• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Viral drone video of Puri Srimandir: YouTuber seeks apology
‘ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀ ମୋତେ କ୍ଷମା କରନ୍ତୁ’, ଭୁଲ୍‌ ହୋଇଗଲା ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା...

ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଏହାକୁ ଭାଇରାଲ କରି କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ଜାଣିନଥିବା କହିବା ସହ ତାଙ୍କ ଡ୍ରୋନ୍‌ରେ ସେଭଲି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା ବୋଲି ସେ କହିଛନ୍ତି।

Padampur bypoll: Tension erupts after locals detain BJD workers for allegedly distributing money
ଭୋଟ୍‌ କିଣିବବାକୁ ଯାଇଥିଲେ, ହେଲେ ଛେଚା ଖାଇକି ଆସିଲେ...

ପଦ୍ମପୁର ଭୋଟ୍‌ ପୂର୍ବରୁ ଟଙ୍କା ବଣ୍ଟା ନେଇ ଅଭିଯୋଗ ହୋଇଛି। ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। 

Married woman fell in love with nephew and new lover left her within 48-hours
ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ, ତା’ପରେ ଆସିଲା ଏମିତି ଟ୍ୱିଷ୍ଟ୍‌...

ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ। କାମ ପାଇଁ ସ୍ୱାମୀ ସବୁବେଳେ ବାହାରେ ରହୁଥିବାରୁ ଏହାର ଫାଇଦା ଉଠାଇଥିଲେ ଭଣଜା ଓ ସବୁବେଳେ ମାଇଁଙ୍କ ଘରକୁ ଯା’ଆସ କରୁଥିଲେ। ହେଲେ ସେମାନଙ୍କର ଲୁଚାଛପା ପ୍ରେମ ବେଶୀ ଦିନ ତିଷ୍ଠି ପାରି ନଥିଲା। 

Gas tanker overturns in Kalahandi
ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର: ୬ ଘଣ୍ଟା ହେଲାଣି ବନ୍ଦ ହେଉନି ଗ୍ୟାସ୍‌ ଲିକ୍‌, ଭୟଭୀତ ଲୋକେ

ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି।

Fascinating Pics Of First Batch Of NDA Women Cadets
ମନରେ ଯୋଶ୍, ଆଖିରେ ଚମକ୍...ଜିରୋ ହେୟାରକଟ୍‌ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ

ମନରେ ଯୋଶ୍, ଆଖିରେ ଚମକ୍... ଜିରୋ ହେୟାର୍‌କଟ୍‌ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ। ଏମାନେ ଜଣେ ଜଣେ ଭବିଷ୍ୟତର ବୀରାଙ୍ଗନା ଓ ଏମାନଙ୍କ କାନ୍ଧରେ ରହିବ ଦେଶ ସୁରକ୍ଷାର ଭାର। 

Today Panchang
Today Panchang 4th Dec 2022: ଆଜି ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ...

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର  –  ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର...

sBJP Yuva Morcha Workers Celebrates B'Day Of Bull In Front Of Block Office In Bhadrak
ଫୁଲମାଳରେ ଷଣ୍ଢକୁ ସଜେଇଲେ, ଶୋଭାଯାତ୍ରାରେ ବଜାର ବୁଲାଇଲେ...କେକ୍‌ କାଟି ଜନ୍ମଦିନ ପାଳିଲେ

ଷଣ୍ଢକୁ ଫୁଲମାଳରେ ସଜେଇ ବଜାରରେ ଶୋଭାଯାତ୍ରା କରିଥିଲେ। ଏହାପରେ ବ୍ଲକ୍‌ କାର୍ଯ୍ୟାଳୟ ଆଗରେ କେକ୍ କାଟି  ବିଜେପି ଯୁବମୋର୍ଚ୍ଚାର କର୍ମୀ ଜନ୍ମଦିନ ପାଳନ କରିଥିଲେ।  

Visuals of Puri Srimandir’s aerial view surfaces on internet
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌: ଜଳ ଜଳ ଦିଶିଲା ଦଧିନଉତି, ନୀଳଚକ୍ର

