• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Milk price increase by Rs 2 per litre by OMFED
ବଢ଼ିଲା ଓମଫେଡ୍ କ୍ଷୀର ଦର, ଏପ୍ରିଲ ୧ରୁ ଲାଗୁ ହେବ ନୂଆ ଦର...

ବଢ଼ିଲା ଓମଫେଡ୍ କ୍ଷୀର ଦର। ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି। 

Odisha dipped in worship on ram navami
ଆଜି ପବିତ୍ର ଶ୍ରୀରାମ ନବମୀ, ଭଦ୍ରକରେ ନଗର ସଂକୀର୍ତ୍ତନ ବେଳେ ଉଡ଼ିବ ଡ୍ରୋନ୍‌ କ୍ୟାମେରା

ଆଜି ପବିତ୍ର ଶ୍ରୀରାମ ନବମୀ । ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି।

News Fuse | Congress workers stage protest over Rahul Gandhi’s Lok Sabha disqualification
ରାସ୍ତା ଉପରେ ସୁର ଭାଇ ଚକା ପାରିଦେଲେ

ରାସ୍ତା ଉପରେ ସୁର ଭାଇ ଚକା ପାରିଦେଲେ । ପୋଲିସ୍ ବି ସେଇଠି କର୍ମୀ ବି ସେଇଠି । କି ପାଲା ଇଏ । ଜମା ବୁଝୁ ନାହାନ୍ତି ସୁର ଭାଇ I

All eyes on Telugu movie Dasara
ପରଦାକୁ ଆସିବ ପୁଷ୍ପା ଭଳି ଆଉ ଏକ ସିନେମା !

ପରଦାକୁ ଆସିବ ପୁଷ୍ପା ଭଳି ଆଉ ଏକ ସିନେମା। ଦେଖିଲେ ମନେ ପଡ଼ିଯିବ ପୁଷ୍ପାର ପାୱାର।

Andhra Pradesh luring these Koraput villagers through developmental schemes
ପୁଣି ପଶିଲା ଆନ୍ଧ୍ର

ଆନ୍ଧ୍ର ଚଳାଉଛି ସୁବିଧା ଗୋଟି । ଲୋକେ ବି ପୁରା ଖୁସ୍ । ଓ଼ଡିଶା ଭିତରେ ପଶିବାକୁ ସୀମାନ୍ତବର୍ତ୍ତୀ ଲୋକଙ୍କୁ ସୁବିଧା ସୁଯୋଗ ଦେଉଛି ଆନ୍ଧ୍ର । ଲୋକେ ବି କହିବାକୁ ଆରମ୍ଭ କଲେଣି ଓଡିଶାଠୁ ଆନ୍ଧ୍ର ଭଲ । ସ୍ଥିତି ପୁରା ସାଂଘାତିକ

Boudh woman irked over delay in investigation into husband's death case
ପୋଲିସ୍ ଉପରେ ଲୋକ ଖପ୍ପା

ଲୋକେ ନିଜ ନିଜ ଅସୁବିଧା ନେଇ ଥାନାକୁ ଗଲେ ସେଠି ତାଙ୍କ ସୁବିଧା ଅସୁବିଧା ବୁଝିବାକୁ କେହି ନାହାନ୍ତି । ଥାନା ବାବୁ ନାଁ ଶୁଣୁଛନ୍ତି ନା କିଛି ବୁଝୁଛନ୍ତି । ଲୋକେ ଏଠି ପୋଲିସ୍ ଉପରେ ଖପ୍ପା

SHG president dupes workers in Subarnapur
ନିରକ୍ଷରତା ପାଇଁ ଜାଣିପାରିଲେନି, ଠକିଦେଲେ...

