ରାଜଧାନୀ ପ୍ରତିଷ୍ଠା ଦିବସ ପାଳନକୁ ନେଇ କେଁ ଦେଖାଦେଇଛି। ଗୋଟିଏପଟେ ରାଜଧାନୀର ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା କରାଯାଇଛି।
କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଲେ ମନ୍ତ୍ରୀ ! FIRରେ ଉଠିଲା ମନ୍ତ୍ରୀଙ୍କ ନାଁ। ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ଫସି ଯାଇଛନ୍ତି।
ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍ କରି ସେ କହିଛନ୍ତି ଯେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି।
ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏହି ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ। ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି...
ରାମନବମୀ ଶୋଭାଯାତ୍ରା ସମୟରେ କିଛି ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ରାମନବମୀ ଅବସରରେ ୟୁପିର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରି ଥିଲା। ହେଲେ କୌଣସି ବି ଅପ୍ରୀତିକର ଘଟଣା ସାମ୍ନାକୁ ଆସି ନଥିଲା ବୋଲି ଯୋଗୀ ଦାବି କରିଛନ୍ତି।
ବ୍ରଜରାଜନଗର ଥାନା ଘେରିଲେ ଶତାଧିକ ଯୁବକ ଯୁବତୀ। ସେମାନଙ୍କ ସହ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ସାମିଲ ହୋଇଛନ୍ତି। ସ୍ଥାନୀୟ ନିଯୁକ୍ତି ଏବଂ ଅନ୍ୟାନ୍ୟ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।
୫ ମାସ ହେଲାଣି ମହାବଳ ବାଘର ମିଳୁନି ପତ୍ତା। କୁଆଡ଼େ ଗଲା? କେମିତି ଗଲା? ସୁରକ୍ଷିତ ଅଛି କି ନାହିଁ? ସେନେଇ ଉଠିଲା ପ୍ରଶ୍ନ। ଗାଁ ଲୋକଙ୍କଠାରୁ ପରିବେଶବିତ୍ ସମସ୍ତେ ବାଘକୁ ନେଇ କରୁଛନ୍ତି ଚିନ୍ତା...ସେପଟେ ବନବିଭାଗ କହୁଛି ଆମେ ପାଇଛୁ ବାଘର ପାଦ ଚିହ୍ନ। ତେବେ...
ଭୂବନ ବାଦ୍ୟକାରଙ୍କ କଚ୍ଚାବାଦାମ୍ ଗୀତ ପରେ ଏବେ ସୋସିଆଲ ମିଡ଼ିଆରେ ଲେମ୍ବୁ ପାଣି ଗୀତ ହେଉଛି ଭାଇରାଲ। ଦୋକାନଠୁ ବଜାର ସବୁ ଆଡ଼େ ଶୁଭୁଛି ଏହି ଗୋଟିଏ ଗୀତ... ...
ପାକ୍ ପ୍ରଧାନମନ୍ତ୍ରୀଙ୍କୁ ନେଇ ବଢୁଛି ଚର୍ଚ୍ଚା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚ ବିବାହ କରିଛନ୍ତି ଶେହବାଜ୍ ସରିଫ୍। ପୁଣି କେଉଁ ସ୍ତ୍ରୀର ୫ ପିଲା ତ ଆଉ କେଉଁ ସ୍ତ୍ରୀର ପିଲା ସଂଖ୍ୟା...
ମଲା..ଆମେ ଉଡ଼ିଉଡ଼ି କି ସବୁ ନେଲୁ। ଆମେ ନାଚିବୁନି ତ ଆଉ ନାଚିବ କିଏ? ତୁମେ ଗୀତ ବଜାଅ, ଆମେ ଖାଲି ଅଣ୍ଟା ହଲାଉଛୁ। ତୁମେ ଅଧ୍ୟକ୍ଷ ନିଅ, ଆମେ ତ ଉପାଧ୍ୟକ୍ଷ ତ ନେଇଗଲୁ।
ବିଲରେ ଫଳିଛି ଲାଲଟହଟହ ତରଭୁଜ। ଅନୁକୂଳ ପାଗ ଥିବାରୁ ପ୍ରଚୁର ପରିମାଣରେ ଫଳିଛି ଫଳ। ବଜାରରେ ବିକ୍ରି କରି ପାଖାପାଖି ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ...
ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଲେ ଅପରାଜିତା ଷଡ଼ଙ୍ଗୀ।
କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସାରା ରାଜ୍ୟ ସ୍ତବ୍ଧ। ଭାଇରୁ ଭଗାରୀ ହୋଇ ଜଲ୍ହାଦ ସାଜି ରକ୍ତର ହୋଲି ଖେଳିଥିବା ହତ୍ୟାକାରୀ ଶିବ ସାହୁକୁ ଆଜି ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ପୋଲିସ୍ ହାଜର କରିପାରେ।
କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଦେଖନ୍ତୁ କେମିତି ବିରାଟକାୟ ଅହିରାଜ ମଥାରେ ଚୁମ୍ୱନ ଦେଉଛନ୍ତି ଏ ଯୁବତୀ ଜଣକ। ଆଉ ସାପଟି କିଛି ନ କରି ଚୁପ୍ ହୋଇ ରହିଛି।
ଋଷିଆ ବିରୋଧରେ ଆହୁରି କଠୋର ହୋଇଛି ଆମେରିକା। ଏଥର ଆମେରିକା ଟାର୍ଗେଟରେ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅ। ସାର୍ବଜନୀନ ସ୍ଥାନରେ କମ୍ ନଜର ଆସୁଥିବା ପୁଟିନଙ୍କ ଦୁଇ ଝିଅଙ୍କୁ ଆମେରିକା କଟକଣାର ସାମ୍ନା କରିବାକୁ ପଡ଼ିଛି...
ରାଜଧାନୀ କିଭ୍ ସହର ରାସ୍ତାରେ ବୁଲୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି। ସାଙ୍ଗରେ ଅଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଉନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ।
କିଲୋମିଟର କିଲୋମିଟର ଜଙ୍ଗଲ କାଟି ସଫା କରିଦେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ଧ୍ୱଂସକାରୀରୁ ସେ ପାଲଟି ଗଲେ ରକ୍ଷାକାରୀ। ଏବେ ଦିନରାତି ସେ ଜଙ୍ଗଲ ଜଗୁଛନ୍ତି। ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।
ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ ଘଟିଛି। ରୋପ୍ୱେ ଟ୍ରଲି ଖସି ୨ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ରାଜଧାନୀ ଭୁବନେଶ୍ୱରର ହାଇ ସିକ୍ୟୁରିଟି ଏରିଆରେ ମର୍ଡର। କଡା ସୁରକ୍ଷା ଘେରରେ ଥିବା ଭୁବନେଶ୍ୱର ପିଏମଜି ଛକ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଆକ୍ରମଣ ହୋଇଛି।