ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ। ଗଣମାଧ୍ୟମ ଜଗତରେ, ଫଟୋଗ୍ରାଫ୍ କୌଣସି ଏକ କାହାଣୀକୁ ତିଆରି କରିପାରେ ଆଉ ଭାଙ୍ଗି ବି ପାରେ, ତେଣୁ ଆଜକାଲି ଫଟୋ ସାମ୍ବାଦିକତା ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଭାବରେ ପ୍ରତିଷ୍ଠିତ ପାରିଛି। ଏଥିରେ କ୍ୟାରିୟର କରିବାକୁ ଚାହୁଁଥିଲେ ପଢନ୍ତୁ…
ରାକ୍ଷୀ ବନ୍ଧାର ଏହି ପରମ୍ପରା ଆଜିକାଲିର ନୁହେଁ, ଏହା ବହୁ ପ୍ରାଚୀନ। ପୁରାଣରେ ମଧ୍ୟ ଏହାର ଝଲ ଦେଖିବାକୁ ମିଳେ। କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତେବେ ଏହାକୁ ନେଇ କ’ଣ କୁହେ ପୁରାଣ ଆସନ୍ତୁ...
ଆପଣ ଯଦି କମ ପାଠ ପଢି ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ ଭାରତୀୟ ବାୟୁସେନା ଏକ ବିଜ୍ଞପ୍ତି ଜାରି କରିଛି।
କଙ୍ଗନା ତାଙ୍କ ଫିଲ୍ମ 'ଏମର୍ଜେନ୍ସୀ'ର ମାହୋଲ୍ ଭିତରେ ପୁଣିଥରେ ବଲିଉଡ ପାର୍ଟିକୁ ନେଇ ମୁହଁ ଖୋଲିଛନ୍ତି। ସେ ବଲିଉଡ୍ ତାରକାମାନଙ୍କୁ ମନମାନୀ ଏବଂ ମୂର୍ଖ ବୋଲି କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ବଲିଉଡ୍ ପାର୍ଟିରେ ହେଉଥିବା କଥାବାର୍ତ୍ତାକୁ ସେ ପସନ୍ଦ କରନ୍ତି ନାହିଁ।
ଫିଲ୍ମ ‘ଦି ଗ୍ରେଷ୍ଟ୍ ଅଫ୍ ଅଲ୍ ଟାଇମ୍’ (GOAT) ର ନା’ ଶୁଣିବା ମାତ୍ରେ ଆଡ୍ଭାନ୍ସ ବୁକିଂ ଆରମ୍ଭ ହୋଇଥିଲା। ତେଣୁ ପ୍ରଶଂସକମାନେ ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍କୁ ଅପେକ୍ଷା କରିଥିବା ନଜର ଆସିଛନ୍ତି। ବର୍ତ୍ତମାନ ନିର୍ମାତା ଏହାର ଦମଦାର ଟ୍ରେଲର ରିଲିଜ କରିଛନ୍ତି।
ସାଧାରଣ ଝଗଡା ଏବଂ ଭାବପ୍ରବଣ ନିର୍ଯାତନା ମଧ୍ୟରେ ପାର୍ଥକ୍ୟ ବୁଝିବା କଷ୍ଟକର। କିନ୍ତୁ ଏକାଠି ରହିବା ପରେ କିଛି କାର୍ଯ୍ୟକଳାପକୁ ଦେଖିଲେ ଏହା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ଏକ ସଂପର୍କରେ ଭାବପ୍ରବଣ ନିର୍ଯାତନାର ଲକ୍ଷଣ କ’ଣ ଏବଂ ଏକ ଅପମାନଜନକ ସମ୍ପର୍କକୁ କିପରି ଚିହ୍ନଟ କରାଯାଇପାରିବ।
ଚୁଟିକୁ ଗହଳିଆ, କଳା ଏବଂ ବଢିବାରେ ସାହାଯ୍ୟ କରିବା ପାଇଁ ଯୋଗାସନ ଅଭ୍ୟାସ କରିବା ପ୍ରଭାବଶାଳୀ ହୋଇଥାଏ। ଯୋଗ କରିବା ଦ୍ୱାରା ଚୁଟିର ସ୍ୱାସ୍ଥ୍ୟ ଉପରେ ଲାଭଦାୟକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ କେଉଁ ସବୁ ଯୋଗାସନ କରିବା ଦ୍ୱାରା ଏ ସବୁ ଫଳ ମିଳିବ ସେ ବିଷୟରେ...
SSC ପ୍ରତିଯୋଗିତାମୂଳକ ପରୀକ୍ଷାରେ ହାଜର ହେବା ପୂର୍ବରୁ ଏକ ଫର୍ମ ପୂରଣ କରିବାକୁ ପଡିଥାଏ। ତେବେ SSC ପରୀକ୍ଷା ଫର୍ମ ପୂରଣ କରିବା ଏତେ ସହଜ ନୁହେଁ। ଯଦିବି ଏଥିରେ ଗୋଟିଏ ଛୋଟ ଭୁଲ ହୋଇଯାଏ, ତେବେ ଆପଣଙ୍କର ଫର୍ମକୁ ପ୍ରତ୍ୟାଖ୍ୟାନ କରିଦିଆଯିବ।
ବଲିଉଡ୍ କିଙ୍ଗ୍ ଶାହରୁଖ ଖାନ ପ୍ରକାଶ କରିଛନ୍ତି ଯେ ସେ ଦିନକୁ ଥରେ ଖାଆନ୍ତି ଏବଂ ମାତ୍ର ୪ ଘଣ୍ଟା ଶୁଅନ୍ତି। ରାତି ୨ଟାରେ ଫେରି ବ୍ୟାୟାମ ମଧ୍ୟ କରନ୍ତି। ତେବେ ଆସନ୍ତୁ ତାଙ୍କ ଜୀନଶୈଳୀକୁ ନେଇ ସେ କ’ଣ କହିଛନ୍ତି ଜାଣିବା।
'ସ୍ତ୍ରୀ ୨’ ରୋଜଗାର ଦୃଷ୍ଟିରୁ ବହୁତ ଆଗରେ ଅଛି। ଦ୍ୱିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଏହି ଚଳଚ୍ଚିତ୍ର ୨୦୨୪ର ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଜାଣନ୍ତୁ କେତେ କଲାଣି ରୋଜଗାର, କିଏ ନେଇଛନ୍ତି କେତେ?
