• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

2
ଭାଇଜାନ୍ ଓ କେଆର୍‌କେ କଳିରେ ପଶିଲେ ମିକା

ମୁମ୍ବାଇ : ସଲମାନ ଖାନ ତଥା ଭାଇଜାନ୍ ଏବଂ କମାଲ ଆର ଖାନ ତଥା କେଆର୍‌କେ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ସଲମାନ ଖାନ ଏଫଆଇଆର ଦାଖଲ କରିବା ଦିନଠାରୁ ସୋସିଆଲ ମିଡିଆରେ କେଆର୍‌କେ ଗୋଟିଏ ପରେ ଗୋଟିଏ…

1
ବିବେକ ଓବରୋଇଙ୍କ ମାନବ ପ୍ରେମ : କର୍କଟ ପୀଡିତଙ୍କ ପାଇଁ ଆଗକୁ ଆସିଲେ

ମୁମ୍ବାଇ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କେଉଁ ଚାହୁଁ ଚାହୁଁ ଜୀବନ ଚାଲି ଯାଉଛି ତ କେଉଁଠି ଅଭାବର ରାଜୁତି ଦେଖିବାକୁ ମିଳୁଛି। ଏହି ସମୟରେ ଅନେକ ସହାନୁଭୂତି ସଂପନ୍ନ ବ୍ୟକ୍ତି ମଧ୍ୟ ସହଯୋଗର…

coronavirus
ଆଜି ଦେଶରେ କରୋନାରେ ୩, ୪୬୦ ମୃତ, ୧.୬୫ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ : ବର୍ତ୍ତମାନ ଭାରତରେ କରୋନା ଭାଇରସର ଗତି ହ୍ରାସ ପାଉଛି। ଗତ କିଛି ଦିନ ହେବ ଭାରତରେ କରୋନା ଭାଇରସ୍ ସଂକ୍ରମଣର ନୂଆ ମାମଲା ରେକର୍ଡ ଅନୁସାରେ ଏଥିରେ ସଂକ୍ରମଣରେ ହ୍ରାସ ଦେଖାଯାଉଛି। ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

Untitled-1
୬୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା !

ନବରଙ୍ଗପୁର : ତହସିଲ କାର୍ଯ୍ୟାୟରେ ୬୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ। କର୍ମଚାରୀଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ଖୋଦ ତହସିଲଦାର। ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ୬୩ ଲକ୍ଷ ୬୨ ହଜାର ୭୩…

Untitled-1
ବୋହୂ ନିର୍ଯାତନା ଅଭିଯୋଗ

କନ୍ଧମାଳ : ବୋହୂକୁ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ଅଭିଯୋଗ। କନ୍ଧମାଳ ଫୁଲବାଣୀ ଅମଲାପଡ଼ାରେ ରହୁଥିବା ଜଣେ ପୁଷ୍ପିତା ଷଡ଼ଙ୍ଗୀ ନାମକ ବିଧବା ମହିଳା ଏଭଳି ଅଭିଯୋଗ ଆଣିଛନ୍ତି । ସୂଚନା ମୁତାବକ ମହିଳା ଜଣକ ତାଙ୍କ ବାପା ଘରକୁ…

coronavirus
ରାଜ୍ୟରେ ଆଉ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୨୪ ଘଣ୍ଟାରେ ୯,୫୪୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଆଜିର ମୃତ୍ୟୁ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୭୧୯କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…

ପୋଲିସର ମାନବିକତା : କୋଭିଡ୍‌ରେ ମୃତ ମାଓନେତାଙ୍କ କଲେ ଶବଦାହ

ନୂଆଦିଲ୍ଲୀ : ମାନବିକତା ଦେଖାଇଲା ଛତିଶଗଡ଼ ବିଜାପୁର ପୋଲିସ। କରୋନା ଯୋଗୁଁ ପରିବାର ଲୋକ ଶବ ଦାହ ନ କରିବାକୁ ହାତ ଟେକିଦେଲେ। ଏତିକିବେଳେ ଛତିଶଗଡ଼ ପୋଲିସ ତା’ର ମାନବିକତା ଦେଖାଇ କୋଭିଡ କଟକଣା ମାନି ମାଓ କମାଣ୍ଡର ମୃତ ଦେହକୁ…

