• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

janhvi kapoor jr ntr sizzling chemistry in dheere dheere from devara
ଗୀତରେ ଜୁନିୟର୍ ଏନ୍‌ଟିଆର୍‌ଙ୍କ ସହ ରୋମାନ୍ସ କଲେ ଜାହ୍ନବୀ; ଜମୁଛି ଯୋଡି

ଜାହ୍ନବୀ କପୁର ପ୍ରାୟ ସମୟରେ ତାଙ୍କ ଆକର୍ଷଣୀୟ ଚେହେରାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିବା ନେଇ ଅନେକ ସମୟରେ ତାଙ୍କ ସୋସିଆଲ୍ ମିଡିଆରେ ଦମଦାର ଫଟୋ ଶେୟାର କରନ୍ତି। ଜାହ୍ନବୀ କିନ୍ତୁ ବର୍ତ୍ତମାନ ତାଙ୍କ ଫିଲ୍ମ 'ଦେବରା'କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି।

Vicky kaushal rashmika mandanna chhaava teaser out
Chhaava Teaser: ଆସିଲା ଭିକି କୌଶଲଙ୍କ 'ଛାଭା’ର ଦମଦାର ଟିଜର୍; ଦେଖିଲେ କହିବେ ବାଃ… କି ଆକ୍ସନ୍ !

ଭିକି କୌଶଲଙ୍କ 'ଛାଭା'ର ଦମଦାର ଟିଜର୍‌ ରିଲିଜ ହୋଇଛି, ଯେଉଁଥିରେ ଭିକି କୌଶଲ ଛତ୍ରପତି ସାମ୍ବାଜୀ ମହାରାଜ ଭୂମିକାରେ ତାଙ୍କ ଶତ୍ରୁମାନଙ୍କ ସହ ଲଢୁଥିବାର ନଜର ଆସିଛନ୍ତି। ଲମ୍ବା କେଶ ସହିତ ଭିକି କୌଶଲଙ୍କ ଦମଦାର୍ ଲୁକ୍‌ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରୁଛି।

World Humanitarian Day 2024
World Humanitarian Day 2024: ମାନବତାର ଉର୍ଦ୍ଧ୍ୱରେ ଭାରତ; ବିଶ୍ୱ ଜିତିବାକୁ ଅହିଂସା ହିଁ ଏକ ମାତ୍ର ଦର୍ଶନ

ସମଗ୍ର ବିଶ୍ୱରେ, ଉଭୟ ପୁରୁଷ ଏବଂ ମହିଳା ମାନବୀୟ ଉଦ୍ଦେଶ୍ୟ ପାଇଁ କାମ କରିବାକୁ ନିଜ ଜୀବନକୁ ବିପଦରେ ପକାନ୍ତି। ଏହି ଦିନଟି ସେହି ସାହସୀ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦୁନିଆର କେତେକ ବିପଜ୍ଜନକ ଅବସ୍ଥାରେ ଅକ୍ଲାନ୍ତ ପରିଶ୍ରମ କରନ୍ତି।

World Photography Day 2024
World Photography Day 2024: ଫଟୋ ସାମ୍ବାଦିକତାରେ ରହିଛି ଭଲ କ୍ୟାରିୟର୍; ଜାଣନ୍ତୁ କେଉଁ କୋର୍ସ କଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ

ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ। ଗଣମାଧ୍ୟମ ଜଗତରେ, ଫଟୋଗ୍ରାଫ୍ କୌଣସି ଏକ କାହାଣୀକୁ ତିଆରି କରିପାରେ ଆଉ ଭାଙ୍ଗି ବି ପାରେ, ତେଣୁ ଆଜକାଲି ଫଟୋ ସାମ୍ବାଦିକତା ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଭାବରେ ପ୍ରତିଷ୍ଠିତ ପାରିଛି। ଏଥିରେ କ୍ୟାରିୟର କରିବାକୁ ଚାହୁଁଥିଲେ ପଢନ୍ତୁ…

Raksha Bandhan 2024 know some epic story on raksha bandhan
Raksha Bandhan 2024: ପୁରାଣ ଯୁଗରୁ ଚାଲିଆସିଛି ରକ୍ଷାବନ୍ଧନ; ଜାଣନ୍ତୁ ମା’ ଲକ୍ଷ୍ମୀ କାହାକୁ ବାନ୍ଧନ୍ତି ରାକ୍ଷୀ

ରାକ୍ଷୀ ବନ୍ଧାର ଏହି ପରମ୍ପରା ଆଜିକାଲିର ନୁହେଁ, ଏହା ବହୁ ପ୍ରାଚୀନ। ପୁରାଣରେ ମଧ୍ୟ ଏହାର ଝଲ ଦେଖିବାକୁ ମିଳେ। କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତେବେ ଏହାକୁ ନେଇ କ’ଣ କୁହେ ପୁରାଣ ଆସନ୍ତୁ...

