• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Independence Day
ସାଧାରଣତନ୍ତ୍ର ଦିବସକୁ ନେଇ MHAର ଆଡଭାଇଜରୀ : ବଡ଼ ସଭା ଆୟୋଜନ ନକରିବାକୁ ରାଜ୍ୟ ଗୁଡ଼ିକୁ ପରାମର୍ଶ

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର...

Coronavirus
କରୋନାର ଦ୍ୱିତୀୟ ଲହରୀ : କେରଳରେ ୧.୧୨ ଗୁଣ, ମଧ୍ୟପ୍ରଦେଶରେ ୨.୮୬ ଗୁଣ ମୃତ୍ୟୁ ସଂଖ୍ୟା

ଦୁଇ ମାସ ମଧ୍ୟରେ କରୋନା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଲେ । ଘରେ ଘରେ ଲୋକଙ୍କ ମୃତ୍ୟୁ ଘଟିଥିଲା । କେତେ ପିଲା ଅନାଥ ହୋଇଗଲେ, ତ କେତେ ପରିବାର ଉଜାଡ଼ିଦେଲା ମହମାରୀ । ତେବେ ଏହାରୀ ଭିତରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଠୁଛି, କରୋନା...

heart-attack
’କରୋନାରୁ ସୁସ୍ଥ ହେବାର ୨ସପ୍ତାହ ମଧ୍ୟରେ ହୃଦଘାତର ଆଶଙ୍କା ଅଧିକ’ : ଲାନସେଟର ଦାବି

COVID-19କୁ ସୁସ୍ଥ ହେବା ପରେ ପ୍ରଥମ ଦୁଇ ସପ୍ତାହରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ତିନି ଗୁଣ ବଢ଼ିଯାଏ । ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏପରି ଦାବି କରାଯାଇଛି । ସ୍ୱିଡେନରେ ଫେବୃଆରୀ ୧ରୁ ସେପ୍ଟେମ୍ବର ୧୪, ୨୦୨୦ ମଧ୍ୟରେ...

MURDER
ଝିଅ ମଥାର ସିନ୍ଦୂର ପୋଛିଦେଲା ମା’ : ୫ ଲକ୍ଷର ସୁପାରୀ ଦେଇ ଜ୍ୱାଇଁକୁ ହତ୍ୟା କରାଇଲା ଶାଶୁ

ଦୁଇ ଦିନ ପୂର୍ବରୁ ଯୋଧପୁରର ସୁରପୁରା ଡ୍ୟାମ ନିକଟରେ ପଡ଼ିଥିବା ପ୍ଲାଷ୍ଟିକ ବ୍ୟାଗରୁ ଏକ ମୃତଦେହ ମିଳିଥିଲା । ପୋଲିସ ଏବଂ FSL ଟିମ୍ ଦ୍ୱାରା ଯାଂଚ ମୃତକ ଜଣକ ମାଗାଜୀ ଘାଟି ନିବାସୀ ବିନୋଦ ବୋଲି ଚିହ୍ନଟ କରାଯାଇଥିଲା । ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ସୂତ୍ରରୁ...

Rahul Gandhi
୯ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା : ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

ଦିଲ୍ଲୀର କେଣ୍ଟ ଅଞ୍ଚଳର ନାଙ୍ଗାଲ ଗ୍ରାମରେ ଜଣେ୯ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଶବ ଦାହ କରିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବୁଧବାର ସକାଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ଭେଟିବା ପରେ ରାହୁଲ...

khela-hobe
ଫେରିଲା ଖେଲା ହୋବେ ସ୍ଲୋଗାନ : ଏକ ଲକ୍ଷ ଫୁଟବଲ ‍‍ବାଣ୍ଟିବେ ବଙ୍ଗ ସରକାର

ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଏଥିପାଇଁ କୋଲକତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଖେଲା ହେବ ଯୋଜନାରେ ପଶ୍ଚିମବଙ୍ଗର ୩୦୩ଟି ଫୁଟବଲ କ୍ଲବକୁ ୧୦ଟି ଲେଖାଏଁ...

Jammu-Kashmir
ଜମ୍ମୁ ଓ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରର କଠୁଆର ରଣଜିତ ସାଗର ଡ୍ୟାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ୨୫୪ ଏଭିଏସନ୍ ସ୍କ୍ୱାର୍ଡନର ବୋଲି ଜଣାପଡିଛି । ସେଥିରେ କେତେ ଜଣ ସବାର ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।

Richard Verma
’୨୦୩୦ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ଦେଶ ହେବ ଭାରତ’ : ସର୍ବୋତ୍ତମ ଦିଗ ବଖାଣିଲେ ପୂର୍ବତନ ଆମେରିକା ରାଷ୍ଟ୍ରଦୂତ

ପୂର୍ବତନ ଆମେରିକା ରାଷ୍ଟ୍ରଦୂତ ଏହି ପ୍ରସଙ୍ଗରେ ନିଜର ସମ୍ମତି ପ୍ରଦାନ କରିଛନ୍ତି । ଭାରତ ଆଗାମୀ ସମୟରେ କିପରି ବିଶ୍ୱରେ ନମ୍ବର ୱାନ ସ୍ଥାନରେ ରହିବ ତାହାର କାରଣ ମଧ୍ୟ କହିଛନ୍ତି ରିଚାର୍ଡ ଭର୍ମା । ଭାରତକୁ ପୁଣି ଥରେ ବିଶ୍ୱର ଗୁରୁ କରିବା ପାଇଁ ଉଦ୍ୟମ...

rain
ବର୍ଷା ଅଭାବରୁ ଧାନ କ୍ଷେତ ଫାଟି ଆଁ : ଉଠା ଜଳ ସେଚନରୁ ଉଠୁନି ପାଣି, ଚିନ୍ତାରେ ଚାଷୀ

ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ବିଲକୁ କେନାଲ ପାଣି ଯୋଗାଇବାର ବ୍ୟବସ୍ଥା ବି ନାହିଁ । ଚାଷୀଙ୍କ ପାଇଁ କେବଳ ଏଲ ଆଇ ପଏଣ୍ଟ ସାହା ଭରସା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପଞ୍ଚାୟତ ପକ୍ଷରୁ ପାଞ୍ଚଟି ପଏଣ୍ଟ ଖୋଲା ଯାଇଛି,...

banita das
ଉଲକା ପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଛାତ୍ରୀ

ଓଡ଼ିଶାର ଏକ ମାତ୍ର ଛାତ୍ରୀ ତଥା ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁର ସହରର ଗାଦବାଗୁଡା ସାହିର ଝିଅ ବନୀତା ଦାସ l

BJP Parliamentary party meeting
’ସଂସଦ ଚଳେଇ ନଦେବା ସମ୍ବିଧାନ ଓ ଗଣତନ୍ତ୍ରର ଅପମାନ”

ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରାଯାଉଥିବା କଥା ବୈଠକରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ଇ-ରୂପି ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

opposition-parties
ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି’ : ମୋଦିଙ୍କ ବିରୋଧରେ ଏକାଠି ହେଲେ ୧୪ ବିରୋଧୀ ଦଳ

ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି'ରେ ଏକାଠି ହେଲେ ବିରୋଧୀ । ସରକାରଙ୍କ ବିରୋଧରେ ସଂଗଠନକୁ ମଜବୁତ କରିବା ପାଇଁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କୁ ଜଳଖିଆ ପାଇଁ ଡାକିଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ଲାଗି ରହିଥିବା ବେଳେ କଂଗ୍ରେସ...

himanshu-nagpal
ପରୀକ୍ଷା ପୂର୍ବରୁ ବାପା ଓ ଭାଇଙ୍କ ମୃତ୍ୟୁ : ହାରିଗଲେନି, କଠିନ ପରିଶ୍ରମ କରି ପ୍ରଥମ ପ୍ରୟାସରେ ଆଇଏଏସ୍ ପାଇଲେ ହିମାଂଶୁ

କଠିନ ପରିଶ୍ରମ ଆଗରେ ହାର ମାନିଲା ମାନସିକ ଚାପ ଓ ବ୍ୟକ୍ତିଗତ କାରଣ । ମାତ୍ର ୨୨ ବର୍ଷରେ ପ୍ରଥମ ପ୍ରୟାସରେ ଆଇଏଏସ୍ ହୋଇ ସଫଳତା ପାଇଲେ ହରିୟାଣାର ହିମାଂଶୁ ନାଗପାଳ । ତାଙ୍କ କାହାଣୀ ଅନ୍ୟ ମାନଙ୍କ ପାଇଁ ଖୁବ୍ ପ୍ରେରଣାଦାୟକ ।

marriage
ବଞ୍ଚି ଥାଉ ଥାଉ ପ୍ରେମକୁ ମିଳିଲାନି ସ୍ୱୀକୃତି : ମୃତ୍ୟୁ ପରେ ବିବାହ କରାଇଲେ ପରିବାର ଲୋକ

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ପରେ ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେଲେ ପରିବାର ଲୋକ । ବଞ୍ଚି ଥାଉ ଥାଉ ଏକାଠି କରାଇ ଦେଲେନି, ମରିଗଲା ପରେ ବିବାହ କରାଇଲେ । ସାଥୀ ହୋଇ ଜୀବନ ଜିଇଁବାର ସ୍ୱପ୍ନ ଦେଖୁଥିଲେ, ସାଥୀ ହୋଇ ହାତ ଧରାଧରି ହୋଇ ଚାଲିଗଲେ ।

jammu-kashmir
କାଶ୍ମୀରରେ ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଆତଙ୍କବାଦୀ : ପୋଲିସ୍ ଜାରି କଲା ହିଟ୍ ଲିଷ୍ଟ

ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଆତଙ୍କୀ । ଜାରି ରହିଛି ସର୍ଚ୍ଚ ଅପେରସନ୍ । ଗତ ଶନିବାର ଦିନ ୨୦୧୯ ପୁଲୱାମାରେ CRPF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ଜୈଶ୍-ଏ-ମହମ୍ମଦର ଦୁଇଜଣ ଶୀର୍ଷ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ମାରିଛନ୍ତି ସୁରକ୍ଷା ବାହିନୀ ।

PS Biranchi Narayan Sahoo
ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ,ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ

OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି। ବିରଞ୍ଚିଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ ମଧ୍ୟ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି। ବିରଞ୍ଚିଙ୍କ ଠାରୁ ସାଢ଼େ...

 PV Sindhu
ଅନୁଭୂତି ବଖାଣିଲେ ସିନ୍ଧୁ: ୨ ଅଲିମ୍ପିକ୍ସରେ ଲଗାତାର ପଦକ ଜିତି ମୁଁ ବହୁତ ଖୁସି

ଅଲିମ୍ପିକ୍ସରେ ବ୍ରୋଞ୍ଚ୍ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ପି.ଭି ସିନ୍ଧୁ ।ଅଲିମ୍ପିକ୍ସରେ ଅନୁଭୂତି ବଖାଣଇଛନ୍ତି ସିନ୍ଧୁ । ୨ ଅଲିମ୍ପିକ୍ସରେ ଲଗାତାର ପଦକ ଜିତି ସିନ୍ଧୁ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ୨୦୧୬ରେ ରୋପ୍ୟ ପଦକ ଆଉ ଏବେ ବ୍ରୋଞ୍ଚ ପଦକ ଜିତି...

student congress strike
ରାଜଧାନୀରେ ଛାତ୍ର କଂଗ୍ରେସର ବି‍କ୍ଷୋଭ

ରାଜଧାନୀରେ ଛାତ୍ର କଂଗ୍ରେସର ବି‍କ୍ଷୋଭ । OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଘଟଣାର ପର୍ଦ୍ଦାଫାସ ହେବା ନେଇ ଓ ରାଜଧାନୀରେ ଛାତ୍ର କଂଗ୍ରେସର ବି‍କ୍ଷୋଭ । OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଘଟଣାର ପର୍ଦ୍ଦାଫାସ ହେବା...

Dengu
ଡେଙ୍ଗୁ ରୋଗୀଙ୍କ ପାଇଁ ଅଭାବ ନାହିଁ ବେଡ୍: ଡାକ୍ତର ଲକ୍ଷ୍ମୀଧର ସାହୁ

ଡେଙ୍ଗୁ ରୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଭୁବନେଶ୍ୱର ଡାକ୍ତର ଲକ୍ଷ୍ମୀଧର ସାହୁ । ଡେଙ୍ଗୁ ରୋଗୀଙ୍କ ପାଇଁ ବେଡର ଆଭାବ ନାହିଁ ଓ ୱାଡ୍ ଖାଲି ପଡିଛି ବୋଲି ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି । ଏହା ସହ କହିଛନ୍ତି ଯେ ପ୍ରତିଦିନ...

Tihidi Block Office
ଆବାସ ଯୋଜନାରେ ବ୍ୟାପକ ଦୂର୍ନିତି, ତିହିଡି ବ୍ଲକ ଅଫିସରେ ତୁମୁଳକାଣ୍ଡ

ଭଦ୍ରକ ତିହିଡି ବ୍ଲକ୍ ପରିସରରେ ଉତ୍ତେଜନା । ଆବାସ ଯୋଜନାରେ ବ୍ୟାପକ ଦୂର୍ନିତି । ଭଦ୍ରକ ତିହିଡି ବ୍ଲକ ଅଫିସରେ ତୁମୁଳକାଣ୍ଡ କଲେ ଲୋକେ। ଆବାସ ଯୋଜନାର ଦୁର୍ନୀତିକୁ ବିରୋଧ କରି ଛାରଖାର କରିଦେଲେ ବ୍ଲକ ଅଫିସ୍ । ଏ ନେଇ ହିତାଧିକାରୀ ଓ ବିଜେପି ପକ୍ଷରୁ ରାଲି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।