ସୋସିଆଲ୍ ମିଡିଆରେ ଖୁଲ୍ଲମ୍‌ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। 

fraudsters dupe man of Rs 6.25 lakhs in Nuapada
ଓଟିପି ଖେଳରୁ ଖୋଳ ହୋଇଗଲା ଆକାଉଣ୍ଟ

ଓଟିପି ଖେଳ ହେଲା କାଳ। ଚାହୁଁ ଚାହୁଁ ଆକାଉଣ୍ଟରୁ ଉଡିଗଲା ୬ ଲକ୍ଷ ୫୦ ହଜାର ଟଙ୍କା..ଜାଣନ୍ତୁ କଣ ଥିଲା ପୂରା ଘଟଣା

Special Story | Tourists throng Daringbadi as winter falls
ଆସ ଆସ...ହାତ ଠାରି ଡାକୁଛି ଓଡିଶାର କାଶ୍ମୀର...

ଶୀତୁଆ ସକାଳରେ ଦାରିଙ୍ଗବାଡିରେ ବୁଲା...ତା’ ସାଙ୍ଗକୁ ଗରମ ଗରମ ଚା’ ମାଡ...ପ୍ରକୃତିରାଣୀର କୋଳରେ କେତେବେଳେ ମନ ହଜିଯିବ ଯେ କେହି ଡାକିଲେ ବି କିଛି ଶୁଭିବନି। ଆସନ୍ତୁ ନା ଥରେ ବୁଲିଯିବା ଦାରିଙ୍ଗବାଡି

News Fuse | Police checks vehicle of BJP leader Pratap Sarangi
ନନାଙ୍କ ଡିକି ଖୋଲିଲା କିଏ ?

ଆଲୋ ଆଲୋ ନନା ପରା ସିଟିଂ ଏମପି। ତାଙ୍କୁ ପୋଲିସ ମୁଣ୍ଡିଆ ମାରିବନି ତ କଣ କରିବ? କିରେ ନାରଣ, ନନାଙ୍କ କାର୍‌ ଡିକି କଣ ଖୋଲିଲା? ନନା କଣ ନେଉଥିଲେ କିରେ?

Fishermen in Ganjam awaiting for compensation after fishing banned for Olive Ridley protection
କଇଁଛ ଆମ ଭଗବାନ,କଇଁଛ ଆମ ମାଆ

କଇଁଛଙ୍କ ଅଣ୍ଡା ପାଇଁ ସମୁଦ୍ରରେ ଦିନରାତି ଡ୍ୟୁଟି କରୁଛନ୍ତି ୧୫ ଜଣିଆ ଟିମ୍‌। ସମୁଦ୍ର ଉପରେ ରହିଛି ତୀକ୍ଷ୍ଣ ନଜର। ମେସିନ୍‌ ବୋଟ୍‌ ଯାଉନି କି ଟ୍ରଲର ଷ୍ଟାର୍ଟ ହେଉନି। ସେପଟେ ସରକାରୀ ସହାୟତାକୁ ଅପେକ୍ଷା କରିବା ସହିତ କଇଁଛଙ୍କୁ ମାଆ କହୁଛନ୍ତି ମତ୍ସଜୀବୀ...

Father Son and daughter trio from Jeypore win gold medal in weight lifting
ଗୋଟିଏ ଘରେ ୩ ସ୍ୱର୍ଣ୍ଣ: ବାପ-ପୁଅ-ଝିଅ ସବୁ ଚାମ୍ପିଅନ୍‌

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୋଟିଏ ଘରେ ତିନି ତିନି ଜଣ ଚାମ୍ପିଅନ୍‌...ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ବାପ-ପୁଅ-ଝିଅ

BJP leader Aparajita Sarangi attacks BJD candidate Barsha Singh
ବର୍ଷାଙ୍କୁ ଅପରାଜିତାଙ୍କ ପରାମର୍ଶ : ସତ୍ୟବାଦୀରେ ଶାଶୂଘର, ସେଠିକା କଥା ଚିନ୍ତାକର

ପଦ୍ମପୁରରେ ହାଇଭୋଲଟେଜ୍‌ ପ୍ରଚାର। ବିଜେଡି ପ୍ରାର୍ଥୀ ବର୍ଷା ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ଅପରାଜିତା। ବର୍ଷାଙ୍କ ଶାଶୂଘର ସତ୍ୟବାଦୀ, ସେଠିକାର କଥା ସେ ଚିନ୍ତାକରନ୍ତୁ। ଝିଅ ବାହା ହେବା ପରେ ବାପ ଘରେ କେତେ ଦିନ ରହିପାରିବ? ମୁଁ ମୋ ବାପଘରକୁ କେବେ ଯାଇଥିଲି ଆଉ ମନେ ବି...