Indian Air Force Recruitment 2024
Indian Air Force Recruitment 2024: ଦଶମ ପାଶ୍ କରିଥିବା ପିଲାଙ୍କ ପାଇଁ ସୁଯୋଗ: ଭାରତୀୟ ବାୟୁସେନାରେ କରିପାରିବେ ଚାକିରି

ଆପଣ ଯଦି କମ ପାଠ ପଢି ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ ଭାରତୀୟ ବାୟୁସେନା ଏକ ବିଜ୍ଞପ୍ତି ଜାରି କରିଛି।

Kangana ranaut called bollywood actors mindless and stupid
ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରେନି: କଙ୍ଗନା ରାଣାୱତ

କଙ୍ଗନା ତାଙ୍କ ଫିଲ୍ମ 'ଏମର୍‌ଜେନ୍ସୀ'ର ମାହୋଲ୍ ଭିତରେ ପୁଣିଥରେ ବଲିଉଡ ପାର୍ଟିକୁ ନେଇ ମୁହଁ ଖୋଲିଛନ୍ତି। ସେ ବଲିଉଡ୍‌ ତାରକାମାନଙ୍କୁ ମନମାନୀ ଏବଂ ମୂର୍ଖ ବୋଲି କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ବଲିଉଡ୍‌ ପାର୍ଟିରେ ହେଉଥିବା କଥାବାର୍ତ୍ତାକୁ ସେ ପସନ୍ଦ କରନ୍ତି ନାହିଁ।

Thalapathy vijay goat trailer in hindi released
Trailer Released: ଆସିଲା GOATର ଟ୍ରେଲର୍; ‘ଲିଓ’ ପରେ ପୁଣି ଆକ୍ସନ ମୁଡ୍‌ରେ ଥଲାପତି ବିଜୟ

ଫିଲ୍ମ ‘ଦି ଗ୍ରେଷ୍ଟ୍ ଅଫ୍ ଅଲ୍ ଟାଇମ୍’ (GOAT) ର ନା’ ଶୁଣିବା ମାତ୍ରେ ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଥିଲା। ତେଣୁ ପ୍ରଶଂସକମାନେ ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଥିବା ନଜର ଆସିଛନ୍ତି। ବର୍ତ୍ତମାନ ନିର୍ମାତା ଏହାର ଦମଦାର ଟ୍ରେଲର ରିଲିଜ କରିଛନ୍ତି।

Never ignore these symptoms warning signs of domestic violence characteristics
Relationship Tips: ଆପଣଙ୍କ ପାର୍ଟନର୍ ଆପଣଙ୍କ ଉପରେ ହିଂସା କରୁନି ତ… ଜାଣିବା ପାଇଁ ୬ଟି ଟିପ୍ସ

ସାଧାରଣ ଝଗଡା ଏବଂ ଭାବପ୍ରବଣ ନିର୍ଯାତନା ମଧ୍ୟରେ ପାର୍ଥକ୍ୟ ବୁଝିବା କଷ୍ଟକର। କିନ୍ତୁ ଏକାଠି ରହିବା ପରେ କିଛି କାର୍ଯ୍ୟକଳାପକୁ ଦେଖିଲେ ଏହା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ଏକ ସଂପର୍କରେ ଭାବପ୍ରବଣ ନିର୍ଯାତନାର ଲକ୍ଷଣ କ’ଣ ଏବଂ ଏକ ଅପମାନଜନକ ସମ୍ପର୍କକୁ କିପରି ଚିହ୍ନଟ କରାଯାଇପାରିବ।

do yoga regularly for thick and long hair
Yogasana: ପ୍ରତିଦିନ କରନ୍ତୁ ଏହି ୪ ଯୋଗାସନ; ଝଡିବନି କି ପାଚିବନି ଚୁଟି, ହେବ ଗହଳିଆ