ଆଜିର ଡିଜିଟାଲ୍ ଯୁଗରେ ଲୋକମାନେ ନିଜର ପ୍ରାଇଭେସୀ ଏବଂ ଡାଟାକୁ ନେଇ ବହୁତ ଚିନ୍ତିତ। ଯଦି ଆପଣ ମଧ୍ୟ ଆପଣଙ୍କର ଡାଟା ଏବଂ ପ୍ରାଇଭେସୀକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତେବେ ଆପଣ ଏହି ଖବରରୁ କିଛି ଉପଯୋଗୀ ସୂଚନା ପାଇପାରିବେ।
ଏକ ଅଣ୍ଡାରୁ ଏକ ଅହିରାଜ ଛୁଆ ବାହାରୁଥିବାର ଏକ ଭିଡିଓ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି ଏବଂ ପ୍ରକୃତିର ସବୁଠାରୁ ବିପଜ୍ଜନକ ସରୀସୃପଙ୍କ ଜନ୍ମ ବିଷୟରେ ଏକ ନିଆରା ଝଲକ ପ୍ରଦାନ କରି ଲୋକଙ୍କୁ ଚକିତ କରିଛି।
ଉତ୍ତର ରେଳବାଇ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ନିଯୁକ୍ତି ପାଇଁ RRC ଦ୍ୱାରା ବିଜ୍ଞପ୍ତି ଜାରି ହୋଇଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।
୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୟଶ୍ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନେନ ଏବଂ ମାନସୀ...
'କଲ୍କୀ ୨୮୯୮ ଏଡି' (ହିନ୍ଦୀ) ଏବଂ 'ଫାଇଟର୍'କୁ ପଛରେ ପକାଇ 'ସ୍ତ୍ରୀ ୨' ୨୦୨୪ର ସବୁଠାରୁ ବଡ ଓପନିଂ ଚଳଚ୍ଚିତ୍ର ହୋଇପାରିଛି। ଏହା ଶାହରୁଖ ଖାନଙ୍କ 'ପଠାନ'କୁ ବି ପଛରେ ପକେଇ ଦେଇଛି।
ଭାରତର ସ୍ୱାଧୀନତା ସଂଗ୍ରାମରେ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ନାରୀ-ପୁରୁଷ କାନ୍ଧକୁ କାନ୍ଧ ମିଶେଇ ସଂଗ୍ରାମ କରିଥିଲେ। ଓଡ଼ିଶାର ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀରେ ଝାସ ଦେଇଥିଲେ। ତେବେ ଆସନ୍ତୁ ଏମିତି ୪ ମହିୟସୀଙ୍କୁ ଜାଣିବା।
ବ୍ରିଟିଶ ଶାସନରୁ ମୁକ୍ତି ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଛି। ଏହାର ବିକାଶ କ୍ଷୀପ୍ର ଗତିରେ ବଢି ଚାଲିଛି। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।
ଆଜି ଦେଶ ସ୍ୱାଧୀନ ହେବାର କେତେ ବର୍ଷ ହୋଇଗଲା ଅର୍ଥାତ୍ ଚଳିତ ବର୍ଷ ଭାରତରେ ସ୍ୱାଧୀନତା ଦିବସର କେତେ ତମ ବାର୍ଷିକୀ ପାଳନ କରାଯାଉଛି ଓ ଏହାର ଥିମ୍ କ’ଣ ଆସନ୍ତୁ ଜାଣିବା।
GDSର ମେରିଟ୍ ଲିଷ୍ଟର ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏଥିପାଇଁ GDS ନିଯୁକ୍ତି ପରୀକ୍ଷାର ଫଳାଫଳ ଏବଂ ମେରିଟ୍ ଲିଷ୍ଟ୍ ଶୀଘ୍ର ପ୍ରକାଶ ପାଇବ। ସମଗ୍ର ଦେଶରେ ୨୩ଟି ଡାକ ସର୍କଲରେ ୪୪୨୨୮ ଗ୍ରାମୀଣ ଡାକ ପୋଷ୍ଟ ପୂରଣ ହେବ।
ଫିଲ୍ମ ‘ଏମର୍ଜେନ୍ସୀ’ ଟ୍ରେଲର ରିଲିଜ ହୋଇଛି। କଙ୍ଗନା ରାଣାୱତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ମାସରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। କଙ୍ଗନାଙ୍କ ଏହି ଫିଲ୍ମଟି ଜରୁରୀକାଳୀନ ସମୟର ଘଟଣା ଉପରେ ଆଧାରିତ।