• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Independence Day 2024 Achievements of india after independence
Independence Day 2024: ଆଗେଇ ଚାଲିଛି ଭାରତ; ଶିକ୍ଷା-ଚିକିତ୍ସା-କ୍ରୀଡା ସବୁଥିରେ ବିକାଶ

ବ୍ରିଟିଶ ଶାସନରୁ ମୁକ୍ତି ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଛି। ଏହାର ବିକାଶ କ୍ଷୀପ୍ର ଗତିରେ ବଢି ଚାଲିଛି। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।

This year india celebrate 77th or 78th independence day
Independence Day 2024: ଚଳିତ ବର୍ଷ କେତେ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଆମ ଦେଶ ; ୭୭ ନା ୭୮…

ଆଜି ଦେଶ ସ୍ୱାଧୀନ ହେବାର କେତେ ବର୍ଷ ହୋଇଗଲା ଅର୍ଥାତ୍ ଚଳିତ ବର୍ଷ ଭାରତରେ ସ୍ୱାଧୀନତା ଦିବସର କେତେ ତମ ବାର୍ଷିକୀ ପାଳନ କରାଯାଉଛି ଓ ଏହାର ଥିମ୍‌ କ’ଣ ଆସନ୍ତୁ ଜାଣିବା।

India post gds merit list 2024 result will soon be available
India Post GDS Merit List: ଖୁବ୍ ଶୀଘ୍ର ଶେଷ ହେବ GDSର ମେରିଟ୍ ଲିଷ୍ଟର ଅପେକ୍ଷା; ଏହି ସାଇଟ୍‌କୁ ଯାଇ କରନ୍ତୁ ଯାଞ୍ଚ

GDSର ମେରିଟ୍ ଲିଷ୍ଟର ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏଥିପାଇଁ GDS ନିଯୁକ୍ତି ପରୀକ୍ଷାର ଫଳାଫଳ ଏବଂ ମେରିଟ୍ ଲିଷ୍ଟ୍ ଶୀଘ୍ର ପ୍ରକାଶ ପାଇବ। ସମଗ୍ର ଦେଶରେ ୨୩ଟି ଡାକ ସର୍କଲରେ ୪୪୨୨୮ ଗ୍ରାମୀଣ ଡାକ ପୋଷ୍ଟ ପୂରଣ ହେବ।

emergency trailer out kangana ranaut as indira gandhi shreyas talpade as atal bihari vajpayee
Emergency Trailer: ରିଲିଜ୍ ହେଲା ‘ଏମର୍‌ଜେନ୍ସୀ’ ଟ୍ରେଲର; ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ଦୃଶ୍ୟ ଦେଖାଇବାକୁ ଆସୁଛନ୍ତି କଙ୍ଗନା

ଫିଲ୍ମ ‘ଏମର୍‌ଜେନ୍ସୀ’ ଟ୍ରେଲର ରିଲିଜ ହୋଇଛି। କଙ୍ଗନା ରାଣାୱତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ମାସରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। କଙ୍ଗନାଙ୍କ ଏହି ଫିଲ୍ମଟି ଜରୁରୀକାଳୀନ ସମୟର ଘଟଣା ଉପରେ ଆଧାରିତ।

Hardik pandya dating singer jasmine walia after split from natasa stankovic
ନତାଶାଙ୍କ ଠାରୁ ଅଲଗା ହେଉ ହେଉ ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ଲଭ୍ ବାର୍ଡ ! କିଏ ଏହି ସୁନ୍ଦରୀ…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍‌ ବିବାହ ବିଚ୍ଛେଦ ହୋଇଛି। ଏହି ଖବର ପରେ ଅର୍ଥାତ୍ ଛାଡପତ୍ର ନିଶ୍ଚିତ ହେବାର ମାତ୍ର ୨୫ ଦିନ ପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମିକା ମିଳିଯିବା ଖବର ଆସିଛି।

