• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଚନ୍ଦ୍ର- ସିଂହ ପ୍ରାତଃ ୦୫.୪୦ ଗତେ କନ୍ୟା । ତିଥି – ୩ୟା ରାତ୍ରି ୧୦.୧୯ ଗତେ ୪ର୍ଥୀ । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୫.୪୦ ଗତେ ବୃଷ ରାଶି । ଘାତ ବାର –ବୃଷ ସିଂହ ଓ କନ୍ୟା । ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞନ ଦାନ ରାତ୍ରି ୦୧.୪୭ ଗତେ ୧ ପାଦ କୃଷିହାନି ଭୂମିଦାନ ।

ଶୁଭ ସମୟ

ଦିନ - ୧୦.୧୫ ରୁ ୦୧.୦୬

ରାତ୍ରି- ୦୮.୨୫ ରୁ ୧୦.୪୨

ରାତ୍ରି – ୧୨.୧୩ ରୁ ୦୧.୪୪

ରାତ୍ରି- ୦୨.୨୯ ରୁ ୦୪.୦୦

ଅଶୁଭ ସମୟ

ଋାହୁକାଳ –ଦିବା ୦୮.୪୦ ରୁ ୧୦.୧୫

କାଳବେଳା –ପ୍ରାତଃ ୦୫.୩୧ ରୁ ୦୭.୦୬ ଓ ଦିବା ୦୪.୩୪ ରୁ ୦୬.୦୯

ବାରବେଳା – ଦିବା ୦୧.୨୪ ରୁ ୦୨.୫୯

କାଳରାତ୍ରି –ସନ୍ଧ୍ୟା ୦୬.୦୯ ରୁ ୦୭.୩୪ ଓ ରାତ୍ରି ୦୪.୦୬ ରୁ ୦୫.୩୧