ଲୁଟ୍ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ। ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ। ୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।
ଯେଉଁ ଝିଅକୁ ସେ ଭଲ ପାଉଥିଲେ, ଘନିଷ୍ଠ ସାଙ୍ଗ ସହ ସେ ଝିଅର ପ୍ରେମ ସମ୍ପର୍କ ଜାଣିବା ପରେ ଏହାକୁ ସହି ପାରିଲେ ନାହିଁ ଯୁବକ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
କୋର୍ଟଙ୍କ ପାଖରେ ସାଂସଦ ଅନୁଭବ ମହାନ୍ତି ଗୁହାରି କରିଛନ୍ତି। ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି କରିବାକୁ ଅନୁଭବ ଗୁହାରି କରିଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ସାକ୍ଷ୍ୟ ଗ୍ରହଣ ପାଇଁ ଅନୁଭବ ଉପସ୍ଥିତ ହୋଇଥିଲେ।
ଏଣିକି ୧୦୦% ସିଲାବସ୍ରେ ହେବ ପାଠପଢ଼ା। ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ବିଧାନସଭା ନିର୍ବାଚନ ହେଉ କି ପୌର ନିର୍ବାଚନ ସବୁଠି ପରାଜୟର ମୁହଁ ଦେଖିଥିବା କଂଗ୍ରେସ ନୂଆ ରଣନୀତି ଆପଣାଇ ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼। ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ।
ଘୋଷଣା ହେଲା ଖରାଛୁଟି। ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍ରେ ଖରାଛୁଟି ଘୋଷଣା ହୋଇଛି।
ରାଜସ୍ଥାନର ସିରୋହି ଜିଲ୍ଲାରେ ଅଜଣା ରୋଗରେ ୭ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଚଳାଇଥିବା ଦାବି କରିଛି।
ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି।
ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଆଦାନୀ ଓ ଆମ୍ବାନୀ ହେଲେ ସାମିଲ। ଜାଣନ୍ତୁ ଏମାନଙ୍କ ମଧ୍ୟରୁ ଅଧିକ ଧନୀ କିଏ?
ବଡ଼ ସାହାଯ୍ୟ କଲା ୟୁଟ୍ୟୁବ। ଗୋଟିଏ ଏକର ପାହାଡ଼ିଆ ଜମିରେ ଚାଷ କଲେ ଆପଲ୍ ଓ ବେରୀ। ଯଦିଓ ଏ ସବୁ କେବଳ କାଶ୍ମୀରରେ ଫଳେ ବୋଲି ଆମର ଧାରଣା। କିନ୍ତୁ ଏ ଚାଷୀ ଭାଇ ଜଣକ କମାଲ୍ କରି ଦେଖାଇଲେ। ଏତେ ପରିମାଣରେ ଫଳ ଫଳୁଛି ଯେ...
ସାଙ୍ଗ ସହ ଖେଳୁ ଖେଳୁ ବେହୋସ ହୋଇଗଲା ସିପୁନ୍। ମେଡ଼ିକାଲ ନେବା ପରେ ଜଣାପଡ଼ିଲା ହୋଇଛି ବ୍ରେନ୍ ଟ୍ୟୁମର। ଚିକିତ୍ସା ନହେଲେ ହୋଇପାରେ କ୍ୟାନସର। ପାଖରେ ଟଙ୍କା ନାହିଁ, ଚିକିତ୍ସା ହେବ କେମିତି ? ପୁଅ ପାଇଁ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ...
ପାଗଳ କରିଛି ମୋବାଇଲ୍। ଏମିତି ପାଗଳ ଯେ, ଟ୍ରେନ୍ ଲାଇନରେ ଛିଡ଼ା ହୋଇ ମଧ୍ୟ ମୋବାଇଲ୍ ଫୋନରେ ଗପୁଥିଲେ। ଏତିକିବେଳେ ମାଡ଼ି ଆସିଲା ଟ୍ରେନ୍ ଓ ତା’ପରେ ଘଟିଲା ଏମିତି କିଛି...
ଭଲନାହିଁ ୨୦୨୨ର ଭବିଷ୍ୟତ। ଏସନ ପ୍ରବଳ ବର୍ଷିବ, ନିଆଁରେ ଜଳିପୋଡ଼ି ଏକାଧିକ ଅଂଚଳ ଛାରଖାର ହୋଇଯିବ। ଜାଣନ୍ତୁ କେଉଁ ଅଂଚଳରେ କ’ଣ ହେବ? କେବେ ହେବ ଏମିତି ସବୁ ଅଘଟଣ?
ରାଜ୍ୟର ୪ ଜିଲ୍ଲାରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି।
ଆଜି କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ୧୪୪ ଧାରା କୋହଳ କରିଛି। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଏହି କଟକଣାକୁ କୋହଳ କରାଯାଇଛି। ଏହି ସମୟ ଭିତରେ ଲୋକେ ନିଜ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ।
ଭୁବନେଶ୍ୱରରେ କୋକେନ୍ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୩ ହକି ବିଶ୍ୱକପ୍ ପୂର୍ବରୁ କୋକେନ୍ ବିକ୍ରି ପାଇଁ ମାର୍କେଟ ପ୍ରସ୍ତୁତି ଚାଲିଥିଲା ବୋଲି ଜଣାପଡ଼ିଛି।
କଳାହାଣ୍ଡିରେ ଅମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଛନ୍ତି ଦାନ ମାଝୀ। ଦିନେ ଆମ୍ବୁଲାନ୍ସ ନ ପାଇ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ସେହି ଦାନ ମାଝୀ ଆଜି ଏକ ଆମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଛନ୍ତି।
ପୋଲିସ ରିମାଣ୍ଡରେ କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାର ଅଭିଯୁକ୍ତ ଶିବ ସାହୁ। କୋର୍ଟଙ୍କ ଅନୁମତି ପରେ ଶିବକୁ ଗତକାଲିଠାରୁ ୩ ଦିନ ପାଇଁ ମାହାଙ୍ଗା ପୋଲିସ ରିମାଣ୍ଡରେ ନେଇଛି। ଏସବୁ ଭିତରେ ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି।
ପୂଜାପାଠ କରି ପୁଅକୁ ପାଇଥିଲୁ, ଏବେ ଆମ ପୁଅକୁ ଫେରାଇ ଦିଅ ଭଗବାନ। ମନ୍ଦିର ବାହାରେ ପୁଅର ମୃତଦେହକୁ ବାପା ଜଗି ବସିଥିବା ବେଳେ ମା’ ମନ୍ଦିର ପରିସରରେ ଅଧିଆ ପଡ଼ିଥିଲେ। ପୂଜାପାଠ ପରେ ଭଗବାନଙ୍କ କୃପାରୁ ଯେଉଁ ପୁଅକୁ ସେମାନଙ୍କ କୋଳକୁ ଭଗବାନ ଦେଇଥିଲେ, ଆଜି ଛଡ଼ାଇ ନେଇଛନ୍ତି।