• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Delhi Capitals team under quarantine
IPL 2022: ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କୁ କରୋନା, କ୍ୱାରେଣ୍ଟିନ୍‌ରେ ପୁରା ଟିମ୍‌

କ୍ୱାରେଣ୍ଟିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals)ର ପୁରା ଟିମ୍‌। କ୍ରିକେଟର Physio Patrick Farhart କରୋନା ପଜିଟିଭ୍‌ ଚିହ୍ନଟ ପରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଇଥିଲା।

Covid Cases In India
ଦିଲ୍ଲୀରେ ବଢ଼ୁଛି, ଓଡ଼ିଶାରେ ମୁହଁ ମୁକୁଳା; ବନ୍ଦ ହେବ କି ସ୍କୁଲ୍‌ ? 

ଗୋଟିଏପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍‌ ନିୟମକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍‌ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଛନ୍ତି।

Minister's Son's Bail Cancelled By Supreme Court
କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ମିଳିଲାନି ଜାମିନ, ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଚାଷୀଙ୍କ ଉପରେ ଆଶିଷ କାର୍‌ ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବର ୩ରେ  ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଏହି ଘଟଣା ଘଟିଥିଲା।  

Shiv Sena MLA's Wife Found Hanging
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବିଧାୟକ ପତ୍ନୀଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ଶିବସେନା ବିଧାୟକ ମଙ୍ଗେଶ କୁଡାଲକରଙ୍କ ପତ୍ନୀ ରଜନୀ କୁଡାଲକରଙ୍କ ମୃତଦେହ ଗତକାଲି ରାତିରେ ମୁମ୍ବାଇ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହା ଆତ୍ମହତ୍ୟା ବୋଲି ପୋଲିସ୍‌ ସନ୍ଦେହ କରୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Late Biju Patnaik's Private Secretary Goura Mohan Sarangi
ଦୀର୍ଘ ୮ ବର୍ଷ ହେବ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଯାହାଙ୍କ ଘରେ ତିଆରି ହୋଇଥିଲା ମନ୍ତ୍ରିମଣ୍ଡଳ ତାଲିକା

ଦିନେ ଥିଲେ ବିଜୁବାବୁଙ୍କର ଅତି ନିଜର। ଅନେକ ସମୟରେ ବିଜୁବାବୁ ତାଙ୍କର ପରାମର୍ଶ ନେଉଥିଲେ । ବିଜୁବାବୁଙ୍କର ଅନେକ କଥା ତାଙ୍କୁ ଜଣାଥିଲା । 1990 ମସିହାରେ ମନ୍ତ୍ରିମଣ୍ଡଳର ତାଲିକା ତିଆରି ହୋଇଥିଲା ତାଙ୍କରି ଘରେ ।

Toilet Scam In Odisha
ପାଇଖାନାରେ ବଡ଼ ଦୁର୍ନୀତି: କେଉଁଠି କବାଟ ନାହିଁ ତ ଆଉ କେଉଁଠି ଟାଙ୍କି ନାହିଁ

ବାଟବଣା ସ୍ୱଚ୍ଛ ଭାରତ ଯୋଜନା। ଶୌଚାଳୟ ନିର୍ମାଣରେ ବଡ଼ ଘୋଟାଲା...ଗାଁ ଆରମ୍ଭରୁ ଶେଷ ସବୁଆଡ଼େ ବାହ୍ୟମଳମୁକ୍ତର ବୋର୍ଡ଼ ଲାଗିଛି, ହେଲେ କାହା ଘରେ ପାଇଖାନା ନାହିଁ।

Youth Murder In Mayurbhanj
ଜୀବନର ମୂଲ୍ୟ କ’ଣ ମାତ୍ର ୩୦ ହଜାର ଟଙ୍କା ? ସାଙ୍ଗର ଜୀବନ ନେଲା ସାଙ୍ଗ, ହତ୍ୟା କରି ନାଳରେ ଫିଙ୍ଗି ଦେଲା

