• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Economic Crisis And Political Turmoil In Sri Lanka
ଶ୍ରୀଲଙ୍କାରେ ଘଡ଼ିକେ ଘୋଡ଼ା ଛୁଟୁଛି: ଗୋଟିଏପଟେ ଅର୍ଥନୈତିକ, ଅନ୍ୟପଟେ ରାଜନୈତିକ ଅସ୍ଥିରତା

ଗୋଟିଏପଟେ ଶ୍ରୀଲଙ୍କାରେ ଅର୍ଥନୀତି ଅତ୍ୟନ୍ତ ଖରାପ ହୋଇ ଥିବାବେଳେ ଏବେ ରାଜନୈତିକ ଅସ୍ଥିରତା ଶ୍ରୀଲଙ୍କାକୁ ଅଣନିଶ୍ୱାସୀ କଲାଣି। ସବୁ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେବା ପରେ ବିରୋଧୀ ଦଳଙ୍କୁ ସରକାରରେ ସାମିଲ୍ ହେବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆହ୍ୱାନ ଦେଇଛନ୍ତି।

Daily Market Evicted Near Jharpara
‘ମୋ ଦୋକାନ ଭାଙ୍ଗି ଦେଲେ, ମୁଁ ଆଉ ବଞ୍ଚିବାକୁ ଚାହୁଁନି’

ଉଚ୍ଛେଦ ପ୍ରତିବାଦରେ ବ୍ୟବସାୟୀ ମାନେ କଟକ-ପୁରୀ ରୋଡର ଝାରପଡ଼ା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

Body Of Missing Girl Found In Asaram Bapu's Ashram
ଆଶାରାମଙ୍କ ଆଶ୍ରମରୁ ମିଳିଲା ନାବାଳିକାର ଶବ, ୩ ଦିନ ହେବ ନିଖୋଜ ଥିଲେ

ଆଶାରାମଙ୍କ ଆଶ୍ରମରେ ଥିବା ଏକ କାର୍‌ରୁ ନାବାଳିକାର ଶବ ମିଳିଛି। ନାବାଳିକାର ବୟସ ୧୩-୧୪ ବର୍ଷ ହେବ ବୋଲି କୁହାଯାଉଛି। ଆଶ୍ରମରୁ ଶବ ମିଳିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। 

Sand Mafia And Villagers Face Off In Jaleswar
ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ

ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁରରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ବାଲି ଚୋରା ଚାଲାଣ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Lemon Price Hike
ଲେମ୍ବୁ ଏବେ ସ୍ୱପ୍ନ: ୧୦ ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ

ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ, ଏବେ ସାଧାରଣ ଜନତା ଲେମ୍ବୁଟିଏ ମଧ୍ୟ କିଣିପାରିବେ ନାହିଁ। କାରଣ ଏବେ ଲେମ୍ବୁ ହେଉଛି ଅମୂଲ ମୂଲ। ଦେଶର ଅନେକ ସ୍ଥାନରେ ଲେମ୍ବୁ କିଲୋ ପ୍ରତି ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। 

VLC Media Player
ସାବଧାନ ! VLC ମିଡିଆ ପ୍ଲେୟାର ମାଧ୍ୟମରେ ଭାଇରସ୍‌ ପଠାଉଛି ଚୀନ ହ୍ୟାକିଂ ଗ୍ରୁପ୍‌

ଲାପଟପ୍, କମ୍ପ୍ୟୁଟର ଏବଂ ମୋବାଇଲରେ ଥିବା VLC ମିଡିଆ ପ୍ଲେୟାର ମାଧ୍ୟମରେ ଏବେ ହ୍ୟାକ୍ କରାଯାଉଛି। ଚୀନ୍‌ର ହ୍ୟାକିଂ ଗ୍ରୁପ୍‌ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି।ସିଷ୍ଟମରେ ଭାଇରସ୍ ଆକ୍ଟିଭ୍‌ କରିବାକୁ ଏହି ହ୍ୟାକର ଗ୍ରୁପ୍‌ ଭିଏଲ୍‌ସି ମିଡିଆ ପ୍ଲେୟାର ବ୍ୟବହାର କରୁଛି। 

