• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Sooryavanshi film song Aila Re Aila teaser out
‘ସୂର୍ଯ୍ୟବଂଶୀ’ ଟିଜର୍‌ ରିଲିଜ୍, ଆସନ୍ତା କାଲି ଗୀତ

ରୋହିତ ଶେଟ୍ଟୀଙ୍କ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର ‘ସୂର୍ଯ୍ୟବଂଶୀ’ ନଭେମ୍ବର ୫ରେ ରିଲିଜ୍ ହେବ। ଦର୍ଶକେ ଏହି ଫିଲ୍ମକୁ ବହୁତ ଉତ୍ସାହର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ଗେଷ୍ଟ୍ କଳାକାର ଭାବେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ...

Janhvi Kapoor gets angry on Boney Kapoor
ଏୟାରପୋର୍ଟରେ ବାପା ବୋନୀ କପୁରଙ୍କୁ ଗାଳି କଲେ ଜାହ୍ନବୀ, ଜାଣନ୍ତୁ କାହିଁକି?

ମଙ୍ଗଳବାର ଜାହ୍ନବୀ କପୁର ତାଙ୍କ ବାପା ବୋନୀ କପୁରଙ୍କ ସହିତ ଏୟାରପୋର୍ଟରେ ନଜର ଆସିଥିଲେ। ତେବେ ମା ଶ୍ରୀଦେବୀ ଏ ଦୁନିଆରୁ ବିଦାୟ ନେବା ପରେ ଜାହ୍ନବୀ ତାଙ୍କ ବାପାଙ୍କର ବହୁତ କେୟାର ନେଉଛନ୍ତି। ଏୟାରପୋର୍ଟରେ ଯେତେବେଳେ ସେମାନଙ୍କୁ ଫଟୋଗ୍ରାଫର ମାନେ ଭେଟିଥିଲେ ବୋନୀ କପୁରଙ୍କୁ ମାସ୍କ କାଢିବା...

10 lakh species will extinct on earth in this century
ଏହି ଶତାବ୍ଦୀରେ ବିଲୁପ୍ତ ହେବେ ଘରଚଟିଆ-କାଉ ଭଳି ୧୦ ଲକ୍ଷ ଜୀବ

ଦେଶ ଦୁନିଆରେ ଜୈବ ବିବିଧତା ଅତି କ୍ଷୀପ୍ର ଗତିରେ ଶେଷ ହେଉଛି। ଆମ ଚାରିପାଖରେ ଥିବା ଏପରି ଅନେକ ଜୀବକୁ ଆମେ ମନେ ପକେଇପାରିବା ଯେ ଯେଉଁମାନେ ପ୍ରଚୁର ପରିମାଣରେ ଥିଲେ କିନ୍ତୁ ଏବେ ଆଉ ଦେଖାଯାଉ ନାହାନ୍ତି। ଏଥିରୁ ଘରଚଟିଆ ଅନ୍ୟତମ। ଏହି ପକ୍ଷୀମାନେ କିଛି ଦଶନ୍ଧି...

Child was making earthen lamps for diwali
ଖେଳିବା ବୟସରେ ବୃତ୍ତିକୁ ନିଜର କରିଛି ଏହି ପିଲା

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପ ଆଲୋକରେ ଝଲସିବ ଭାରତ। ଏହି ପର୍ବରେ ପ୍ରେତ୍ୟେକ ହିନ୍ଦୁ ନିଜ ଘରରୁ ଦୀପରେ ସଜାଇଥାନ୍ତି। ଏନେଇ ବର୍ତ୍ତମାନଠାରୁ ବଜାରରେ ଦୀପାବଳି ସାମଗ୍ରୀର ଦୋକାନ ପସରା ମେଲିଲେଣି। କୁମ୍ଭାରମାନେ ମଧ୍ୟ ମାଟି ଦୀପ ତିଆରି କରିବାରେ ବ୍ୟସ୍ତ। ଏହି ଅବସରରେ ସୋସିଆଲ...