ଚୁଟିକୁ ଗହଳିଆ, କଳା ଏବଂ ବଢିବାରେ ସାହାଯ୍ୟ କରିବା ପାଇଁ ଯୋଗାସନ ଅଭ୍ୟାସ କରିବା ପ୍ରଭାବଶାଳୀ ହୋଇଥାଏ। ଯୋଗ କରିବା ଦ୍ୱାରା ଚୁଟିର ସ୍ୱାସ୍ଥ୍ୟ ଉପରେ ଲାଭଦାୟକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ କେଉଁ ସବୁ ଯୋଗାସନ କରିବା ଦ୍ୱାରା ଏ ସବୁ ଫଳ ମିଳିବ ସେ ବିଷୟରେ...

How to fill ssc recruitment exam form
SSC Advisory for Candidates: ଉଠାନ୍ତୁ ନାହିଁ ଟୋପିପିନ୍ଧା ଫଟୋ; ହାତରୁ ଯିବ ସରକାରୀ ଚାକିରି

SSC ପ୍ରତିଯୋଗିତାମୂଳକ ପରୀକ୍ଷାରେ ହାଜର ହେବା ପୂର୍ବରୁ ଏକ ଫର୍ମ ପୂରଣ କରିବାକୁ ପଡିଥାଏ। ତେବେ SSC ପରୀକ୍ଷା ଫର୍ମ ପୂରଣ କରିବା ଏତେ ସହଜ ନୁହେଁ। ଯଦିବି ଏଥିରେ ଗୋଟିଏ ଛୋଟ ଭୁଲ ହୋଇଯାଏ, ତେବେ ଆପଣଙ୍କର ଫର୍ମକୁ ପ୍ରତ୍ୟାଖ୍ୟାନ କରିଦିଆଯିବ।

Shah rukh khan disclosed that his diet and sleep schedule
ନିଜ ଜୀବନଶୈଳୀକୁ ନେଇ ଏମିତି କହିଲେ ଶାହରୁଖ; ସକାଳ ୫ରେ ଶୋଇ ୯ରେ ଉଠନ୍ତି

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନ ପ୍ରକାଶ କରିଛନ୍ତି ଯେ ସେ ଦିନକୁ ଥରେ ଖାଆନ୍ତି ଏବଂ ମାତ୍ର ୪ ଘଣ୍ଟା ଶୁଅନ୍ତି। ରାତି ୨ଟାରେ ଫେରି ବ୍ୟାୟାମ ମଧ୍ୟ କରନ୍ତି। ତେବେ ଆସନ୍ତୁ ତାଙ୍କ ଜୀନଶୈଳୀକୁ ନେଇ ସେ କ’ଣ କହିଛନ୍ତି ଜାଣିବା।

Stree 2 cast fees rajkummar rao got highest gets rs 1 crore more than shraddha kapoor
Stree 2: 'ସ୍ତ୍ରୀ ୨’ କରୁଛି ଦମଦାର ରୋଜଗାର; ଦୁଇଦିନରେ ଉଠାଇଦେଲା ପୂରା ବଜେଟ୍… ଜାଣନ୍ତୁ କିଏ ନେଇଛନ୍ତି କେତେ

'ସ୍ତ୍ରୀ ୨’ ରୋଜଗାର ଦୃଷ୍ଟିରୁ ବହୁତ ଆଗରେ ଅଛି। ଦ୍ୱିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଏହି ଚଳଚ୍ଚିତ୍ର ୨୦୨୪ର ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଜାଣନ୍ତୁ କେତେ କଲାଣି ରୋଜଗାର, କିଏ ନେଇଛନ୍ତି କେତେ?

Tip and Tricks Stop google from listening to your private data
Technology: ଗୁଗୁଲ୍ ଆପଣଙ୍କ ଗୋପନୀୟତା ଓ ଡାଟାକୁ ସଂଗ୍ରହ କରୁଛି କି; ଏହି ଷ୍ଟେପ୍ ମାଧ୍ୟମରେ ବନ୍ଦ କରନ୍ତୁ...