ନିଜକୁ ସ୍ୱାବଲମ୍ୱୀ କରିବା ପାଇଁ ମହିଳା ମାନେ ଗଠନ କଲେ SHG ଗ୍ରୁପ୍ ହେଲେ , ସଭାପତିଙ୍କ ପାଇଁ ସେମାନେ ଆଜି କାନ୍ଦୁଛନ୍ତି । ସେମାନଙ୍କର ନିରକ୍ଷରତାର ସୁଯୋଗ ନେଇ ଚିତା କାଟିଲେ ସଭାପତି । ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

Congress Leader DK Shivakumar Showers Rs 500 Notes In Roadshow
Video: ରୋଡ୍‌ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍‌...

ରୋଡ୍‌ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍‌। ମଙ୍ଗଳବାର ଦିନ ଏକ ରୋଡ୍‌ ଶୋ’ ବେଳେ କର୍ଣ୍ଣାଟକର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଟଙ୍କା ଉଡ଼ାଉଥିବା ଦେଖିବାକୁ ମିଳିଥିଲା।

Delhi youth live streams suicide bid on Facebook saved by police
ଫେସ୍‌ବୁକ୍‌ରେ LIVE ଆସି ସୁଇସାଇଡ୍‌ କରିବା ପାଇଁ ବାହାରିଥିଲେ, ହେଲେ ଜାଣି ନଥିଲେ ହଠାତ୍ ଏମିତି ହେବ...

ଫେସ୍‌ବୁକ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ, ହେଲେ ହଠାତ୍‌ ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଆଉ ଯୁବକଙ୍କୁ ବଞ୍ଚାଇ ଦେଇଥିଲା।

Essential Medicines Price May Hike From April 1
ଏପ୍ରିଲ ୧ରୁ ଲାଗିବ ଆଉ ଏକ ବଡ଼ ଝଟ୍‌କା ! ପାରାସିଟାମଲ୍‌ ସମେତ ଏହିସବୁ ଔଷଧର ଦାମ୍‌ ବଢ଼ିପାରେ...

ଏଣିକି କୌଣସି ଅତ୍ୟାବଶ୍ୟକୀୟ ଔଷଧ କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ଫଳରେ ଜନତାଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିବ ବୋଲି କୁହାଯାଉଛି।

UPI Payment Charges From 1st April
ଏପ୍ରିଲ ୧ରୁ ମହଙ୍ଗା ହେବ UPI ଟ୍ରାଞ୍ଜାକ୍ସନ ! ଜାଣନ୍ତୁ କାହା ପାଇଁ ଲାଗିବ ଏକ୍ସଟ୍ରା ଚାର୍ଜ...

ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(NPCI) UPI ପେମେଣ୍ଟକୁ ନେଇ ବିଜ୍ଞପ୍ତି ଜାରି କରିଛି। ଏଥିରେ ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ହେବ। ତେବେ ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ। 

Kidney Transplantation At Cuttack SCB Medical
SCBରେ ପ୍ରଥମ: ବ୍ରେନ୍‌ ଡେଡ୍‌ ପରେ କିଡ୍‌ନୀ କାଢ଼ି ଅନ୍ୟ ବ୍ୟକ୍ତିଙ୍କ ଠାରେ ସଫଳ ପ୍ରତିରୋପଣ

କଟକ ଏସ୍‌ସିବି ମେଡିକାଲ(SCB Medical)ର କିଡ୍‌ନୀ ପ୍ରତିରୋପଣରେ ପୁଣି ସଫଳତା। ପ୍ରଥମଥର ପାଇଁ ବ୍ରେନ୍‌ ଡେଡ୍ ଘୋଷିତ ଜଣେ ମହିଳାଙ୍କ ୨ଟି କିଡ୍‌ନୀ କଢା ଯାଇ ୨ ଜଣଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି।

After Lover Suicide Woman Sets Herself On Fire Dies
ପ୍ରେମିକ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ପ୍ରେମିକା, ନିଜ ଦେହରେ ନିଜେ ନିଆଁ ଲଗାଇ ଦେଲା...

