/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738487433.jpg)
Prayagraj mahakumbh mela 2025 unseen photos of devotees
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738487433.jpg)
1/7
ଜାନୁୟାରୀ ୧୩ ରୁ ଚାଲିଥିବା ମହାକୁମ୍ଭରେ, ଆପଣ ଦେଖିପାରିବେ କୋଟି କୋଟି ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଉଛନ୍ତି। ଏହାରି ଭିତରେ ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ତୃତୀୟ ପିଢିଙ୍କୁ ମଧ୍ୟ ଏଥିରେ ସାମିଲ୍ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738487467.jpg)
2/7
ମହାକୁମ୍ଭ ୨୦୨୫ ହେଉଛି ବିଶ୍ୱର ସବୁଠାରୁ ବଡ ଆଧ୍ୟାତ୍ମିକ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଠାକୁ ବିଶ୍ୱାସ ନେଇ କୋଣ ଅନୁକୋଣରୁ ଲୋକମାନେ ଧାଇଁ ଆସିଛନ୍ତି। ଏଭଳି ପରିସ୍ଥିତିରେ କେତେକ ମହିଳା ଗଙ୍ଗା ନଦୀରେ ଠିଆ ହୋଇ ସୂର୍ଯ୍ୟଙ୍କୁ ପାଣି ଟେକୁଥିବା ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738487491.jpg)
3/7
ମହାକୁମ୍ଭରେ ପାଖାପାଖି ଜଣେ ୭୦ ବର୍ଷ ବୟସ୍କା ମହିଳା, ଯିଏ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ମିଳନ ସ୍ଥଳରେ ପ୍ରବେଶ କରିବା ପୂର୍ବରୁ ପାଣିରେ ମୁହଁ ଧୋଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738487518.jpg)
4/7
ସନାତନ ଧର୍ମର ସବୁଠାରୁ ବଡ ପଦ ହେଉଛି ଶଙ୍କରାଚାର୍ଯ୍ୟ। ସେ ମଧ୍ୟ ମୌନୀ ଅମାବାସ୍ୟା ଅବସରରେ ପବିତ୍ର ସ୍ନାନ କରି ସମଗ୍ର ବିଶ୍ୱକୁ ସନାତନ ଧର୍ମର ସାଧୁମାନଙ୍କୁ ବିଶେଷ ସମ୍ମାନର ବାର୍ତ୍ତା ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738487547.jpg)
5/7
ପ୍ରୟାଗରାଜ ସଂଗମରେ ପ୍ରତି ମୁହୂର୍ତ୍ତରେ ଶ୍ରଦ୍ଧାଳୁମାନେ ପବିତ୍ର ବୁଡ ପକାଉଛନ୍ତି। ଏହି ଫଟୋ କିନ୍ତୁ ସକାଳର ଏହି ସୁନ୍ଦର ବ୍ରାହ୍ମ ମୁହୁର୍ତ୍ତରେ କିପରି ବୁଡ ପକାଯାଏ ତାହା କହିଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738487577.jpg)
6/7
ପ୍ରତି ବାପାମାଆଙ୍କର ଏକ ସ୍ୱପ୍ନ ଥାଏ ଯେ, ସେମାନଙ୍କର ପୁଅ ସେମାନଙ୍କୁ ଚାରିଧାମ ବୁଲେଇ ନେଉ। ସେହିଭଳି ଏକ ଉଦାହରଣ ପ୍ରୟାଗରାଜ ସଙ୍ଗମରେ ଦେଖିବାକୁ ମିଳେ। ଜଣେ ପୁଅ ନିଜ ବୃଦ୍ଧା ମା’ଙ୍କୁ କିପରି ସଙ୍ଗମକୁ ନେଉଛନ୍ତି ତାହା ଦେଖିବାକୁ ମିଳୁଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738487603.jpg)
7/7
ଏହି ଫଟୋରେ ଦେଖିବାକୁ ମିଳେ ଜଣେ ଜେଜେମା ତାଙ୍କ ନାତୁଣୀକୁ କାନ୍ଧରେ ବସେଇ ମହାକୁମ୍ଭରେ ବୁଡ଼ ପକାଇବାକୁ ଆସିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)