Advertisment

Health Tips: ଆପଣ ରାତିରେ ଲୁଗାପଟା ଶୁଖାଉଛନ୍ତି କି… ଯାଇପାରନ୍ତି ଡାକ୍ତରଖାନା

ଯଦି ଆପଣ ମଧ୍ୟ ରାତିରେ ଲୁଗାପଟା ଶୁଖାଉଛନ୍ତି, ତେବେ ସାବଧାନ। ଏହା କପଡାରେ ବ୍ୟାକ୍ଟେରିଆ ଏବଂ କୀଟାଣୁ ଆଶଙ୍କା ବଢାଇପାରେ ଯାହା ପିଲାମାନଙ୍କର ସ୍ୱାସ୍ଥ୍ୟକୁ କ୍ଷତିକାରକ। ଦିନରେ ଲୁଗାପଟା ଶୁଖାଇବା ଭଲ, କାରଣ ସୂର୍ଯ୍ୟ କିରଣ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ ଏବଂ କପଡାକୁ ଶୀଘ୍ର ଶୁଖାଇଦିଏ, ଯାହାଦ୍ୱାରା ଉତ୍ତମ ସ୍ୱଚ୍ଛତା ବଜାୟ ରହିଥାଏ।

author-image
Pramod Behera
Dangers of drying clothes at night

Dangers of drying clothes at night

Advertisment
Advertisment