Little boy was declared cancer free
କର୍କଟର ମୁହଁରୁ ବଞ୍ଚିଲା କୁନି ପୁଅ; ବାପାର ଖୁସି କହିଲେ ନ ସରେ

କର୍କଟ ରୋଗ ହେଉଛି ଜୀବନର ଘାତକ। ଏହି ରୋଗ ଥରେ ଯାହାକୁ ହେଇଯାଏ ସେ ତ ମୃତ୍ୟୁ ସହ ସଂଗ୍ରାମ କରେ ଏହା ସହିତ ପରିବାରର ସବୁ ସୁଖ ମଧ୍ୟ ପାଣି ହୋଇଯାଏ। ଏହି ରୋଗ ଦୀର୍ଘ ସମୟ ଧରି ରହୁଥିବା ବେଳେ ଏହାର ଚିକିତ୍ସା ମଧ୍ୟ ଦୀର୍ଘ...

Yohani will debut in bollywood
ବଲିଉଡ୍‌ରେ ହଙ୍ଗାମା କରିବେ ୟୋହାନୀ : ହିନ୍ଦୀରେ ଗାଇବେ ‘ମନିକେ ମାଗେ ହିତେ’

ଶ୍ରୀଲଙ୍କାର ଭାଇରାଲ୍ ସିଙ୍ଗର ୟୋହାନୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ନିକଟରେ ସେ ମଧ୍ୟ ବିଗ୍ ବସ୍‌ ଶୋ’ରେ ନଜର ଆସିଥିଲେ। ତାଙ୍କର ଲୋକପ୍ରିୟ ଗୀତ ‘ମନିକେ ମାଗେ ହିତେ’ ଜବରଦସ୍ତ ଭାଇରାଲ ହେବା ପରେ ସେ ବର୍ତ୍ତମାନ ଇଣ୍ଟର୍‌ନେସ୍‌ନାଲ୍‌ ସେନ୍ସେଶନ ହୋଇଯାଇଛନ୍ତି। ଏହା ଭିତରେ ତାଙ୍କ ଅନେକ...

Arun Govil to reprise the role of Lord Ram
ସିନେମାକୁ ଫେରିବେ; ପୁଣି ରାମ ହେବେ

ବଲିଉଡ୍ ଓ ଛୋଟ ପରଦାରେ ଅରୁଣ ଗୋଭିଲ୍ ଅନେକ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ସେ ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଆସିଲେ ଲୋକେ ତାଙ୍କୁ ପ୍ରକୃତ ଭଗବାନ ମାନିନେଲେ। ଅରୁଣ ପୂରା ସଜାଗତାର ସହିତ ଏହି ଅଭିନୟ କରିଥିଲେ। ତାଙ୍କର ଓଠର ହାଲ୍‌କା...

Kangana Ranaut troll for wearing revealing dress
ବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଲେ କଙ୍ଗନା; ଲୋକେ ମନେପକେଇଦେଲେ ସଂସ୍କୃତିର କଥା

ବଲିଉଡ୍‌ର ପଙ୍ଗା କ୍ୱିନ୍ କଙ୍ଗନା ରଣୱତ୍ ଆଜିକାଲି ପୂରା ଇଣ୍ଡଷ୍ଟ୍ରୀ ଓ ମହାରାଷ୍ଟ୍ର ସରକାର ସହ ପଙ୍ଗା ନେବା ପାଇଁ ଅନେଇ ବସିଛନ୍ତି। ତାଙ୍କର ରୋକଠୋକ କଥା ନେଇ ସେ ପ୍ରାୟ ସମୟରେ ବିବାଦ ଘେରକୁ ଆସିଥାନ୍ତି। କେତେବେଳେ ସରକାରଙ୍କୁ ନେଇ ଟାର୍ଗେଟ୍ କରନ୍ତି ତ ପୁଣି କେତେବେଳେ...

