ଗତ ୧୫ ବର୍ଷ ହେବ ପୋଲିସ୍କୁ ଚକ୍ମା ଦେଇ ଫେରାର ଥିଲେ। କେହି କେହି ତ ଭାବି ନେଇଥିଲେ, ସେ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ମୃତ୍ୟୁ ହୋଇଛି। ହେଲେ ହାତରେ କରିଥିବା ଟାଟୁ ପାଇଁ ସେ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲେ।
ପ୍ରଥମେ ଟ୍ୱିଟ୍, ଏହାର କିଛି ଘଣ୍ଟା ପରେ ଧମାକା। ଆଦାନୀ ଗ୍ରୁପ୍ ପରେ ଏବେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ଟାର୍ଗେଟ୍ରେ ଟେକ୍ନୋଲୋଜି ଫାର୍ମ ବ୍ଲକ୍ ଇଙ୍କ୍।
ପୋଖରୀରେ ବିଷ ପକାଇ ମାରିଦେଲେ ମାଛ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ।
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି, ବର୍ଷା ଏବଂ ଝଡ଼ ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।
ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗର ନାଁ ୨୦୨୩ ପ୍ରାରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଗତ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍କୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ସେଥିରେ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଏକ ଶକ୍ତ ଧକ୍କା ଲାଗିଥିଲା।
ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ମିଳିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜାମିନ୍ ମିଳିଛି। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବା ପାଇଁ କୋର୍ଟ ରାହୁଲଙ୍କୁ ସମୟ ଦେଇଛନ୍ତି।
ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଜେଜ ପ୍ରତାପଙ୍କୁ କେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ଦେଖିବାକୁ ମିଳିଛି ତ ଆଉ କେତେବେଳେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।
ସ୍ତ୍ରୀକୁ ହତ୍ୟା ପରେ ଶବକୁ ୩ ଖଣ୍ଡ କଲା ଓ ମାଟି ତଳେ ଏସବୁକୁ ପୋତି ଦେଲା ଜହ୍ଲାଦ ସ୍ୱାମୀ। ଯାହାକୁ ଭରସା କରିଥିଲେ, ଦିନେ ସେ ହିଁ ଜୀବନ ନେଇଯିବ ବୋଲି ସେ ଜାଣିନଥିଲେ।
ଏଣିକି ଆହୁରି ଶସ୍ତାରେ ଆପଣ ଏସି କୋଚ୍ରେ ଯାତ୍ରା କରିପାରିବେ। ଏସି-୩ ଟାୟର ଇକୋନୋମି କ୍ଲାସ୍ ଟିକେଟ୍ ଦାମ୍ ହ୍ରାସ ଲାଗି ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।
ସୁନା ଚେନ୍ ମାଗିଥିଲା ଜ୍ୱାଇଁ, ହେଲେ ଶ୍ୱଶୁର ଘର ଲୋକ ଦେଇ ନପାରିବାରୁ ଝିଅକୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପରୀକ୍ଷା ଚାଲୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ଛାତ୍ରୀ। ଆଶା ନଥିଲା ସେ ଆଉ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବେ। କିନ୍ତୁ ସମ୍ପୃକ୍ତ ଛାତ୍ରୀ ହାର୍ ମାନି ନଥିଲେ। ତାଙ୍କର ଇଚ୍ଛା ଶକ୍ତି ତାଙ୍କ ସମସ୍ୟାର ସମାଧାନ ବାଟ ବାହାର କରିଥିଲା ଓ ସେ ପରୀକ୍ଷା ଦେଇଥିଲେ।
ପାକିସ୍ତାନର ମଶ୍ରିକ୍ ଟିଭିରେ ଭୂକମ୍ପ ସମ୍ପର୍କିତ ବ୍ରେକିଂ ନ୍ୟୁଜ୍ କ୍ୟାମେରା ସାମ୍ନାରେ ପଢ଼ୁଥିବା ବେଳେ ଜଣେ ଆଙ୍କର ଭୂକମ୍ପ ଯୋଗୁ ଥରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ ଭୟଭୀତ ନହୋଇ ଆଙ୍କର ଜଣକ ସେମିତି ନ୍ୟୁଜ୍ ପଢ଼ିବା ଜାରି ରଖିଥିଲେ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଝଟ୍କା। ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
ଆପଣ ମିମ୍ସ କରିବାକୁ ପସନ୍ଦ କରନ୍ତି କି ? ଯଦି ହଁ, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଦରମା ମାସକୁ ୧ ଲକ୍ଷ ଟଙ୍କା।
ରାଜଧାନୀ ଭୁବନେଶ୍ୱରରେ ପୋଷା କୁକୁରଙ୍କୁ ନେଇ ଆସିବ ଆଇନ୍। ଏହାଛଡ଼ା ଭୁବନେଶ୍ୱରରେ ଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣକୁ ତ୍ୱରାନିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।
ଆପଣ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା ଦେଇ ଯାତାୟତ କରୁଛନ୍ତି କି ? ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ।
ରାଜ୍ୟର ୭ ସହରରେ ପ୍ରଦୂଷଣ ମାତ୍ରା ବିପଦଜନକ ସ୍ଥିତିରୋ ଏହାକୁ ଦୃଷ୍ଟିରେ ରଖି ଏହି ସହର ଗୁଡ଼ିକୁ ନନ୍ ଆଟେନ୍ମେଣ୍ଟ ସିଟି ଭାବେ ଚିହ୍ନଟ କରାଯାଇଛି।
ରାଜ୍ୟରେ ଗୋଟିଏ ପଶ୍ଚିମା ଝଡ଼ର ତାଣ୍ଡବ ନସରୁଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଆସନ୍ତାକାଲି ଉତ୍ତର ପଶ୍ଚିମ ଭାଗରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି।
ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି।
ଯୁବତୀ ଜଣକ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।