How to develop positive mindset know some easy ways for happy life
Tips and Tricks: ଆଜିର ବ୍ୟସ୍ତବହୁଳ ଜୀବନରେ ନିଜକୁ କେମିତି ରଖିବେ ପଜିଟିଭ୍‌; ଜାଣନ୍ତୁ ୭ ଟିପ୍ସ

ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ସକରାତ୍ମକ ରଖିବାକୁ ହେଲେ କେତେକ ଟିପ୍ସ ଉପରେ ନଜର ରଖିବାକୁ ହେବ। ତେବେ ଆସନ୍ତୁ ସେହି ଟିପ୍ସଗୁଡିକ କ’ଣ ଜାଣିନେବା ଆଉ ନିଜକୁ ସବୁ ପରିସ୍ଥିତିରେ ବି ପଜିଟିଭ୍ ରଖିବା।

How to check how many sim cards issued on your name
Technology: ଆପଣଙ୍କ ନାଁରେ ସ୍କାମର୍‌ ସିମ୍ କାର୍ଡ ଚଳାଉ ନାହାନ୍ତି ତ… କେମିତି ଜାଣିବେ…

ଆପଣ ଜାଣନ୍ତି କି ସ୍କାମରମାନେ ମଧ୍ୟ ଆପଣଙ୍କ ନାଁରେ ଏକ ସିମ୍ କାର୍ଡ ନେଇ ଏହାର ଅପବ୍ୟବହାର କରିପାରିବେ। ଏପରି ପରିସ୍ଥିତିରେ, ଆପଣ ଖୁବ ସତର୍କ ହେବା ଜରୁରୀ। ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କ ID କିମ୍ବା ଆପଣଙ୍କ ନାଁରେ କେତେ ସିମ୍ କାର୍ଡ ଚାଲୁଛି,...

The man puts his tongue inside the snake mouth
Viral Video: ଆରେ ବାପ୍‌ରେ! ସାପ ପାଟିରେ ପୂରେଇ ଦେଲେ ଜିଭ; ହେଲେ ସାପ…

ଜଣେ ଯୁବକ ଏବଂ ସାପ ପରସ୍ପରକୁ ରୋମାନ୍ସ କରୁଥିବା ଦେଖାଯାଏ। ଭାଇରାଲ୍ ଭିଡିଓରେ ଜଣେ ଯୁବକ ସାପର ପାଟିରେ ଜିଭ ପୂରଉଛି। ଏହାକୁ ଦେଖିଲେ ଲାଗୁଛି ସତେ ଯେପରି ସେ ମୁହଁ ଖୋଲି ତା’ ଉପରେ ଆକ୍ରମଣ କରିବ।

7 management rules crack any competitive examination
Career Tips: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି… ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ; ମିଳିବ ସଫଳତା

ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ଅନେକ ସମୟରେ ଏହା ମଧ୍ୟ ଦେଖାଯାଏ ଯେ ଭଲ ପ୍ରସ୍ତୁତି ସତ୍ତ୍ୱେ କିମ୍ବା ଭୁଲ ପ୍ୟାଟର୍ନରେ ପ୍ରସ୍ତୁତି ହେତୁ ପିଲାମାନେ ପରୀକ୍ଷାରେ ବିଫଳ ହୁଅନ୍ତି। କିନ୍ତୁ ଏମିତି କିଛି ଟିପ୍ସ ଅଛି ଯାହା ସମସ୍ତ ପ୍ରାର୍ଥୀଙ୍କ ପାଇଁ...

rajkummar rao shraddha kapoor film stree 2 advance booking
'ସ୍ତ୍ରୀ ୨' ରିଲିଜ୍ ନ ହେଉଣୁ କଲାଣି ହଲ୍‌ଚଲ୍; ରୋଜଗାରରେ ଭାଙ୍ଗିଲାଣି ରେକର୍ଡ

