ କରିଛି ପାଲଟା ଆକ୍ରମଣ। ଋଷ୍‌ର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ ଆକ୍ରମଣ କରିଛି।

Life Imprisonment To former MLA Anup Sai In A Murder Case
ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। କଳ୍ପନା ଦାସ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।