'ଦି କପିଲ ଶର୍ମା ଶୋ'ର ଏକ ଏପିସୋଡ୍ରେ ମଲାଇକା ଆରୋରା, ଗୀତା କପୁର ଏବଂ ଟେରେନ୍ସ ଲୁଇସଙ୍କ ସହ ଶୋ' ଇଣ୍ଡିଆଜ୍ ବେଷ୍ଟ୍ ଡ୍ୟାନ୍ସର(ଆଇବିଡି) ର ପ୍ରମୋସନ ପାଇଁ ପହଞ୍ଚିଥିଲେ। ଏହି ଶୋ’ରେ ମଲାଇକା ଗୀତା କପୁରଙ୍କୁ ବେଲଜ୍ଜା ବୋଲି କହିଥିଲେ ଯେତେବେଳେ ସେ କମେଡି ଶୋ’ରେ ଅର୍ଚ୍ଚନା...
ତାଙ୍କ ପାଇଁ ପରିବାର ସବୁକିଛି। ଏଭଳି ବିଶ୍ୱାସ ରଖୁଥିବା ଜଣେ ପୁଅ ଯିଏ ନିଜର ଅସୁସ୍ଥ ପିତାଙ୍କୁ ନୂତନ ଜୀବନ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଯୁବକଙ୍କର ବାପାଙ୍କର ଲିଭର ଖରାପ ହୋଇଯାଇଥିଲା। ତାଙ୍କ ପାଖରେ ଅଧିକ ସମୟ ନ ଥିଲା ବୋଲି ଡାକ୍ତର କହିଥିଲେ।...
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହିତ ପ୍ୟାରିସ୍ ଭ୍ରମଣରେ ଯାଇଛନ୍ତି। ଏହି ଅବସରରେ ଏୟାରପୋର୍ଟରୁ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି। ପ୍ୟାରିସ୍ରେ ଆୟୋଜିତ ଫେସନ ୱିକ୍ରେ ଯୋଗଦେବା ନେଇ ଐଶ୍ୱର୍ଯ୍ୟା ପ୍ୟାରିସ୍ ଯାଇଛନ୍ତି।...
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ବହୁତ ଫେସନ ପ୍ରିୟ। ସେ ସବୁବେଳେ ନିଜର ଫେସନ ସେନ୍ସ ଓ ଷ୍ଟାଇଲିସ୍ ଲୁକ୍ ନେଇ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ଫେସନ ଚଏସ୍କୁ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି। ନିକଟରେ ସୋନମ କପୁର ଏକ ଫଟୋସୁଟ୍ କରିଥିଲେ। ଏହାର ଫଟୋକୁ ମଧ୍ୟ...
ଟିଭିର ଲୋକପ୍ରିୟ ସିରିୟଲ ‘ତାରକ ମେହତା କା ଉଲ୍ଟା ଚଶ୍ମା’ର ନଟ୍ଟୁ କାକା ତଥା ଘନଶ୍ୟାମ ନାୟକଙ୍କ ମୃତ୍ୟୁ ହୋଇଯାଇଛି। ଏନେଇ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଶୋ’ର ପ୍ରଯୋଜକ ଅସିମ୍ ମୋଦୀ ଏହି ସୂଚନା ଦେଇଛନ୍ତି। ସେ ‘ତାରକ...
କୁହାଯାଏ ଜଣେ ମହିଳା ହେଉଛନ୍ତି ଆଉ ଜଣେ ମହିଳାର ଶତ୍ରୁ। କିନ୍ତୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଏହାକୁ ଭୁଲ ବୋଲି ପ୍ରମାଣ କରିଛି। ଏହି ଘଟଣା ହେଉଛି ଓଡିଶାର। କର୍କଟ ରୋଗ ସହ ସଂଗ୍ରାମ କରୁଥିବା ରାଜଲକ୍ଷ୍ମୀ (୬୩) ତାଙ୍କ ବନ୍ଧୁ ନମ୍ରତାଙ୍କ ବ୍ରାହୁରେ ମୃତ୍ୟୁ ବରଣ...
