ଘରୁ ଖଣ୍ଡ ଖଣ୍ଡେ ଜରି ଅଖା ନେଇ ଆସିଛନ୍ତି.. ତା’ରି ଉପରେ ବସି ବହି ଖାତା ଖୋଲି ପାଠ ପଢୁଛନ୍ତି କୁନି କୁନି ପିଲା.. ଏମିତି ଚାଲିଛି ସରକାରଙ୍କ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା..
ନିଜ ରାଜ୍ୟର ଲୋକଙ୍କ ବିକାଶ ନ କରି ଓଡ଼ିଶା ସୀମାନ୍ତ ଗାଁଗୁଡିକୁ ନିଜ ଅକ୍ତିଆର କରିବାକୁ ରୀତିମତ କୁଚକ୍ରାନ୍ତ କରୁଛି ଆନ୍ଧ୍ରପ୍ରଦେଶ.. ହେଲେ ଏବେ ନିଜ ଷଡ଼ଯନ୍ତ୍ର ତାକୁ ଭାରି ପଡ଼ିଛି..
ହସ୍ତତନ୍ତ ଓ ହସ୍ତଶିଳ୍ପରେ ଗବେଷଣା କରି ନୂଆ ନୂଆ ଜିନିଷ ତିଆରି କରିବା ତାଙ୍କ ଲକ୍ଷ୍ୟ.. ହ୍ୟାଣ୍ଡଲୁମରେ ଇଣ୍ଡୋ ଫ୍ୟାଶନ ଡିଜାଇନ କରି ଯୁବପିଢିଙ୍କୁ ଆକୃଷ୍ଟ କରିପାରିଛନ୍ତି.. ଘରଣୀରୁ ବିଭାବରୀ ପ୍ରାଇଭେଟ୍ ଲିମିଟେଡର ମାଲିକାଣୀ ହେବା ଯାଏ ତାଙ୍କ କାହାଣୀ ଜାଣନ୍ତୁ..
ହେ ମାଆ ଲୋ.. ଏମାନେ କଣ ପଙ୍ଗପାଳ ମାଡିଗଲା ଭଳି ମାଡ଼ିଗଲେଣି.. ଏଠି କି ପାଲା ଚାଲିଛି ?
କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି.. ସେ ଚାଲିଛନ୍ତି..ଜାଣିନାହାନ୍ତି କୁଆଡେ ଯିବେ.. ତଥାପି ଚାଲିଛନ୍ତି...
ମଣ୍ଡିରେ ଧାନ ବିକ୍ରୀ ହେଉନି। ଯେଉଁଥି ପାଇଁ ମୁଁ ଗଂଜେଇ ଚାଷ କରିବାକୁ ଚାହୁଁଛି। ଜିଲ୍ଲାପାଳଙ୍କଠାରୁ ଏମିତି ଅନୁମତି ଚାହିଁଲେ ବଲାଙ୍ଗିର ଭାଲୁଡୁଙ୍ଗୁରୀ ଗାଁର ଚାଷୀ ନୀଳାମ୍ୱର ବିଶ୍ୱାଳ...
ଚାନ୍ଦା ନଦେବାରୁ ଠିକାଦାରଙ୍କୁ ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଠିକାଦାରଙ୍କ ଉପରକୁ ପେଟ୍ରୋଲ ବୋମା ଫୋପାଡି ଜାଳି ଦେବାକୁ ଉଦ୍ୟମ କରିଥିଲେ।
ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।
ମସ୍କୋରୁ ଗୋଆ ଆସୁଥିବା ରୁଷୀୟ ବିମାନରେ ବୋମା ଆତଙ୍କ ପରେ ଚାଟାର୍ଡ ବିମାନକୁ ଉଜ୍ବେକିସ୍ତାନରେ ଅବତରଣ କରାଯାଇଛି।
ବିଲେଇ ନମିଳିବାରୁ ପଡ଼ୋଶୀ ଚୋରି କରିଥିବା ସନ୍ଦେହରେ ଖାଇବାରେ ବିଷ ଦେଇ ୩୦ ପାରାଙ୍କୁ ମାରିଦେଲେ କ୍ରୋଧିତ ବ୍ୟକ୍ତି।
ସମ୍ବଲପୁରରେ RDCଙ୍କ ସଚିବଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାପରେ ଡ୍ରାଇଭର ଫେରାର ଅଛନ୍ତି।
ସୌର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର, ଚନ୍ଦ୍ର – ଧନୁ ଦିବା ୦୨.୫୨ ଗତେ ମକର ତିଥି - ଅମାବାସ୍ୟା ରାତ୍ରି ୦୨.୨୩ ଗତେ ପ୍ରତିପଦ ଘାତ ଚନ୍ଦ୍ର – ତୁଳା , କୁମ୍ଭ ଦିବା ୦୨.୫୨ ଗତେ ସିଂହ ଘାତ ବାର-...
ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।
କାର୍ରେ ବସିଥିବା ବେଳେ ସିଟ୍ ବେଲ୍ଟ ନପିନ୍ଧିବା ଯୋଗୁ ବ୍ରିଟିଶ ପୋଲିସ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଉପରେ ଫାଇନ୍ ପକାଇଛନ୍ତି।
ରାସ୍ତା ମଝିରେ ରୋମାନ୍ସ। ନା ଥିଲା ଭୟ ନା ଲଜ୍ଜା, ଏମିତି ଲାଗୁଥିଲା ‘ପ୍ୟାର୍ କିୟା ତୋ ଡରନା କ୍ୟା’ ଗୀତକୁ ଭଲ ଭାବେ ବୁଝିଛନ୍ତି ଏହି ପ୍ରେମୀ ଯୁଗଳ।
ଦୁଇ ସାଙ୍ଗ କଳି ଲାଗିଲେ। ତୃତୀୟ ସାଙ୍ଗ ଗଲା କଳି ତୁଟେଇବାକୁ। କିନ୍ତୁ ଛୁରାମାଡ଼ରେ ଜୀବନ ପଳେଇଲା।
ଷ୍ଟେଜ୍ ଉପରେ ବର କନ୍ୟା ଆଡ଼କୁ ଚାହିଁ ହସୁଥିବା ବେଳେ କନ୍ୟା ଦୁଃଖୀ ଥିବା ନଜର ଆସୁଛି। ହେଲେ କନ୍ୟା ସେମିତି ଚୁପ୍ଚାପ୍ ଷ୍ଟେଜରେ ଛିଡ଼ା ହୋଇଛନ୍ତି।
ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗକୁ ନେଇ ହ୍ୟୁମାନଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୋହୂକୁ କେବେ ବି ଧର୍ମାନ୍ତରୀକରଣ କଥା କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ।
ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀଙ୍କୁ ଛାଡ଼ି ଦେଇଥିଲେ ଫାଣ୍ଡି ଅଧିକାରୀ। ଏହାପରେ ଗଞ୍ଜେଇ ଏବଂ ଜବତ ବାଇକ୍କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ।