• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to get admission in foreign In less budget
Career Tips: ଆପଣ ବିଦେଶରେ ପାଠ ପଢିବାକୁ ଚାହୁଁଛନ୍ତି…. ପାଖରେ ବଜେଟ୍ ନାହିଁ… ଜାଣନ୍ତୁ କ’ଣ କରିବେ…

ବିଦେଶରେ ପାଠ ପଢିବା ପାଇଁ ହେଲେ ଏକ ବଡ ବଜେଟ୍‌ର ଆବଶ୍ୟକ ହୋଇଥାଏ। ଯଦି ଆପଣ ବିଦେଶରେ ପଢିବାକୁ ସ୍ୱପ୍ନ ଦେଖୁଛନ୍ତି କିନ୍ତୁ ଆପଣଙ୍କ ପାଖରେ ବଜେଟ୍ ନାହିଁ ତେବେ କ’ଣ କରିବେ ଜାଣନ୍ତୁ। ଅନେକ ଉପାୟ ଅଛି ଯାହା ଦ୍ୱାରା ଆପଣ ସ୍ୱଳ୍ପ ବଜେଟ୍‌ରେ ମଧ୍ୟ ବିଦେଶ...

Rajinikanth praises prabhas starrer kalki 2898 ad
'କଲ୍‌କୀ ୨୮୯୮ ଏଡି' ଭାରତୀୟ ସିନେମାକୁ ଏକ ଭିନ୍ନ ସ୍ତରକୁ ନେଇଯିବ; ରଜନୀକାନ୍ତ

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ 'କଲ୍‌କୀ ୨୮୯୮ ଏଡି'କୁ ନେଇ ଚାରିଆଡେ ପ୍ରଶଂସାର ସୁଅ। ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଏହାକୁ ପ୍ରଶଂସା ନ କରି ନିଜକୁ ଅଟକାଇ ପାରି ନାହାଁନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।

Kalki 2898 ad box office collection day 3
ରେକର୍ଡ ଭାଙ୍ଗୁଛି ‘କଳ୍‌କୀ ୨୮୯୮ ଏଡି’; ତିନି ଦିନର ରୋଜଗାର ଜାଣି ଆଶ୍ଚର୍ଯ୍ୟ ହେବେ

‘କଳ୍‌କୀ ୨୮୯୮ ଏଡି’ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି। ନିର୍ମାତାଙ୍କ ଉପରେ ଟଙ୍କା ବର୍ଷା ଜାରି ହୋଇଛି। ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ଆୟ କରିସାରିଲାଣି ଏବଂ ଆଶା କରାଯାଉଛି ଯେ ଆଜି ମଧ୍ୟ ଏହି ଫିଲ୍ମ ମଧ୍ୟ ବହୁତ ଭଲ...

Why does child not listen their parent some parenting mistakes are reasons
Parenting Tips: ଆପଣଙ୍କ ପିଲା ଆପଣଙ୍କ କଥା ଶୁଣୁ ନାହାନ୍ତି… ଜାଣନ୍ତୁ ଆପଣଙ୍କ କେଉଁ ଭୁଲ୍ ପାଇଁ ଏମିତି ହୁଏ

ଅନେକ ବାପାମାଆ ବାରମ୍ବାର ଅଭିଯୋଗ କରନ୍ତି ଯେ ସେମାନଙ୍କର ପିଲାମାନେ ସେମାନଙ୍କ କଥା ଶୁଣୁ ନାହାନ୍ତି। କିନ୍ତୁ ଅଭିଯୋଗ କରିବା ପୂର୍ବରୁ, ଆପଣ ନିଜେ ନିଜର ଲାଳନପାଳନ କରିବା ପଦ୍ଧତିକୁ ଥରେ ଧ୍ୟାନ ଦେଇଛନ୍ତି କି? ଯଦି ଦେଖି ନାହାନ୍ତି ତେବେ ଜାଣନ୍ତୁ ପିତାମାତାଙ୍କ କେଉଁ ଭୁଲ ଯୋଗୁଁ...

SSC MTS Havaldar Recruitment apply for 8326 Posts
SSC MTS Havaldar Recruitment 2024: ପୂରଣ ହେବ ୮ ହଜାରରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ଚୟନ ଆୟୋଗ (SSC) ଏହି ସୁଯୋଗ ନେଇଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଭାରତ ସରକାରର ଏହି ବିଭାଗରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Nita mukesh ambani to hold mass wedding before anant-radhika marriage
ମୁକେଶ ଅମ୍ବାନୀଙ୍କ ମହାନତା; ପୁଅ ବାହାଘର ପୂର୍ବରୁ କରିବେ ଗରିବଙ୍କ ପାଇଁ ସାମୂହିକ ବିବାହ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ପୂର୍ବରୁ ଗରିବ ଲୋକମାନଙ୍କ ପାଇଁ ଏକ ସାମୂହିକ ବିବାହର ଆୟୋଜନ କରିବେ।

Benefits of eating jamun seeds powder
Health Tips: ଏମିତି ବ୍ୟବହାର କରନ୍ତୁ ଜାମୁକୋଳି ପାଉଡର; ମଧୁମେହ ଦୂର ହେବ, ଚୁଟି କଳା ହେବ

ପ୍ରାୟ ସମସ୍ତେ ଜାମୁକୋଳି ଖାଇ ସାରିବା ପରେ ଏହାର ମଞ୍ଜିକୁ ଫୋପାଡି ଦିଅନ୍ତି। ଯଦି ଆପଣ ବି ଏମିତି ଭୁଲ୍ କରୁଛନ୍ତି ତେବେ ଆଜିଠାରୁ ବନ୍ଦ କରନ୍ତୁ। କାରଣ ଏହି ମଞ୍ଜି ଅନେକ ରୋଗର ଚିକିତ୍ସା କରିଥାଏ। ତେବେ ଏହା କେଉଁ କେଉଁ ବିଶେଷ ରୋଗକୁ ଉପଷମ କରିଥାଏ...

Multi Singer Blind Man Mr Shantipriya Chakma Video Viral
Viral Video: ଭାଇରାଲ୍ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଚମତ୍କାର ଭିଡିଓ; ଦେଖିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଅଦ୍ଭୁତ ଭିଡିଓ। ଆପଣ ଦେଖିଲେ ସେହି ପ୍ରତିଭାଙ୍କୁ ପ୍ରଶଂସା ନ କରି ରହି ପାରିବେ ନାହିଁ। ଏହି ପ୍ରତିଭାଙ୍କ ଦୁଇ ଆଖିକୁ ଦେଖାଯାଉ ନଥିଲେ ମଧ୍ୟ ତାଙ୍କ ଅଦ୍ଭୁତ କଳା ସମସ୍ତକୁ ବାନ୍ଧି ରଖିବାରେ ସକ୍ଷମ।

If your ears get pain after wearing heavy earrings then follow these tricks
Tips and Tricks: ଭାରୀ କାନଫୁଲ ପିନ୍ଧିବା ଦ୍ୱାରା କାନ ଯନ୍ତ୍ରଣା ହେଉଛି କି… ଆପଣାନ୍ତୁ ଏହି ଉପାୟ

ଝିଅମାନେ ବହୁତ ଭଲ ଭାବରେ ଜାଣନ୍ତି ଯେ ଦୀର୍ଘ ସମୟ ଧରି ଭାରୀ କାନଫୁଲ ପିନ୍ଧିବା ଦ୍ୱାରା କେବଳ ପ୍ରବଳ ଯନ୍ତ୍ରଣା ହୁଏ ନାହିଁ, ବରଂ କାନଫଳିର କଣାକୁ ବଡ ହେବାର ଭୟ ମଧ୍ୟ ରହିଥାଏ, ଯାହା ଅନେକ ସମସ୍ୟା ସୃଷ୍ଟି କରିପାରେ। ଆପଣଙ୍କୁ ଏପରି କିଛି କୌଶଳ...

 HCL Recruitment apply for 56 Posts
HCL Recruitment 2024: HCLରେ ପୂରଣ ହେବ ଜୁନିଅର ମ୍ୟାନେଜର ପଦବୀ; ଦରମା ୧ ଲକ୍ଷ ୨୦ ହଜାର

ହିନ୍ଦୁସ୍ତାନ କପର ଲିମିଟେଡ୍‌ (HCL) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ଜୁନିଅର ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ HCL ବିଜ୍ଞପ୍ତି ପ୍ରକାଶ କରିଛି।

Malaika arora reacts for 1st time on breakup rumours
ମୁଁ ଜଣେ ହାର୍ଡକୋର ରୋମାଣ୍ଟିକ୍‌, ପ୍ରେମ ପାଇଁ ଶେଷ ପର୍ଯ୍ୟନ୍ତ ଲଢିବି; ମଲାଇକା

ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଦୀର୍ଘ ବର୍ଷ ଧରି ସମ୍ପର୍କରେ ଅଛନ୍ତି। କିନ୍ତୁ କିଛି ଦିନ ହେବ ଏକ ଗୁଜବ ପ୍ରଚାରିତ ହେଉଛି ଯେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି। ଉଭୟ ତାରକା କିନ୍ତୁ ବ୍ରେକ୍‌ଅପ୍ ଉପରେ ନୀରବତା ବଜାୟ ରଖିଛନ୍ତି।

bobby deol and suriya movie kanguva release date announced
Kanguva: ଆସିଲା ‘କଙ୍ଗୁଭା’ର ରିଲିଜ୍ ତାରିଖ; ଏହିଦିନ ହେବ ବବି-ସୂର୍ଯ୍ୟାଙ୍କ ଲଢେଇ

ସାଉଥ୍‌ରୁ ଆସୁଛି ଆଉ ଏକ ଦମଦାର ଫିଲ୍ମ, ଜାହାର ଟାଇଟଲ୍ ହେଉଛି ‘କଙ୍ଗୁଭା’। ଏଥିରେ ‘ଆନିମଲ୍’ ଫେମ୍ ଅଭିନେତା ବବି ଦେଓଲ ‘ସିଂଘମ୍’ ଫେମ୍ ସୂର୍ଯ୍ୟାଙ୍କ ସହ ଲଢୁଥିବା ଦେଖିବାକୁ ମିଳିବ।

Ratha Jatra 2024 know the name of ratha rope
Ratha Jatra 2024: ରଥ ଦଉଡ଼ି ଛୁଇଁଲେ ସର୍ବପାପ ମୋଚନ ହୁଏ, ଜାଣନ୍ତୁ ଏହାର ମାହାତ୍ମ୍ୟ...

ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ଛୁଇଁବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି। ଏହି ଦଉଡିର ଛୁଆଁରେ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏହି...

Ratha Jatra 2024 know devotee Bandhu Mohanty Story
Ratha Jatra 2024: ବନ୍ଧୁ ମହାନ୍ତିଙ୍କ ଦୁଃଖଦ ଜୀବନ; ଜାଣନ୍ତୁ କିପରି ପାଇଲେ କାଳିଆ କରୁଣା

କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଭକ୍ତ ବନ୍ଧୁ ମହାନ୍ତି ଏହାର ଉଦାହରଣ।

eating pakoda with tea good or bad for health
Health Tips: ସାବଧାନ ! ଚା’ ସହିତ ପକୁଡି ଖାଉଛନ୍ତି କି ? ହୋଇପାରେ ଏମିତି ସମସ୍ୟା...

ଅଧିକାଂଶ ଲୋକ ବର୍ଷାରେ ଚା’ ସହିତ ପକୁଡି ଖାଇବାକୁ ପସନ୍ଦ କରନ୍ତି। ତେଣୁ ବର୍ଷ ଋତୁରେ ପକୁଡିର ଚାହିଦା ବହୁତ ବଢିଯାଏ ଏବଂ ଲୋକମାନେ କେବଳ ଘରେ ନୁହେଁ ବାହାରେ ମଧ୍ୟ ଏହାର ମଜ୍ଜା ଉପଭୋଗ କରନ୍ତି। ଲୋକମାନେ ଭାବନ୍ତି ଯେ ଚା’ ସହିତ ପକୁଡି ଖାଇବା...

 Bharat Electronics Recruitment apply for 32 Posts
Bharat Electronics Recruitment 2024: BELରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଚୟନ ହେଲେ ଦରମା ୯୦ ହଜାର

BELରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ସ୍ଥାୟୀ ଭିତ୍ତିରେ ଏହି ନିଯୁକ୍ତି କରାଯିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଏଠି ଚାକିରି କରିବାକୁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଦେଖନ୍ତୁ।

ayushmann khurrana rashmika mandanna team up for horror comedy film vampires of vijay nagar
ସିନେ ପ୍ରେମୀଙ୍କ ପାଇଁ ବଡ ଖବର; ପ୍ରଥମ ଥର ପାଇଁ ରଶ୍ମିକା ମନ୍ଦାନାଙ୍କ ସହ ରୋମାନ୍ସ କରିବେ ଆୟୁଷ୍ମାନ ଖୁରାନା

ଆଦିତ୍ୟ ସତ୍ୟପୋଦର ଏବଂ ଦୀନେଶ ଭିଜନ୍ ଅନ୍ୟ ଏକ ଅନନ୍ୟ ହରର୍-କମେଡି କରିବାକୁ ଆଗ୍ରହ ଦେଖାଇଛନ୍ତି। ସେ 'ୱେମ୍ପାୟାର୍ସ ଅଫ୍ ବିଜୟ ନଗର' ଶୀର୍ଷକରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିରେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନାଙ୍କ ରୋମାନ୍ସ ଦେଖିବାକୁ ମିଳିବ।

Salman khan had crush on dharmendra second wife hema malini
Viral Video: ସଲମାନ ଖାନଙ୍କ ଖୁଲାସା; ଭାଇଜାନଙ୍କ ଠାରୁ ୧୭ ବର୍ଷ ବଡ଼ ଏହି ହିରୋଇନ୍ ଥିଲେ ଫାଷ୍ଟ୍ କ୍ରସ୍

ସଲମାନ ଖାନଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ତାଙ୍କର ଫାଷ୍ଟ୍ କ୍ରସ୍ ବିଷୟରେ କହୁଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଯାହାଙ୍କ ନାଁ କହିଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡିଓ…

Chinese girl singing hindi songs in Chinese accent
Viral Video: ବଲିଉଡ୍‌ ପ୍ରେମରେ ଚାଇନା ଝିଅ; ସୁନ୍ଦର କଣ୍ଠରେ ବୋଲିଲେ ଶାହରୁଖଙ୍କ ଗୀତ

ଚାଇନାର ଜଣେ ଗାୟିକାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କ ହିଟ୍ ଚଳଚ୍ଚିତ୍ରର ହିଟ୍ ଗୀତ ଗାଉଥିବାର ନଜର ଆସିଛନ୍ତି।

SSC CGL Vacancy 2024 Post Vaccancy 17727
SSC CGL Vacancy: ଗ୍ରାଜୁଏସନ କରିଥିଲେ ସୁବର୍ଣ୍ଣ ସୁଯୋଗ; SSCରେ ପୂରଣ ହେବ ୧୭୭୦୦ରୁ ଅଧିକ ପଦବୀ

କର୍ମଚାରୀ ଚୟନ ଆୟୋଗ (SSC) ର ମିଳିତ ସ୍ନାତକ ସ୍ତର ପରୀକ୍ଷା (CGL) ମାଧ୍ୟମରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମଧ୍ୟ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଆପଣ ଏହାର ସୁଯୋଗ ନେଇପାରିବେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।