ବଲିଉଡର ପ୍ରତ୍ୟେକ ସେଲିବ୍ରିଟି ଏହି ପ୍ରଶିକ୍ଷକଙ୍କଠାରୁ ଫିଟ୍ନେସ୍ ଟିପ୍ସ ନେବାକୁ ଚାହାଁନ୍ତି। ସମସ୍ତେ ମଧ୍ୟ ତାଙ୍କ ଟିପ୍ସ ପାଇ ଫିଟ୍ ହୋଇ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ନାମ ତିଆରି କରିଛନ୍ତି। ହଁ, ଆମେ ସେଲିବ୍ରିଟି ଫିଟ୍ନେସ୍ ଟ୍ରେନର ନମ୍ରତା ପୁରୋହିତଙ୍କ କଥା କହୁଛୁ। ପ୍ରକାଶଥାଉ ଯେ...
ଅନେକ ଲୋକ ଘରେ ପଶୁ ପକ୍ଷୀ ରଖିବାକୁ ଭଲ ପାଆନ୍ତି। ଏଥିରୁ ବିଲେଇ ମଧ୍ୟ ଅନ୍ୟତମ। ଆପଣ ବିଲେଇମାନଙ୍କୁ ଭଲ ପାଆନ୍ତି କି? ଯଦି ନୁହେଁ, ତେବେ ହୁଏତ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଆପଣ ମଧ୍ୟ ବିଲେଇ ପ୍ରେମରେ ପଡ଼ିଯିବେ। କଥା କ’ଣ କି ଏକ...
ହରିଦ୍ୱାରସ୍ଥିତ ପତଞ୍ଜଳି କନ୍ୟା ଯୋଗପୀଠରେ ଅଧ୍ୟୟନ କରୁଥିବା ଜଣେ ସ୍ୱାଧ୍ୱୀ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ୨୪ ବର୍ଷର ଝିଅ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ପୋଲିସକୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଡ୍ ନୋଟ୍ରେ ଜୀବନରେ ଅସନ୍ତୁଷ୍ଟ ଥିବା ଉଲ୍ଲେଖ...
ଶ୍ରୀଦେବୀ ଲଳନା ତଥା ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ବୁଲାବୁଲିକୁ ବହୁତ ପସନ୍ଦ କରନ୍ତି। ନିଜ ସାଙ୍ଗସାଥିମାନଙ୍କ ସହିତ ୱିକେଣ୍ଡ ମସ୍ତିର ମୌକାକୁ ସେ କେବେ ବି ଛାତଛଡା କରନ୍ତି ନାହିଁ। ଏବେ ଜାହ୍ନବୀ ନିଜ ସାଙ୍ଗମାନଙ୍କ ସହିତ ଜଙ୍ଗଲରେ ବୁଲୁଛନ୍ତି। ଏହି ଭ୍ରମଣକାଳୀନ ସମୟରେ ସେ ଅନେକ...
ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳେ ୮୫ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ହେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଟିଭିର ସବୁଠାରୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟୀ ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୋ’ର ସେମିଫାଇନାଲ୍ ଏପିସୋଡ୍ ‘ଦେଶ କୀ ଫର୍ମାଇସ୍’ରେ ଯୋଗଗୁରୁ ବାବା ରାମଦେବ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ତେବେ ଏହି ଶୋ’ରେ ରାମଦେବ ପ୍ରତିଯୋଗୀମାନଙ୍କର ନାଚ ଖୁବ ଉପଭୋଗ କରିଥିଲେ। ଏହାର...
କୁହାଯାଏ ବିଦ୍ୟା ଦଦାତି ବିନୟମ୍, ବିନୟ ଦଦାତି ପାତ୍ରତମ। ସିଭିଲ ସର୍ଭିସ ପରୀକ୍ଷା (ୟୁପିଏସ୍ସି ପରୀକ୍ଷା ଫଳାଫଳ) ରେ ୫୨ତମ ସ୍ଥାମ ପାଇଥିବା ଆଶିଷ କୁମାର ମିଶ୍ର ଏହାକୁ ବାସ୍ତବତାରେ ଦର୍ଶାଇଛନ୍ତି। ସାଧାରଣତଃ ଶିଷ୍ୟମାନେ ସେମାନଙ୍କର ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରନ୍ତି। କିନ୍ତୁ ଯେତେବେଳେ ବିହାରର...