1
ଜାତିବାଦ ଶବ୍ଦ ପାଇଁ ଅଡୁଆରେ ‘ବବିତା ଜୀ’

ମୁମ୍ବାଇ : ‘ତାରକ ମେହେଟ୍ଟା କା ଉଲଟା ଚସମା ଶୋ’ର ବବିତା ଜୀ ତଥା ଅଭିନେତ୍ରୀ ମୁନମୁନ ଦତ୍ତାଙ୍କ ସମସ୍ୟା କମିବାର ନାମ ଧରୁ ନାହିଁ। ଜାତିବାଦ ଶବ୍ଦ ବ୍ୟବହାର ମାମଲାରେ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି…

Untitled-1
ବୈତରଣୀ ଜଳସ୍ତର କମୁଛି : ଜ୍ୟୋତିର୍ମୟ ରଥ

ଭୁବନେଶ୍ୱର : ବାତ୍ୟା ୟାସ୍ ପରେ ହୋଇଥିବା ପ୍ରବଳ ବର୍ଷା ଫଳରେ ତଳ ଭାଗରେ ବନ୍ୟା ପରିସ୍ଥିତି ଉପୁଜିଛି । ହେଲେ ଏହାଦ୍ୱାରା ବିଶେଷ କ୍ଷୟକ୍ଷତି ହେବନି । କେନ୍ଦୁଝର, ଯାଜପୁର ଜିଲ୍ଲାରେ ନଦୀରେ ଜଳସ୍ତର କମିଛି। ବିଶେଷଭାବେ ବୈତରଣୀ ବିପଦ…

Untitled-1
'ହୀରୋପନ୍ତୀ-୨'ରେ ଟାଇଗରଙ୍କୁ ଟକ୍କର ଦେବେ ନୱାଜୁଦ୍ଦିନ

ମୁମ୍ବାଇ : ୨୦୧୪ ରେ ଆସିଥିବା ଚଳଚ୍ଚିତ୍ର ‘ହୀରୋପନ୍ତୀ’ରେ ବଲିଉଡରେ ଡେବ୍ୟୁ କରିଥିବା ଟାଇଗର ଶ୍ରଫଙ୍କ ଫିଲ୍ମ ଦୁନିଆକୁ ନେ‍ଇ ଏବେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଡେବ୍ୟୁ କରିବା ପରେ ପ୍ରଥମ ଚଳଚ୍ଚିତ୍ରରେ ଫିଲ୍ମଫେୟାର ଜିତିଥିବା ଏହି ଚଳଚ୍ଚିତ୍ରର…

3
ସହିଦ୍ ସ୍ୱାମୀଙ୍କୁ ଦେଲେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି : ହେଲେ ଆର୍ମି ଅଫିସର

ନୂଆଦିଲ୍ଲୀ : ସ୍ୱାମୀଙ୍କ ପଥ ଅନୁସରଣ କରି ସେନାରେ ଯୋଗଦେଲେ ମେଜର ବିଭୂତି ଶଙ୍କର ଦୌଣ୍ଡିୟାଲଙ୍କ ପତ୍ନୀ ନିକିତା ଦୌଣ୍ଡିୟାଲ।  ଜଣେ ଲେଫ୍ଟନାଣ୍ଟ ଭାବେ ସେ ଆଜି ଆର୍ମି ଅଫିସର ହୋଇଛନ୍ତି । ଚେନ୍ନାଇରେ OTA ର ପାସିଂ ଆଉଟ୍ ପରେଡ୍…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।