'ସ୍ତ୍ରୀ ୨' ରିଲିଜ୍ ହେବା ପୂର୍ବରୁ ହଲ୍‌ଚଲ୍ ସୃଷ୍ଟି କରିବା ଆରମ୍ଭ କରିଛି। ଫିଲ୍ମଟି ଆଗୁଆ ବୁକିଂରେ ବହୁତ ଭଲ ରୋଜଗାର କରୁଛି। ଯେଉଁଭଳି ଭାବରେ ଟିକେଟ୍ ଆଗୁଆ ବୁକିଂରେ ବିକ୍ରି ହେଉଛି, ଏହା ସ୍ପଷ୍ଟ ଯେ ଫିଲ୍ମଟି ଉଦ୍‌ଘାଟନୀ ଦିବସରେ ବକ୍ସ ଅଫିସରେ ହଇଚଇ କରିବ।

Taarak Mehta actor gurucharan singh says burdened by rs 12 cr debt
ମୋ ବୁଢା ବାପାମାଆଙ୍କର ଯତ୍ନ ନେବା ପାଇଁ ମୁଁ କାମ ଖୋଜୁଛି, ହେଲେ କାମ ମିଳୁନି; ଗୁରୁଚରଣ ସିଂହ

‘ତାରକ ମେହେଟା କା ଉଲ୍‌ଟା ଚଶ୍‌ମା’ରେ ରୋଶନ ସିଂହ ସୋଡି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଗୁରୁଚରଣ ସିଂହ ଏପ୍ରିଲରେ ଗୋଟିଏ ମାସ ନିଖୋଜ ହେବା ପରେ ଜୁଲାଇରେ ମୁମ୍ବାଇ ଫେରିଥିଲେ। ଅଭିନେତା ପ୍ରକାଶ କରିଛନ୍ତି ଯେ ତାଙ୍କର ୧.୨ କୋଟି ଟଙ୍କାର ଋଣ...

How to take care of smartphone know
Technology: ଏହି ୫ଟି ଟିପ୍ସ ମାନିଲେ, ପୁରୁଣା ଫୋନ୍ ବି ନୂଆ ଭଳି ଚାଲିବ

ଯଦି ଆପଣ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଆପଣଙ୍କର ସ୍ମାର୍ଟଫୋନ୍ ପରିବର୍ତ୍ତନ କରୁଛନ୍ତୁ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଆପଣ ସ୍ମାର୍ଟଫୋନ୍‌କୁ ନ ବଦଳେଇ କିଛି ଟିପ୍ସ ଦ୍ୱାରା ଆପଣଙ୍କର ପୁରୁଣା ଫୋନ୍‌କୁ ନୂଆ ଭଳି କରିପାରିବେ।

How to make Rakhi at home
Relationship Tips: ଭାଇ ପାଇଁ ଅତି ସହଜରେ ନିଜ ହାତରେ ତିଆରି କରନ୍ତୁ ଏମିତି ସୁନ୍ଦର ରାକ୍ଷୀ

ଏବେ ବଜାରର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଡିଜାଇନର୍ ରାକ୍ଷୀ ବିକ୍ରି ହେଉଛି। ଏପରି ପରିସ୍ଥିତିରେ, ଯଦି ଆପଣ ନିଜ ଭାଇ ପ୍ରତି ପ୍ରେମ ଏବଂ ସ୍ନେହ ଦେଖାଇବାକୁ ଚାହୁଁଛନ୍ତି, ତେବେ ବହୁତ କମ୍ ଉପାଦାନ ଏବଂ କମ୍ ସମୟ ମଧ୍ୟରେ ଘରେ ଏକ ସୁନ୍ଦର ରାକ୍ଷୀ ମଧ୍ୟ...

ITBP Constable Recruitment 2024
ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ

ITBPରେ ସରକାରୀ ଚାକିରି ପାଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନିଯୁକ୍ତି ପାଇଁ ITBP ଦ୍ୱାରା ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

Birthday of sara ali khan view some of his attractive photos
କୋଟି କୋଟି ଟଙ୍କାର ମାଲିକାଣୀ ହୋଇ ବି ଭାରି କଞ୍ଜୁସ୍ ନବାବ ରାଜକନ୍ୟା ଏହି ସୁନ୍ଦରୀ

ସାରା ଅଲି ଖାନ ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜି ସାରା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆଜି ତାଙ୍କୁ ୨୯ ବର୍ଷ ହୋଇଛି। ଏତେ କମ୍ ବର୍ଷରେ ବି ଅଭିନେତ୍ରୀ କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି। ହେଲେ ସେ ଭାରି କଞ୍ଜୁସ୍ ବୋଲି...