ମାତ୍ର ୩୦ ହଜାର ଟଙ୍କା ପାଇଁ ହତ୍ୟା ପରି ଜଘନ୍ୟକାଣ୍ଡ ଘଟାଇବାକୁ ପଛାଇଲେ ନାହିଁ। ତାହା ପୁଣି ଅଜଣା ଲୋକ କି ଚୋର ଡକାୟତ ଖଣ୍ଟ ନୁହେଁ, ବରଂ ନିଜ ଗାଁ ଲୋକ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଘନିଷ୍ଠ ସମ୍ପର୍କ ଥାଇ ମଧ୍ୟ ହତ୍ୟା କରିବାକୁ ପଛାଇଲେ ନାହିଁ ଗାଁ ଲୋକେ। 

Bhubaneswar ATM Loot Case
କେମିତି ATM ଉପାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍‌ କଲେ ? ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର ଲିଙ୍ଗିପୁରରେ ATM ଉପାଡ଼ି ଲୁଟ୍ ମାମଲାରେ ପୋଲିସ୍‌ର ଛାନ୍‌ଭିନ୍‌ ଜାରି ରହିଛି। ଗିରଫ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ୍‌ କରିଛି ପୋଲିସ। ସେମାନଙ୍କ ଲୁଟ୍‌ର ତରିକା ଜାଣିବାକୁ ଓ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଡେମୋ ଚାଲିଛି।

China On Mission To Find New Earth
ନୂଆ ପୃଥିବୀ ସନ୍ଧାନରେ ଚାଇନା, ଆରମ୍ଭ କରିବ ବଡ଼ ମିଶନ

ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି।

Odia Actor Shines In Tollywood
ହୃଦୟ ଛୁଇଁଲା ଓଡ଼ିଆ ପୁଅର ଆକ୍ଟିଂ, ତେଲୁଗୁ ଫିଲ୍ମର ମଚାଉଛନ୍ତି ଧୁମ୍‌

ତେଲୁଗୁ ଫିଲ୍ମରେ ଓଡ଼ିଆ ପୁଅର ଜବରଦସ୍ତ ଆକ୍ଟିଂ। ଡାଇଲଗ୍‌ ସାଙ୍ଗକୁ ଲଭ୍‌ ରୋମାନ୍ସ। ଆକ୍ସନ ସାଙ୍ଗକୁ ଅଭିନୟ...ସବୁଥିଲେ ଜଲୱା ଦେଖାଇଛନ୍ତି ଦିନେଶ...

Young Dancer Dances To The Beats Of Pushpa’s Samy Samy Song On US Street
ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍‌ ମେହେଟ୍ଟା

ଫିଲ୍ମ ପୁଷ୍ପା, ଗୀତ ସାମି ସାମି...ଓଃ କି ଡ୍ୟାନ୍ସ। ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍‌ ମେହେଟ୍ଟା...

Bhadrak Youth Kills Self After GF Cheats
ପ୍ରେମିକାକୁ ନେଇଗଲା ସାଙ୍ଗ, ଆତ୍ମହତ୍ୟା କଲେ ଯୁବକ

ଧୋକା ଦେଲା ସାଙ୍ଗ। ଯାହାକୁ ଦିନେ ନିଜ ଜୀବନଠୁ ଅଧିକ ଭଲପାଉଥିଲେ...ନିଜ ପ୍ରେମିକାକୁ ନେଇଗଲା ସେଇ ଧୋକାବାଜ୍‌ ସାଙ୍ଗ...ସହିପାରିଲେନି ଧୋକା। ଶେଷରେ ନିରାଶ ହୋଇ କରିଦେଲେ ଆତ୍ମହତ୍ୟା, ଲେଖି ଦେଇଗଲେ ଚିଠି...

