ଭାରତୀୟ ଟେନିସ ଜଗତରେ ଏକ ଯୁଗର ଅବସାନ। ଗ୍ରାଣ୍ଡସ୍ଲାମ୍ ଟେନିସରୁ ଟେନିସ୍ ତାରକା ସାନିଆ ମିର୍ଜା ଅବସର ନେଇଛନ୍ତି।
୨୮ ବର୍ଷୀୟା ବୋହୂକୁ ବାହା ହେଲେ ୭୦ ବର୍ଷୀୟ ଶ୍ୱଶୁର। ତା’ବି ପୁଣି ଉଭୟଙ୍କ ସହମତି କ୍ରମେ। ଏଥିରେ ବୋହୂ ମଧ୍ୟ ଖୁସି ଅଛନ୍ତି।
ଗତକାଲି ଅକ୍ଷର ବାନ୍ଧବୀ ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗତବର୍ଷ ଜାନୁଆରୀ ୨୦ରେ ଅକ୍ଷର ଓ ମେହାଙ୍କ ନିର୍ବନ୍ଧ ହୋଇଥିଲା।
ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି।
ବଜେଟ୍ ଉପସ୍ଥାପନ ପୂର୍ବରୁ ୪ ଦିନ ପାଇଁ ବନ୍ଦ ରହିପାରେ ବ୍ୟାଙ୍କ। ତେଣୁ ଆପଣଙ୍କର ବ୍ୟାଙ୍କରେ ଯଦି କିଛି ଜରୁରୀ କାମ ଅଛି, ତେବେ ତୁରନ୍ତ ଏଇ ମାସ ଶେଷ ସୁଦ୍ଧା ସାରି ଦିଅନ୍ତୁ।
ହତ୍ୟା କଲେ ଓ ଗୋଟି ଗୋଟି କରି ମୃତଦେହକୁ ନଦୀକୁ ଫିଙ୍ଗିଲେ ! ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କୁ ହତ୍ୟା।
ଶିକାର କରିବାକୁ ବାହାରିଥିବା ମାଲିକ ଶେଷରେ ନିଜେ ଗୁଳିମାଡ଼ର ଶିକାର ହୋଇଗଲେ।
ହ୍ୱାଟ୍ସଆପ୍ର ନୂଆ ଅପଡେଟ୍ରେ ଅନେକ ଫିଚର୍ସକୁ ସାମିଲ କରାଯାଇଛି। ଏଥିରେ ନିଜେ ନିଜକୁ ମେସେଜ୍ କରିବା, ଡେଟ୍ ଅନୁଯାୟୀ ମେସେଜ୍ ସର୍ଚ୍ଚ କରିବା, ଡ୍ରାଗ୍ ଆଣ୍ଡ୍ ଡ୍ରପ୍ ଟୁ ଶେୟାର ଇମେଜ ଫିଚର ପାଇ ପାରିବେ।
ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି।
ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଇଁଲାପାଲି ପିଇଓ ଗୋବିନ୍ଦ ସାହୁ ଅଛନ୍ତି।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ‘ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି। ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଭାରତ।’
୧୯୫୦ ମସିହା ଆଜିର ଦିନରେ ଆମ ଦେଶ ମହାନ ଭାରତ ବର୍ଷ ନିଜର ସମ୍ବିଧାନ ପ୍ରଣୟନ କରିଥିଲା। ଏହି ଦିନକୁ ମନେ ପକାଇ ସାରା ଦେଶ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳୁଛି।
ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ? କ୍ଷତିରେ ଚାଲୁଥିବା ଦର୍ଶାଇ ଲିଜ୍ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ଚାଲିଛି।
ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ୍ ମେଡାଲ। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପାଇବେ ପୋଲିସ୍ ମେଡାଲ।
ନିଜ ବୋହୂର ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ।
ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ। କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି।
ଗତକାଲି ସନ୍ଧ୍ୟାରେ ଜେଏନୟୁ କ୍ୟାମ୍ପସରେ କିଛି ଛାତ୍ର ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ BBCର ଡକ୍ୟୁମେଣ୍ଟାରୀକୁ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଯୋଜନା କରିଥିଲେ।
ଚଳିତ ବର୍ଷ ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାରେ ୩୯ଟି ଗୁଳିକାଣ୍ଡ ହୋଇଛି। ୪ ଦିନ ମଧ୍ୟରେ ୨୩ ଜଣଙ୍କ ଜୀବନ ଗଲାଣି।
ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ହେଉଛନ୍ତି ଶିଶିର ଗମାଙ୍ଗ।
ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ, ବୁଧବାର, ଚନ୍ଦ୍ର – କୁମ୍ଭ ଦିବା ୦୨.୩୦ ଗତେ ମୀନ ତିଥି - ୪ର୍ଥୀ ଦିବା ୦୩.୨୨ ଗତେ ୫ମୀ ଘାତ ଚନ୍ଦ୍ର – ମିଥୁନ ଓ ମୀନ ଦିବା ୦୨.୩୦ ଗତେ ଧନୁ ଘାତ ବାର-...