Indonesia Set To Penalise Sexual Relationship Before Marriage
ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ଛଡ଼ା ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ଜେଲ୍‌ !

ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍‌। ଖୁବ୍‌ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍‌ ଲାଗୁ ହେବାକୁ ଯାଉଛି।

Today Panchang
Today Panchang 3rd Dec 2022: ଆଜି କୌଣସି ଶୁଭ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ, ଶୁଭ ମୁହୂର୍ତ୍ତ...

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର। ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ଆଜି ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରୁଛନ୍ତି, ତା’ହେଲେ ଏହି ସମୟ ପ୍ରତି ଧ୍ୟାନ ଦିଅନ୍ତୁ...

2 Killed As Bus Rams Several Vehicles In Madhya Pradesh
ହଠାତ୍‌ ଡ୍ରାଇଭରଙ୍କୁ ହେଲା ହାର୍ଟ ଆଟାକ୍‌, ଯମ ଦୂତ ପରି ଲୋକଙ୍କ ଉପରେ ମାଡ଼ିଗଲା ବସ୍‌...

ମୃତ୍ୟୁ କେତେବେଳେ କେମିତି ଆସେ, ତା’ହା କେହିବି କହିପାରିବେନି। ଯମ ଦୂତ ପରି ଆସି ବସିଥିବା ଲୋକର ବି ପ୍ରାଣବାୟୁ ନେଇଯାଏ। ହେଲେ ସବୁଠୁ ଦୁଃଖଦ ଘଟଣା, ଜଣକର ମୃତ୍ୟୁ ପରେ ଆଉ ଜଣକ ଜୀବନ ମଧ୍ୟ ଚାଲି ଯାଇଛି। 

Father Son and daughter trio from Jeypore win gold medal in weight lifting
ବାପା-ପୁଅ ଚାମ୍ପିଅନ୍, ଝିଅ ସୁପର୍‌ ଚାମ୍ପିଅନ୍...ଗୋଟିଏ ଘରେ ୩ ସ୍ୱର୍ଣ୍ଣ

ବାପା ଚାମ୍ପିଅନ୍, ପୁଅ ବି ଚାମ୍ପିଅନ୍ ଏବଂ ଝିଅ ତ ସୁପର ଚାମ୍ପିଅନ୍। କିଏ କାହାଠୁ କମ୍ ନୁହନ୍ତି। ବାପାଙ୍କ ପଥକୁ ଅନୁସରଣ କରି ପୁଅ ଓ ଝିଅ ବି ଏବେ ୱେଟ୍‌ ଲିଫ୍‌ଟିଂକୁ ଆପଣାଇଛନ୍ତି।

3 Persons Killed After Car They Were Travelling Rams Into Roadside Tree
ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ୪ ମୃତ

ଭାରସାମ୍ୟ ହରାଇ ଗଛକୁ କାର୍‌ ପିଟିବା ଯୋଗୁ ୩  ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

Petrol And Diesel Price May Cheaper
ଶସ୍ତା ହୋଇପାରେ ପେଟ୍ରୋଲ ଓ ଡିଜେଲ୍‌, ୱିଣ୍ଡଫଲ୍‌ ଟ୍ୟାକ୍ସ ହ୍ରାସ ପରେ ମିଳିଲା ଏମିତି ସଙ୍କେତ...

ଡିସେମ୍ବର ୧ରୁ ଘରୋଇ ସ୍ତରରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡଫଲ୍‌ ଟ୍ୟାକ୍ସ(Windfall Tax) ହ୍ରାସ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।