Cargo Plane Splits
ଭୟଙ୍କର ବିମାନ ଦୁର୍ଘଟଣା: ଏର୍ମଜେନ୍ସି ଲ୍ୟାଣ୍ଡିଂ ବେଳେ ୨ ଖଣ୍ଡ ହୋଇଗଲା ବିମାନ

ସେଣ୍ଟ୍ରାଲ ଆମେରିକାର କୋଷ୍ଟା ରିକା(Costa Rica) ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି। ଏର୍ମଜେନ୍ସି ଲ୍ୟାଣ୍ଡିଂ ବେଳେ ବିମାନଟି ମଝିରୁ ୨ ଖଣ୍ଡ ହୋଇଯାଇଛି। ବିମାନ ଦୁର୍ଘଟଣା ବେଳର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

Cameraman Manas Swain Murder Case
ଜେଲ୍‌ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି

ଜେଲ୍‌ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଉଭୟ ଜେଲ୍‌ରେ ଅଛନ୍ତି। ଉଭୟଙ୍କ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା।

Bapi Serkhel
‘ବାପି ସର୍ଖେଲ ବିଜେଡିିର ବି ଟିମ୍, ସେ ଗଧ ବେପାର କରିଛନ୍ତି’

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଆସିବା ପରେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ ଓ ସମ୍ପଦ ସ୍ୱାଇଁ ପ୍ରେସ୍‌ମିଟ୍ କରି କହିଛନ୍ତି, ବାପି ସର୍ଖେଲ ବିଜେଡିିର ବି ଟିମ୍। ସେ ଗଧ ବେପାର କରିଛନ୍ତି। 

Sri Lanka Economic Crisis
ଗୋଟାବାୟାଙ୍କ ଏହି ଗୋଟିଏ ନିଷ୍ପତ୍ତି ଶ୍ରୀଲଙ୍କା ପାଇଁ ହେଲା କାଳ ! ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ଶ୍ରୀଲଙ୍କାରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର। ଦେଶର ରାଷ୍ଟ୍ରପତି ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ସେମାନେ ସମସ୍ତେ ଗୋଟିଏ ପରିବାରର। ଆଉ ଏବେ ଶ୍ରୀଲଙ୍କା ସଙ୍କଟ ପାଇଁ ଏଭଳି ପରିବାରବାଦ ରାଜନୀତିକୁ ଦାୟୀ କରାଯାଉଛି।

Sri Lanka Economic Crisis
‘ଗୋ ଗୋଟାବାୟା ଗୋ’ ନାରାରେ କମ୍ପୁଛି ଶ୍ରୀଲଙ୍କା

ଲଙ୍କାରେ ହାହା କାର। ସୌନ୍ଦର୍ଯ୍ୟଭରା ଶ୍ରୀଲଙ୍କା ଏବେ ଶ୍ରୀହୀନ ହୋଇଯାଇଛି। ଦେଶବ୍ୟାପୀ ଜନ ଆନ୍ଦୋଳନ ତୀବ୍ର ହେଉ ଥିବାବେଳେ ଏବେ ଶ୍ରୀଲଙ୍କାର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏବେ ଦେଶରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର।

Wealth of Farah Khan
ଇମ୍ରାନଙ୍କ ପତ୍ନୀଙ୍କ ବନ୍ଧୁ ଏବେ ମାଲାମାଲ୍‌ ! ବଢ଼ିଛି ୪ ଗୁଣା ସମ୍ପତ୍ତି, ଚର୍ଚ୍ଚାରେ ୬୮ ଲକ୍ଷର ବ୍ୟାଗ୍‌

ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଇମ୍ରାନଙ୍କ ପତ୍ନୀ ବୁଶ୍‌ରା ବିବିଙ୍କ ବନ୍ଧୁ ଫରାହ ଖାନଙ୍କ ସମ୍ପତ୍ତି ୪ ଗୁଣା ବଢ଼ିଛି। ରିପୋର୍ଟ ଅନୁସାରେ, ଫରାହ ଖାନ ଦୁବାଇ ପଳାଇଛନ୍ତି। ତାଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ବିଦେଶ ପଳାଇଛନ୍ତି। ତାଙ୍କ ପାଖରେ ଥିବା ୬୮ ଲକ୍ଷ ଟଙ୍କାର ବ୍ୟାଗ୍‌କୁ...

