ଏ ସୁନ୍ଦର ଓ ବିଳାସପୂର୍ଣ୍ଣ ଘର ଛିଡା କରିବା ପାଇଁ ମାତ୍ର କେଇ ଘଣ୍ଟା ସମୟ ଲାଗୁଛି। ଯାହାର ଚାହିଦା ଧିରେ ଧିରେ ବଢ଼ିବାରେ ଲାଗିଲାଣି। ଏବେ ଦେଖନ୍ତୁ ସେହି ସୁନ୍ଦର ଘରର ନିର୍ମାଣ ଶୈଳୀ...
‘ମୋ ସ୍ୱାମୀ ସବୁବେଳେ ମୋତେ ନିର୍ଯାତନା ଦେବା ସହ ପିଟନ୍ତି।’ ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।
ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ଏମିତି ଏକ ସରପ୍ରାଇଜ୍ ଦେଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ। ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
ସ୍ତ୍ରୀକୁ ହତ୍ୟା କଲା, ପ୍ରମାଣ ନଷ୍ଟ ପାଇଁ ଘରେ ପୋଡ଼ିଦେଲା ସ୍ୱାମୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକଥା କେହିବି ଜାଣିନଥିଲେ।
ଖରା ତରାକୁ ଖାତିର ନକରି ମାଆମାନେ କାମ କରୁଥିଲେ । ବକେୟା ଟଙ୍କା ଫେରି ପାଇବାକୁ ଦୌଡି ଦୌଡ଼ି ନୟାନ୍ତ । ପ୍ରାପ୍ୟ ନଦେଇ କମ୍ପାନୀ ଛୁ । ଠକିଗଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ।
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ ସାଙ୍ଗକୁ ଝରଣାର କୁଳୁକୁଳ ଶବ୍ଦ । ପ୍ରକୃତିର ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଜମୁଛି ଭିଡ଼ ।
ଆପଣ କେବେ ଚିନ୍ତା କରିଛନ୍ତି କି? ଗୋଟାଳିଆ ଏହି ଲୁହା ସିଲିଣ୍ଡରରେ ଏମିତି ଛିଦ୍ରଗୁଡିକ କାହିଁକି ? ଏହା ପଛରେ ଏମିତି ବୈଜ୍ଞାନିକ କାରଣ ରହିଛି...
ବସ୍ରୁ ଜଣେ ଯାତ୍ରୀଙ୍କ ନିକଟରୁ ୪ ପେଟି ଟଙ୍କା ଜବତ ହୋଇଛି। ଟାଙ୍ଗୀ ଟୋଲ୍ଗେଟ୍ ନିକଟରେ ଚଢ଼ାଉ ବେଳେ ୮୦ ଲକ୍ଷ ଟଙ୍କା ଜବତ ହୋଇଛି।
ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି।
ନାସିକ-ଶିରିଡ଼ି ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ବସ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି।
ସୌର ଧନୁ ମାସ, ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ଶୁକ୍ରବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି - ୬ଷ୍ଠୀ ସନ୍ଧ୍ୟା ୦୬.୧୭ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ।...
ନୋଟ୍ ଉପରେ ଯଦି ପେନ୍ରେ ଲେଖା ଯାଇଛି ଏହା ଅବୈଧ ନେଇ ହେଉଥିବା ଦାବିକୁ ମିଥ୍ୟା କୁହାଯାଇଛି।
ହକି ବିଶ୍ୱକପ୍ କଭରେଜ୍ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନ୍ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି।
ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ବଡ଼ ବଡ଼ କୋଠା ଓ ଆଲିଶାନ୍ ଘର। ଏପରିକି ଲୋକମାନେ ଦାମୀ କାର୍ ଚଲାଉଛନ୍ତି। ଏସବୁ ବିଲରେ ଚାଷ କରି ଝାଳ ବୁହାଉଥିବା ଚାଷୀଙ୍କର।
ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ କେତେବେଳେ ପୋକ ବାହାରିଲାଣି ତ ଆଉ କେତେବେଳେ ଝିଟିପିଟି। ହେଲେ ଏବେ ପୋକ କି଼ ଝିଟିପିଟି ନୁହେଁ ବରଂ ସାପ ବାହାରିଥିବା ଅଭିଯୋଗ ହୋଇଛି।
ଉଜ୍ବେକିସ୍ତାନରେ ଭାରତ ତିଆରି କଫ୍ ସିରପ୍ ବ୍ୟବହାର ମନା। ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କଫ୍ ସିରପ୍ ଉଜ୍ବେକିସ୍ତାନରେ ପିଲାଙ୍କ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
ଆମେରିକାରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବନ୍ଦ ପରେ ଏବେ ଏୟାର ସର୍ଭିସ୍ ସିଷ୍ଟମ ଧୀରେଧିରେ ଠିକ୍ ହେଉଥିବା ନେଇ ଫେଡରାଲ୍ ଆଭିଏସନ୍ ଆଡମିନ୍ଷ୍ଟ୍ରେସନ୍ ଟ୍ୱିଟ୍ କରି ସୂଚନା ଦେଇଛି।
ଖାଇବା ପ୍ରସ୍ତୁତ ବେଳେ ସିଲିଣ୍ଡରରେ ନିଆଁ ଲାଗି ଏହି ଭୟଙ୍କର ବିସ୍ଫୋରଣ ହୋଇଛି। ଘରର କବାଟ ନଖୋଲିବାରୁ ପରିବାରର ୬ ସଦସ୍ୟଙ୍କ ଜୀବନ ଚାଲିଯାଇଛି।