ସବୁଦିନ ପାଇଁ ପ୍ରେମିକ ଦୁନିଆରୁ ଚାଲି ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନଥିଲା ପ୍ରେମିକା। ଶେଷରେ ଏହାକୁ ସହ୍ୟ କରିନପାରି ୩୦ ବର୍ଷୀୟ ମହିଳା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

Rukuna Rath Yatra Of Lord Lingaraj In Bhubaneswar To Be Held Today
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଅପରାହ୍ଣ ସାଢ଼େ ୧୨ଟାରୁ ପହଣ୍ଡି ବିଜେ

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଅପରାହ୍ଣ ସାଢ଼େ ୧୨ଟାରୁ ୧ଟା ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି।

Know the salary of Virat Kohli Rohit Sharma and other Indian cricketers
ବିରାଟ, ରୋହିତଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି କେତେ ଦରମା ପାଆନ୍ତି ? ଜାଣନ୍ତୁ...

ରବିବାର ଦିନ ୨୦୨୨-୨୩ ବର୍ଷ ପାଇଁ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (BCCI) ଟିମ୍‌ ଇଣ୍ଡିଆ ପାଇଁ ଆନୁଆଲ୍‌ ପ୍ଲେୟାର କଣ୍ଟ୍ରାକ୍ସ ଘୋଷଣା କରିଛି। ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ଏହି କଣ୍ଟ୍ରାକ୍ଟ ୪ଟି ଗ୍ରେଡ୍‌ରେ ବିଭକ୍ତ ହୋଇଛି।

Girl student found hanging in hostel of Government Polytechnic in Jajpur
ହଷ୍ଟେଲ୍ ରୁମ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହଇରାଣ କରୁଥିଲେ ସହପାଠୀ !

ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କ୍ୟାମ୍ପସ୍ ପାଇଁ ସେ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

Four persons got postmaster jobs with fake certificates in Bolangir
ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ- ନକଲି ସାର୍ଟିଫିକେଟ୍ ଦେଇ ପୋଷ୍ଟମାଷ୍ଟର ଚାକିରି !

ଦିନକୁ ଦିନ ବଲାଙ୍ଗିର ନକଲି ସାର୍ଟିଫିକେଟ ରାକେଟର ଫିଟୁଛି ଗୁମର। ଏପରିକି ନକଲି ସାର୍ଟିଫିକେଟ୍ ଦେଇ ୪ଜଣ ପୋଷ୍ଟମାଷ୍ଟର ଚାକିରି କରିଥିବା ସୂଚନା ମିଳିଛି।

Woman gifts new girlfriend for husband to save marriage
ସ୍ୱାମୀଙ୍କ ପାଇଁ ନୂଆ ଗର୍ଲଫ୍ରେଣ୍ଡ୍‌ ଆଣିଲେ ସ୍ତ୍ରୀ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ...

ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନୂଆ ଗର୍ଲଫ୍ରଣ୍ଡ୍‌ ଗିଫ୍ଟ କରିଛନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

Woman catches husband marrying for 3rd time
ଲୁଚିଛପି ତୃତୀୟ ବିବାହ କରୁଥିଲେ ସ୍ୱାମୀ, ପହଞ୍ଚିଗଲେ ସ୍ତ୍ରୀ...ଦେଖନ୍ତୁ ହାଇ ଭୋଲଟେଜ୍‌ ଡ୍ରାମା

ଲୁଚିଛପି ତୃତୀୟ ବିବାହ କରୁଥିଲେ ସ୍ୱାମୀ, ହଠାତ୍‌ ଯାଇ ୱେଡିଂ ଭେନ୍ୟୁରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହାଇଭୋଲ୍‌ଟେଜ୍‌ ଡ୍ରାମା।

Today Panchang
Today Panchang 28th March 2023: ଜାଣନ୍ତୁ ଆଜିର ଘାତ ବାର ଓ ପୁଷ୍କର ଦୋଷ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଘାତ ଚନ୍ଦ୍ର – ବିଛା ରାତ୍ରି ୦୪.୨୫ ଗତେ କନ୍ୟା,ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୫.୨୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ..ଜାଣନ୍ତୁ ଆଜିର ଘାତ ବାର ଓ ପୁଷ୍କର...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।