Kanguva trailer released
Kanguva Trailer: ଆସିଲା ‘କଙ୍ଗୁଭା’ର ଧୂଆଁଧାର୍ ଟ୍ରେଲର୍; ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ବବି ଦେଓଲ୍

ଆଜି ନିର୍ମାତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଙ୍ଗୁଭା’ର ଚମତ୍କାର ଟ୍ରେଲର ରିଲିଜ୍ କରିଛନ୍ତି, ଯାହା ୟୁଟ୍ୟୁବରେ ଆସିବା ମାତ୍ରେ ଟ୍ରେଣ୍ଡ୍‌ କରୁଥିବା ଦେଖାଯାଉଛି। ଏଥିରେ ଫିଲ୍ମ ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ଦେଖାଯାଉଛନ୍ତି ବବି ଦେଓଲ୍।

International Youth Day 2024 five steps a govt should take to develop youth
International Youth Day 2024: ଯୁବକମାନଙ୍କ ବିକାଶ ପାଇଁ ସରକାର ଏହି ପଦକ୍ଷେପ ନେବା ଜରୁରୀ

ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଅବସ୍ଥା ପାଇଁ ଯୁବକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଯୁବକମାନଙ୍କ ବିକାଶ ପାଇଁ ସରକାର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ତେବେ ଏମିତି କିଛି ପଦକ୍ଷେପ ଅଛି, ଯୁବକମାନଙ୍କ ବିକାଶ ପାଇଁ ସରକାର ନେବା ଜରୁରୀ। ଆସନ୍ତୁ ସେସବୁ ଜାଣିବା।

Behavior that impresses a girl’s parents
Relationship Tips: ପ୍ରେମିକାର ବାପାମା'ଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି କି… ଏହି ୬ଟି କଥା ମାନନ୍ତୁ

ଯଦି ଜଣେ ପୁଅ କୌଣସି ଝିଅକୁ ପସନ୍ଦ କରେ ଆଉ ବିବାହ କରିବାକୁ ଚାହେଁ ତେବେ ଏଥିରେ ସବୁଠାରୁ ବଡ ଆହ୍ୱାନ ହେଉଛି ଝିଅର ବାପାମାଆଙ୍କ ହୃଦୟ ଜିତିବା। ଆମ ସମାଜରେ କିନ୍ତୁ ଏମିତି କିଛି ଆଚରଣ ଅଛି ଯାହା ଦ୍ୱାରା ଜଣେ ସେମାନଙ୍କ ଭରସାକୁ ଜିତିପାରେ। ଆସନ୍ତୁ...

RRB Paramedical Recruitment 2024  Apply for 1376 posts
RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ଆପଣଙ୍କ ପାଇଁ। ଏନେଇ RRB ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ପାରାମେଡିକାଲ୍ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି...

Vaani kapoor looks gorgeous in saree fans fell in love
ବାଣୀ କପୁରଙ୍କ ଶାଢି ଲୁକ୍ ଦେଖି ଦିୱାନା ହେଲେ ଯୁବକ

ଆଜିକାଲି ବାଣୀ କପୁର ତାଙ୍କ ଫିଲ୍ମ 'ଖେଲ୍‌ ଖେଲ୍‌ ମେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଏହି ସୁନ୍ଦରୀ ନିଜକୁ ସଜେଇ ପ୍ରତ୍ୟେକ ଇଭେଣ୍ଟରେ ପହଞ୍ଚୁଛନ୍ତି। ତାଙ୍କ ଷ୍ଟାଇଲ୍‌କୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ତେବେ ଆସନ୍ତୁ ନିକରେ ସେ ତାଙ୍କୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା କିଛି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।