ଆଜିକାଲି ସୋସିଆଲ ମିଡିଆରେ ଜଣେ ଆଇମା’ଙ୍କ ପ୍ରେରଣାଦାୟକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଆଇ ମାଙ୍କ କାହାଣୀ ଜାଣିବା ପରେ ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ। ୭୫ ବର୍ଷୀୟ କଲାୱନ୍ତୀ ଦୋଶୀଙ୍କ ପାଇଁ ଫାଫଡା (ଗୁଜୁରାଟୀ ଜଳଖିଆ) ତାଙ୍କ ପରିବାର ଚଳାଇବା ପାଇଁ...
ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ୧୫୨ ତମ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି। ଗାନ୍ଧୀ ସମଗ୍ର ବିଶ୍ୱକୁ ଅହିଂସା ଭଳି ମନ୍ତ୍ର ଦେଇଥିଲେ ଯାହା ଆଜି ବି ପ୍ରାସଙ୍ଗିକ ଅଟେ। ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କୁ ସ୍ମରଣ କରାଯାଏ। ସେ କିପରି ସତ୍ୟଗ୍ରହୀ ହେଲେ ଏବଂ ସେ...
ଜଳବାୟୁ ପରିବର୍ତ୍ତନ ପୃଥିବୀରେ ଅନେକ ପରିବର୍ତ୍ତନ ଆଣିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଏହାର ଚମକତା ହ୍ରାସ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୂର୍ବ ତୁଳନାରେ ପୃଥିବୀର ଚମକତା ହ୍ରାସ ପାଇଛି। ବର୍ତ୍ତମାନ ଆମ ପୃଥିବୀ କୋଡ଼ିଏ ବର୍ଷ ପୂର୍ବ ତୁଳନାରେ ବର୍ଗ ମିଟର ପ୍ରତି ଅଧା ୱାଟ କମ୍...
ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ବଲିଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ୨୬ ବର୍ଷ ପୂର୍ବରୁ ସେ ଦର୍ଶକମାନଙ୍କୁ ଦେଇଥିଲେ ସବୁଠାରୁ ସୁପରହୀଟ୍ ସିନେମା ‘ରଙ୍ଗୀଲା’। ଏନେଇ ସେ ବର୍ତ୍ତମାନ ରଙ୍ଗୀଲା ଗାର୍ଲଭାବେ ପରିଚିତ। ଏହି ଫିଲ୍ମରେ ଉର୍ମିଲାଙ୍କ ଅଭିନୟ ଓ ତାଙ୍କ ପ୍ରଦର୍ଶନ ଉଭୟ ଦର୍ଶକଙ୍କୁ ବେଶ...
ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ନିଜ ଫିଟ୍ନେସ୍କୁ ସାରା ଦୁନିଆ ସାମ୍ନାରେ ଦେଖଉଛନ୍ତି। କଠିନ ପରିଶ୍ରମ ଓ ଘଣ୍ଟା ଘଣ୍ଟା ବ୍ୟାୟାମ କରି ସେ ଖୁବ୍ ସୁନ୍ଦର ବଡି ଓ ମସଲ୍ସ କରିଛନ୍ତି। ବାସ୍ତବରେ ଏହି ପରିଶ୍ରମ ଲୋକଙ୍କୁ ମଧ୍ୟ ଦେଖେଇବାର ଅଛି। ସେ ତାଙ୍କର ଏକ...
ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଏବେ ବଲିଉଡରେ ଆଗକୁ ଯାଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସାରା ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ। ନିଜର ଭିନ୍ନ ଭିନ୍ନ ଅବତାର ନେଇ ସାରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଶାଢୀରେ ଭାରତୀୟ ପରମ୍ପରାକୁ...
ଦିନକୁ ଦିନ ବଢୁଥିବା ଚାପ ଓ ମହାମାରୀ କାରଣରୁ ଘରେ ରହିବାକୁ ବାଧ୍ୟ ହେବା ଆମ ନିଦକୁ ଅଧିକ ପ୍ରଭାବିତ କରିଛି। ଭଲ ନିଦ ଅଭାବରୁ ଆମେ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରୁ, ଏହା ଆମ ହୃଦୟକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି...