/odishatv-khabar/media/post_attachments/uploadimage/library/16_9/16_9_0/s_1679288321.jpg)
Today Panchang
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ସୋମବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୧.୪୭ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର, ଘାତ ବାର- ମିଥୁନ,ପୁଷ୍କର ଦୋଷ – ରାତ୍ରି ୦୭.୩୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ
Advertisment
ଶୁଭ ସମୟ...
ପ୍ରାତଃ ୦୫.୫୪ ରୁ ୦୭.୨୪
ଦିବା ୧୦.୪୨ ରୁ ୦୧.୦୬
ସନ୍ଧ୍ୟା ୦୬.୪୧ ଓ ୦୯.୦୫
ରାତ୍ରି ୧୧.୫୩ ରୁ ୦୨.୪୧
ଅଧିକ ପଢ଼ନ୍ତୁ: ଘରେ ଦର୍ପଣ ଲଗାଉଥିଲେ ଏହି ୧୧ଟି କଥାକୁ ମାନନ୍ତୁ
ଅଶୁଭ ସମୟ
ଋାହୁକାଳ – ପ୍ରାତଃ ୦୭.୨୪ ରୁ ୦୮.୫୪
କାଳବେଳା – ପ୍ରାତଃ ୦୭.୨୪ ରୁ ୦୮.୫୪
ବାରବେଳା – ଦିବା ୦୨.୫୪ ରୁ ୦୪.୨୪
କାଳରାତ୍ରି – ରାତ୍ରି ୧୦.୨୩ ରୁ ୧୧.୫୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)