Real story of controversial Baba Ram Rahim
ପିଲାଟି ଦିନରୁ ବିଛୁଆତି ; ରାମ ରହିମଙ୍କ ପୂରା କାହାଣୀ

ରଣଜିତ ସିଂ ହତ୍ୟା ମାମଲାରେ ୫ ଜଣଙ୍କ ସହ ବାବା ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାପୂର୍ବରୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସହିତ ସାଧ୍ୱୀମାନଙ୍କୁ ଯୌନ ଶୋଷଣ ମାମଲାରେ ତାଙ୍କୁ ବିଭିନ୍ନ ଦଣ୍ଡ ମିଳିସାରିଛି। ରାମ ରହୀମଙ୍କ ବାବା ହେବାର କାହାଣୀ ମଧ୍ୟ...

Crying Room
ଏଇଠି ରହିଛି କାନ୍ଦିବା ଘର; ଯିବେ ଓ ମନଭରି କାନ୍ଦିବେ

ଗୋଟିଏ ଘରେ ବେଡ୍‌ରୁମ୍, ଲିଭିଙ୍ଗ୍‌ରୁମ୍, କିଚେନ୍ ରୁମ୍ ଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ଆପଣମାନେ କ’ଣ କେବେ କ୍ରାଇଙ୍ଗ୍ ରୁମ୍ ବିଷୟରେ ଶୁଣିଛନ୍ତି କି? ବିଶ୍ୱାସ ନ ହେଉଥିଲେ ବି ଏହା ସତ। ଲୋକଙ୍କୁ ଚାପମୁକ୍ତ କରିବା ନେଇ ଏଭଳି ରୁମ୍‌ ତିଆରି ହେଉଛି। ଏଠାକୁ ଲୋକେ...

Child love for father
ନିଜ ବାପାକୁ ଭେଟିବା ପାଇଁ ସବୁ ସୀମା ଡେଇଁଗଲା କୁନି ପୁଅ

ସାଧାରଣତଃ ଛୋଟ ପିଲାମାନେ ସେମାନଙ୍କ ବାପା-ମାଆଙ୍କୁ ବହୁତ ଭଲ ପାଇଥାନ୍ତି। ବାପା-ମାଆମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ବହୁତ ସ୍ନେହ କରିଥାନ୍ତି। ଏହି ସଂପର୍କ ଏତେ ଘନିଷ୍ଠ ହୋଇଥାଏ ଯେ ଏହାକୁ ଶବ୍ଦରେ କହିହେବ ନାହିଁ। ବାପା-ମାଆ ସେମାନଙ୍କ ପିଲାମାନଙ୍କୁ ସ୍ନେହ ଓ ପ୍ରେମ ଦେବାର ଅନେକ ଭିଡିଓ ସୋସିଆଲ୍...

Kapil Dev in new style
କପିଲ ଦେବଙ୍କ ନୂଆ ଅବତାର

କ୍ରିକେଟ୍ ଜଗତର ମହାନାୟକ କପିଲ୍ ଦେବଙ୍କୁ ଦେଖିବାକୁ ମିଳିଛି ନୂଆ ରୂପରେ। ନିଜ ଚୁଟିକୁ ଏକ ଭିନ୍ନ ଷ୍ଟାଇଲ୍ ଦେଇ କପିଲ୍ କ୍ରିକେଟ୍ ପିଚ୍‌ରେ ନଜର ଆସିଛନ୍ତି। ଏକ ବିଜ୍ଞାପନ ପାଇଁ ସେ ଏଭଳି ହୋଇଥିବା ବେଳେ ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ବିଜ୍ଞାପନରେ କପିଲ...

Struggle success of Vicky Kaushal
କେତେ ସଂଘର୍ଷପୂର୍ଣ୍ଣ ଥିଲା ଭିକୀ କୌଶଲଙ୍କ ଜୀବନ

ଖୁବ୍ କମ ଦିନରେ ଭିକୀ କୌଶଲ ବଲିଉଡ୍‌ରେ ଜଣେ ପ୍ରସିଦ୍ଧ ଚେହେରା ବନିଯାଇଛନ୍ତି। ସେ ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇସାରିଥିବା ବେଳେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରାଯାଉଛି। ବିଶେଷ କରି ଏହି ଫିଲ୍ମରେ...