ଆଜିର ଡିଜିଟାଲ୍ ଯୁଗରେ ଲୋକମାନେ ନିଜର ପ୍ରାଇଭେସୀ ଏବଂ ଡାଟାକୁ ନେଇ ବହୁତ ଚିନ୍ତିତ। ଯଦି ଆପଣ ମଧ୍ୟ ଆପଣଙ୍କର ଡାଟା ଏବଂ ପ୍ରାଇଭେସୀକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତେବେ ଆପଣ ଏହି ଖବରରୁ କିଛି ଉପଯୋଗୀ ସୂଚନା ପାଇପାରିବେ।

Have you ever seen king cobra hatch from its egg see here in viral video
Viral video: ଅଣ୍ଡା ଭିତରୁ ବାହାରୁଛି ଅହିରାଜ ଛୁଆ; ଲହ ଲହ କରୁଛି ଜିଭ, ଦେଖିଲେ ଲାଗିବ ଡର

ଏକ ଅଣ୍ଡାରୁ ଏକ ଅହିରାଜ ଛୁଆ ବାହାରୁଥିବାର ଏକ ଭିଡିଓ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି ଏବଂ ପ୍ରକୃତିର ସବୁଠାରୁ ବିପଜ୍ଜନକ ସରୀସୃପଙ୍କ ଜନ୍ମ ବିଷୟରେ ଏକ ନିଆରା ଝଲକ ପ୍ରଦାନ କରି ଲୋକଙ୍କୁ ଚକିତ କରିଛି।

RRC Recruitment 2024  Apply for 9096 posts
RRC Recruitment 2024 : ଉତ୍ତର ରେଳବାଇରେ ପୂରଣ ହେବ ୪ ହଜାରରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

ଉତ୍ତର ରେଳବାଇ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ନିଯୁକ୍ତି ପାଇଁ RRC ଦ୍ୱାରା ବିଜ୍ଞପ୍ତି ଜାରି ହୋଇଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

70th National Film Awards
70th National Film Awards: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା, ଦମନ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୟଶ୍‌ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନେନ ଏବଂ ମାନସୀ...

Stree 2 opening day box office collection
Stree 2: ପ୍ରଥମ ଦିନରେ ରେକର୍ଡ ଭଙ୍ଗା ରୋଜଗାର; ‘ପଠାନ୍’କୁ ପଛରେ ପକାଇଲା 'ସ୍ତ୍ରୀ ୨'

'କଲ୍‌କୀ ୨୮୯୮ ଏଡି' (ହିନ୍ଦୀ) ଏବଂ 'ଫାଇଟର୍'କୁ ପଛରେ ପକାଇ 'ସ୍ତ୍ରୀ ୨' ୨୦୨୪ର ସବୁଠାରୁ ବଡ ଓପନିଂ ଚଳଚ୍ଚିତ୍ର ହୋଇପାରିଛି। ଏହା ଶାହରୁଖ ଖାନଙ୍କ 'ପଠାନ'କୁ ବି ପଛରେ ପକେଇ ଦେଇଛି।

Four Odia women who sacrificed their lives in the freedom struggle
Independence Day 2024: ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ୪ ଓଡ଼ିଆଣୀ; ଜଣଙ୍କୁ ଗିରଫ କରିବାକୁ ଡରୁଥିଲେ ବ୍ରିଟିଶର୍

ଭାରତର ସ୍ୱାଧୀନତା ସଂଗ୍ରାମରେ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ନାରୀ-ପୁରୁଷ କାନ୍ଧକୁ କାନ୍ଧ ମିଶେଇ ସଂଗ୍ରାମ କରିଥିଲେ। ଓଡ଼ିଶାର ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀରେ ଝାସ ଦେଇଥିଲେ। ତେବେ ଆସନ୍ତୁ ଏମିତି ୪ ମହିୟସୀଙ୍କୁ ଜାଣିବା।

Independence Day 2024 Achievements of india after independence
Independence Day 2024: ଆଗେଇ ଚାଲିଛି ଭାରତ; ଶିକ୍ଷା-ଚିକିତ୍ସା-କ୍ରୀଡା ସବୁଥିରେ ବିକାଶ

ବ୍ରିଟିଶ ଶାସନରୁ ମୁକ୍ତି ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଛି। ଏହାର ବିକାଶ କ୍ଷୀପ୍ର ଗତିରେ ବଢି ଚାଲିଛି। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।