Advertisment

Today Panchang 13th Jan 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ମୁହୂର୍ତ୍ତ...

ସୌର ଧନୁ ମାସ, ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ଶୁକ୍ରବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି - ୬ଷ୍ଠୀ ସନ୍ଧ୍ୟା ୦୬.୧୭ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ। ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ...

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Today Panchang 13th Jan 2023

Today Panchang

ଶୁଭ ସମୟ...

ପ୍ରାତଃ ୦୬.୨୭ ରୁ ୦୭.୧୧
ପ୍ରାତଃ ୦୭.୫୫ ରୁ ୦୯.୧୧
ଦିବା ୧୨.୧୭ ରୁ ୦୩.୧୧
ଦିବା ୦୩.୫୫ ରୁ ୦୫.୨୨
ସନ୍ଧ୍ୟା ୦୬.୧୫ ରୁ ୦୮.୩୮
ରାତ୍ରି ୦୨.୫୮ ରୁ ୦୪.୪୩

Advertisment

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଅଶୁଭ ସମୟ...

ଋାହୁକାଳ - ଦିବା ୧୦.୩୩ ରୁ ୧୧.୫୫
କାଳବେଳା – ଦିବା ୧୦.୩୩ ରୁ ୧୧.୫୫
ବାରବେଳା – ଦିବା ୦୯.୧୧ ରୁ ୧୦.୩୩
କାଳରାତ୍ରି – ରାତ୍ରି ୦୮.୩୮ ରୁ ୧୦.୧୭

Panchang
Advertisment
Advertisment