Shilpa Shetty new hair cut
ଶିଳ୍ପା ଶେଟ୍ଟୀଙ୍କ ନୂଆ ହେୟାର୍‌ଷ୍ଟାଇଲ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡ୍‌ ଗ୍ଲାମରସ୍ ଗାର୍ଲ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାନ୍ତି। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ କିଛି ନା କିଛି ପଟୋ ବା ଭିଡିଓ ଶେୟାର କରନ୍ତି। ଏ ସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି। ସେ ପ୍ରାୟ ସମୟରେ ନିଜର ୱାର୍କଆଉଟ୍...

Three headed snake is something else
ତିନି ମୁଣ୍ଡିଆ ସାପ ନା ଆଉ କିଛି!

ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା...

Woman slept near the corpse
ଶବ ଠାରୁ ମାତ୍ର ୩ ଫୁଟ ଦୂରରେ ୨ମାସ ଶୋଇଥିଲେ ମହିଳା

ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ...

India producing cheapest solar power
ଭାରତରେ ପ୍ରସ୍ତୁତ ହେଉଛି ବିଶ୍ୱର ଶସ୍ତା ସୋଲାର ବିଜୁଳି

ଦେଶରେ କିଛି ଦିନ ହେବ କୋଇଲା ସଂକଟ କାରଣରୁ ସମ୍ଭାବିତ ବିଜୁଳି ସଂକଟ ଦେଖାଦେଇଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭଲ ଖବର। ଭାରତରେ ହିଁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଶସ୍ତା ସୋଲାର ବିଜୁଳି। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନଜରରେ ରଖି କୋଇଲା ଭଳି...

Why hindus leave Bangladesh
ବାଂଲାଦେଶରେ କାହିଁକି କମୁଛି ହିନ୍ଦୁଙ୍କ ସଂଖ୍ୟା; ୩୦ ବର୍ଷ ପରେ ରହିବେ ନାହିଁ କେହି

ନିକଟରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା କାରଣରୁ ଏହାର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଏହି ହିଂସାରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଘର ଛାଡିବାକୁ ପଡିଛି। ଦୁର୍ଗାପୂଜା ଅବସରରେ ଏହି ହିଂସା ତାଜା ହୋଇଛି। କୁହାଯାଉଛି ଯେ କୋରାନକୁ ଅପମାନ...

Sushmita sen does not allow anyone to gift diamonds
ସୁସ୍ମିତା ସେନ୍‌ଙ୍କୁ କେହି ବି ଦେଇପାରିବେ ନାହିଁ ଡାଏମଣ୍ଡ ଗିଫ୍ଟ

ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ କାମ ଓ ଚିନ୍ତାକୁ ନେଇ ପ୍ରାୟ ସମୟରେ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସୁଛନ୍ତି। କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ କହିଥିଲେ ଯେ ମହିଳାମାନେ ନିଜେ ନିଜର ଡାଏମଣ୍ଡ କିଣିବା ଉଚିତ। ବର୍ତ୍ତମାନ ନିଜର ଆଉ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ...

Salman Khan fims Antim tops IMDB
ରିଲିଜ୍ ପୂର୍ବରୁ ଆଇଏମ୍‌ଡିବିରେ ଶୀର୍ଷରେ ରହିଲା ସଲମାନଙ୍କ ‘ଅନ୍ତିମ’

ଅନେକ ସିନେ ପ୍ରେମୀ ସଲମାନ ଖାନଙ୍କ ପ୍ରୋଜେକ୍ଟକୁ ଚାହିଁ ବସିଥାନ୍ତି। ପରଦାକୁ ସଲମାନଙ୍କ ଫିଲ୍ମ ଆସିବା ମାତ୍ରେ ସେମାନେ ଖୁସିରେ ଆତ୍ମହରା ହୋଇପଡନ୍ତି। ଆଗକୁ ଆସୁଛି ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।