ଚୌଦ୍ୱାରରେ ରହିଛି ରହସ୍ୟମୟ ଭୂତକୋଠି। ରାତି କଥା ଛାଡ଼ନ୍ତୁ ଦିନରେ ବି ଏହି ସ୍ଥାନକୁ ଆସିବାକୁ ଲୋକମାନେ ଭୟ କରନ୍ତି।
ଫ୍ଲାଟ୍ କିଣିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ନଚେତ୍ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି।
୩ ବର୍ଷର ପୁଅକୁ କାଶ ଔଷଧ ବଦଳରେ ସାବତ ବାପା ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୃତ୍ୟୁ ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଧରିଲା ପୋଲିସ୍।
ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଏପ୍ରିଲରେ ମୋଟ୍ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।
ଇଣ୍ଟରଭିୟୁ ଦେବା ପାଇଁ ଯାଇଥିବା ବେଳେ ସାମ୍ନା ଲୋକଙ୍କୁ ଦେଖି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କାରଣ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଜଣକ ଆଉ କେହି ନଥିଲେ ବରଂ ଯୁବତୀଙ୍କ ଏକ୍ସ-ବୟଫ୍ରେଣ୍ଡ୍ ଥିଲେ।
ଲେଡିଜ ଟଏଲେଟ୍ରେ ସିକ୍ରେଟ୍ କ୍ୟାମେରା। ଆଉ ଲୁଚିଛପି ୬୦ ଭିଡିଓ ରେକର୍ଡ କରାଯାଇଥିବା ଅଭିଯୋଗ ହୋଇଛି। ଏହା କୌଣସି ଶପିଂ ମଲ୍ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଏକ ଦୂତିବାସ (ଏମ୍ବାସି)ରେ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
୩୦ରୁ ୪୦ ଫୁଟ୍ ଉଚ୍ଚରେ ବିମାନ ଉଡ଼ୁଥିବା ବେଳେ ହଠାତ୍ ଏହି ସମୟରେ ନିୟନ୍ତ୍ରଣ ହରାଇ ଥିଲେ ପାଇଲଟ୍। ଏକ ବଡ଼ ଧରରଣ ଦୁର୍ଘଟଣାରୁ କିପରି ସମସ୍ତଙ୍କ ଜୀବନ ବଞ୍ଚାଇବେ ଏନେଇ ପାଇଲଟ୍ ଶତ ପ୍ରତିଶତ ପ୍ରଚେଷ୍ଟା କରିଥିଲେ।
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ରହସ୍ୟ ଘେରରେ ବଲାଙ୍ଗିରରେ ଯୁବ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ। ଗତକାଲି ରାତିରେ ରହସ୍ୟଜନକ ଭାବେ ବଲାଙ୍ଗିର ଜିଲ୍ଲା ସୁଦପଡ଼ାର ଏକ ଘରୁ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ରାସ୍ତା ଉପରେ ଖରାପ ହୋଇ ପଡ଼ିଥିବା ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।
ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆଡ୍ଭାଇଜରି ଜାରି କରିଛନ୍ତି।
ହୋଟେଲ୍ ରୁମ୍ରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଅଭିନେତ୍ରୀ। ଭୋଜପୁରୀ ଅଭିନେତ୍ରୀ ଆଙ୍କାକ୍ଷା ଦୁବେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ବିଷ ପିଇ ଜୀବନ ହାରିଲେ ପୁରା ପରିବାର। ଗୋଟିଏ ପରିବାରର ୪ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ପୁଣି ଇତିହାସ ରଚିଲା ଇସ୍ରୋ(ISRO)। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଯାଇଛି।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଭୁବନେଶ୍ୱରରେ ଉଦ୍ଯାପିତ ହୋଇଛି ଜେଡି ଆନୁଆଲ୍ ଆୱାର୍ଡ ପ୍ରୋଗ୍ରାମ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ଟେଲିଭିଜନ ନେଟ୍ୱର୍କର ହେଡ୍ ଅଫ୍ ବିଜନେସ୍ ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଥିଲେ।
ଆପଣ ପୋଷ୍ଟାଲ୍ ଅର୍ଥାତ୍ ଡାକଘରେ ଟଙ୍କା ରଖିଛନ୍ତି କି ? କିମ୍ବା ଟଙ୍କା ରଖିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ଡାକଘରେ ଟଙ୍କା ଜମା ରଖିଥିବା ଶତାଧିକ ଜମାକାରୀ ନିଜ ଜମା ଟଙ୍କା ଫେରି ପାଉନଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀକୁ ପୋଲିସ୍ ଏନ୍କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଏନ୍କାଉଣ୍ଟର କରାଯାଇଛି।
ସାଂସଦ ପଦ ହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ସଙ୍କଟରେ ଥିଲା ରାହୁଲଙ୍କ ସାଂସଦ ପଦ ।
ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ରୋଚକ ସୁରାକ ମିଳିଛି। ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ।
ସିଆର୍ପିଏଫ୍(CRPF)ରେ ୯ ହଜାରରୁ ଅଧିକ କନଷ୍ଟେବଲ୍(ଟେକ୍ନିକାଲ୍ ଓ ଟ୍ରଡ୍ସ୍ମେନ୍) ପଦବୀ ପୂରଣ ପାଇଁ ଖୁବ୍ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।