 Negligence In Treatment
ଅଣ୍ଟା ବ୍ୟଥା ହେଉଥିଲା, ହେଲେ ଫୋଡ଼ିଲେ କୁକୁର ଇଞ୍ଜେକ୍ସନ...

ମଣିଷକୁ ଦିଆଯାଇଛି ପଶୁଙ୍କ ଲାଗି ଉଦ୍ଧିଷ୍ଟ ଇଞ୍ଜେକ୍ସନ। ତାହା ପୁଣି ଗୋଟିଏ ନୁହେଁ ତିନି ତିନିଟି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମହୁଲଡିହା ଗାଁରୁ ଏଭଳି ଅଭିଯୋଗ ଆସିଛି।

Man Shot Dead Over Digging Of A Pond In Dhenkanal
ଉଗ୍ର ରୂପ ନେଲା ଗୁଳିମାଡ଼: ଅଭିଯୁକ୍ତର ସ୍ତ୍ରୀ, ୩ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୃତକଙ୍କ ପରିବାର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Devotee dies After Falling Unconscious
ଜଗା ଦର୍ଶନ ହେଲା ଶେଷ ଦର୍ଶନ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି।

News Fuse- Women Lock Horns, Engage In Intense Fight
କାଠ ଫାଳିଆ କାଢି ଆଣିଲେ, ପିଠିରୁ ମୁଣ୍ଡ ଶିଳେଇ ଦେଇଗଲେ

ଇଏ କୋଉ ମହାଭାରତଠୁ କମ୍‌ କି? ଦେଖୁନାହାନ୍ତି କି ମାଡ଼ କିରେ ନାରଣ !! ପୂରା କୁଆ ଛୁଆ ଉଡ଼ିଲା। ଚୁଟି ଝିଙ୍କାଝିଙ୍କି, ଶାଢୀ ଟଣାଟଣି...

Daily Horoscope
Daily Horoscope 17 April 2022: ଜାଣନ୍ତୁ ଆଜିର ରାଶିଫଳ...

୨୦୨୨ ମସିହା, ଏପ୍ରିଲ ମାସ ୧୭ ତାରିଖ, ରବିବାର, ମେଷ ୪ ଦିନ, ବୈଶାଖ ମାସ କୃଷ୍ଣପକ୍ଷ, ପ୍ରତିପଦତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Fire Brigade Team Rescued A Youth
କୁମ୍ଭୀର ମୁହଁରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ...

ଯୁଆଡ଼େ ଚାହିଁଲେ ଖାଲି କୁମ୍ଭୀର ହିଁ କୁମ୍ଭୀର। ଜୀବନ ବଞ୍ଚାଇବା ପାଇଁ ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ। ଏଭଳି ସ୍ଥିତିରେ ଭୟଭୀତ ଅବସ୍ଥାରେ ଥିବା ଯୁବକଙ୍କୁ ଭରା ନଦୀରୁ ବଞ୍ଚାଇ ଆଣିଲା ଅଗ୍ନିଶମ ବାହିନୀ।

Exam Centre 120 km Away From School In Mayurbhanj
ଆଶ୍ଚର୍ଯ୍ୟ ! ସ୍କୁଲ୍‌ ଠାରୁ ୧୨୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର

ସ୍କୁଲ୍‌ ଠାରୁ ୧୨୦ କିଲୋମିଟର ଦୂରରେ ପରୀକ୍ଷା କେନ୍ଦ୍ର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେବାକୁ  ୧୨୦ କିଲୋମିଟର ଦୂର ରାଇରଙ୍ଗପୁର ଯିବେ।

Russia-Ukraine War
ଲଗାତାର ଭାବେ ଆକାଶରୁ ଅଗ୍ନି ବର୍ଷା କରୁଛି ଋଷ୍‌, ଧ୍ୱଂସ ସ୍ତୁପ ପାଲଟିଗଲାଣି ୟୁକ୍ରେନ

ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।