PM Modi Gives Tips To BJP MPs
ବ୍ରେକ୍‌ଫାଷ୍ଟ ପାଇଁ ଡାକି ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ।

Food Delivery Boy
ଖାଇବା ପହଞ୍ଚାଇବା ପରେ କାନ୍ଦି ପକାଇଲେ ଡେଲିଭରି ବୟ, ଆଉ ତା’ପରେ...

ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ।

Srimandir Rosaghara Case
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ, ରୋଷଘରେ ଲାଗିପାରେ CCTV

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି।

Fleeing Thief Gets Trapped In Hole
ମନ୍ଦିରରୁ ଚୋରି କରିବା ପାଇଁ କାନ୍ଥ ଖୋଳି ଭିତରେ ପଶିଥିଲେ, ହେଲେ ଫେରାର ବେଳେ ଘଟିଲା ଏମିତି କିଛି...

କାନ୍ଥ ଖୋଳି ମନ୍ଦିର ଭିତରକୁ ଚୋରି କରିବାକୁ ପଶିଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ। ହେଲେ ବାହାରକୁ ବାହାରି ପାରିଲେ ନାହିଁ। ଯେଉଁ ଗାତ ନିଜ ପାଇଁ ଖୋଳି ଥିଲେ ସେହି ଗାତରେ ହିଁ ନିଜେ ଫଶିଗଲେ।

CNG Price Hiked Again
ପେଟ୍ରୋଲ, ଡିଜେଲ ପରେ ଏବେ CNG ଉପରେ ମହଙ୍ଗା ମାଡ଼, ୨ ଦିନରେ ୫ ଟଙ୍କା ବୃଦ୍ଧି

ଗୋଟିଏପଟେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଗତ କିଛିଦିନ ହେବ CNG ଦାମ୍‌ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିଲ୍ଲୀରେ CNG ଦାମ୍‌ ପ୍ରତି କିଲୋକୁ ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏବେ ସିଏନ୍‌ଜି...

Robbers Loot Cash By Uprooting ATM In Bhubaneswar
ରାଜସ୍ଥାନ ATM ଲୁଟ୍‌ ସହ ଭୁବନେଶ୍ୱର ଲୁଟ୍‌ର ରହିଛି କି ସାମଞ୍ଜସ୍ୟ ? କ୍ଲୁ ଖୋଜୁଛି ପୋଲିସ୍‌

ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ, ତାହା କମିଶନରେଟ୍‌ ପୋଲିସ୍‌ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍‌ ଘଟଣାର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। 

PM Modi To Meet BJP MPs Today
ବିଜେପି ସାଂସଦଙ୍କୁ ବ୍ରେକ୍‌ଫାଷ୍ଟ ପାଇଁ ଡାକିଲେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଜ୍ୟ ବିଜେପି ସାଂସଦ ବ୍ରେକ୍‌ଫାଷ୍ଟ କରିବେ। ରାଜ୍ୟର ସବୁ ବିଜେପି ସାଂସଦଙ୍କୁ ବ୍ରେକ୍‌ଫାଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଡାକିଥିବା ସୂଚନା ମିଳିଛି। 

Food Ordering Apps Zomato, Swiggy Down For Sometimes
Zomato, Swiggy ଆପ୍‌ ଡାଉନ୍‌; ଚିନ୍ତାରେ ପଡ଼ିଗଲେ ୟୁଜର୍ସ

ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ(Zomato) ଓ ସ୍ୱିଗି(Swiggy) ଡାଉନ୍‌। ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି। 

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।